ମହିଳା ଯୁଗଳ ଟେନିସ୍‌ ମାନ୍ୟତା ଶୀର୍ଷରେ ସାନିଆ-ହିଙ୍ଗିସ୍‌ ଯୋଡି

ମୋହାଲି:ସଦ୍ୟ ପ୍ରକାଶିତ ଡବ୍ଲ୍ୟୁଟିଏ ଯୁଗଳ ଟେନିସ୍‌ ମାନ୍ୟତାରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ଭାରତର ଟେନିସ୍‌ ଷ୍ଟାର ସାନିଆ ମିର୍ଜା ଓ ତାଙ୍କ ସ୍ୱିସ୍‌ ସାଥୀ ମାର୍ଟିନା ହିଙ୍ଗିସ। ଏହି ଯୋଡି ମୋଟ ୨୧ଟି ଟୁର୍ଣ୍ଣାମେଣ୍ଟ ଖେଳି ୧୨,୦୪୫ ପଏଣ୍ଟ ସହ ଶୀର୍ଷସ୍ଥାନରେ ରହିଛନ୍ତି। ଆମେରିକାର ସେରାନା ୱିଲିୟମ୍ସ ମହିଳା ଏକକ ମାନ୍ୟତାରେ ୧୬ଟି ଟୁର୍ଣ୍ଣାମେଣ୍ଟ ଖେଳି ୮,୨୩୫ ପଏଣ୍ଟ ପାଇ ଶୀର୍ଷରେ ରହିଛନ୍ତି। ସେହିପରି ଜର୍ମାନୀର କେ.ଆଞ୍ଜେଲକ୍ୟୁ ୨୩ଟି ଟୁର୍ଣ୍ଣାମେଣ୍ଟ ଖେଳି ୫,୭୪୦ ପଏଣ୍ଟ ସହ […]

sania-mirza-martina-hingis-charleston

sania-mirza-martina-hingis-charleston

Rakesh Mallick
  • Published: Tuesday, 10 May 2016
  • Updated: 10 May 2016, 12:56 PM IST

Sports

Latest News

ମୋହାଲି:ସଦ୍ୟ ପ୍ରକାଶିତ ଡବ୍ଲ୍ୟୁଟିଏ ଯୁଗଳ ଟେନିସ୍‌ ମାନ୍ୟତାରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ଭାରତର ଟେନିସ୍‌ ଷ୍ଟାର ସାନିଆ ମିର୍ଜା ଓ ତାଙ୍କ ସ୍ୱିସ୍‌ ସାଥୀ ମାର୍ଟିନା ହିଙ୍ଗିସ। ଏହି ଯୋଡି ମୋଟ ୨୧ଟି ଟୁର୍ଣ୍ଣାମେଣ୍ଟ ଖେଳି ୧୨,୦୪୫ ପଏଣ୍ଟ ସହ ଶୀର୍ଷସ୍ଥାନରେ ରହିଛନ୍ତି।

ଆମେରିକାର ସେରାନା ୱିଲିୟମ୍ସ ମହିଳା ଏକକ ମାନ୍ୟତାରେ ୧୬ଟି ଟୁର୍ଣ୍ଣାମେଣ୍ଟ ଖେଳି ୮,୨୩୫ ପଏଣ୍ଟ ପାଇ ଶୀର୍ଷରେ ରହିଛନ୍ତି। ସେହିପରି ଜର୍ମାନୀର କେ.ଆଞ୍ଜେଲକ୍ୟୁ ୨୩ଟି ଟୁର୍ଣ୍ଣାମେଣ୍ଟ ଖେଳି ୫,୭୪୦ ପଏଣ୍ଟ ସହ ତୃତୀୟ ସ୍ଥାନରୁ ଉଠି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ପୋଲାଣ୍ଡର ଆର.ଆଗ୍ନିଏଜ୍କା ୨୨ଟି ଟୁର୍ଣ୍ଣାମେଣ୍ଟ ଖେଳି ୫,୬୬୫ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରୁ ଖସି ତୃତୀୟ ସ୍ଥାନରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story