ପୁଅ ସହିତ ଫଟୋ ଟ୍ୱିଟ୍‌ କରି ସାନିଆ କହିଲେ ଏମିତି କଥା

ନୂଆଦିଲ୍ଲୀ: ପୁଅ ଇଜ୍‌ହାନ୍‌ ସହିତ ଭାରତୀୟ ଟେନିସ୍ ତାରକା ତଥା ପାକିସ୍ତାନ ବୋହୁ ସାନିଆ ମିର୍ଜାଙ୍କର ଏକ ଫଟୋ ଏବେ ଇଣ୍ଟରନେଟ୍‌ରେ ବେଶ୍‌ ଚର୍ଚ୍ଚାରେ। ଚର୍ଚ୍ଚା ତାଙ୍କର ଫଟୋକୁ ନେଇ ନୁହେଁ ବରଂ ସେ କରିଥିବା ଟ୍ୱିଟ୍‌ର ଶବ୍ଦ ସବୁକୁ ନେଇ। ଏଥିରେ ସେ ପୁଅକୁ ଦେଇପାରୁନଥିବା ସମୟ ଏବଂ ଖେଳ ଓ ଅନ୍ୟ କାମ ପାଇଁ ତା’ଠାରୁ ଦୂରରେ ରହୁଥିବା ନେଇ ଭାବ ବିହ୍ୱଳ ହୋଇ ଏହି ପୋଷ୍ଟ କରିଛନ୍ତି। ଇଜ୍‌ହାନ୍‌କୁ କୋଳରେ ଧରିଥିବା ଏହି […]

izhan-sania

izhan-sania

Subrat Kumar Nayak
  • Published: Thursday, 20 December 2018
  • Updated: 20 December 2018, 10:39 AM IST

Sports

Latest News

ନୂଆଦିଲ୍ଲୀ: ପୁଅ ଇଜ୍‌ହାନ୍‌ ସହିତ ଭାରତୀୟ ଟେନିସ୍ ତାରକା ତଥା ପାକିସ୍ତାନ ବୋହୁ ସାନିଆ ମିର୍ଜାଙ୍କର ଏକ ଫଟୋ ଏବେ ଇଣ୍ଟରନେଟ୍‌ରେ ବେଶ୍‌ ଚର୍ଚ୍ଚାରେ। ଚର୍ଚ୍ଚା ତାଙ୍କର ଫଟୋକୁ ନେଇ ନୁହେଁ ବରଂ ସେ କରିଥିବା ଟ୍ୱିଟ୍‌ର ଶବ୍ଦ ସବୁକୁ ନେଇ। ଏଥିରେ ସେ ପୁଅକୁ ଦେଇପାରୁନଥିବା ସମୟ ଏବଂ ଖେଳ ଓ ଅନ୍ୟ କାମ ପାଇଁ ତା’ଠାରୁ ଦୂରରେ ରହୁଥିବା ନେଇ ଭାବ ବିହ୍ୱଳ ହୋଇ ଏହି ପୋଷ୍ଟ କରିଛନ୍ତି।

ଇଜ୍‌ହାନ୍‌କୁ କୋଳରେ ଧରିଥିବା ଏହି ଫଟୋ ସହିତ ସେ ଲେଖିଛନ୍ତି, “ଘରଠାରୁ ଦୂରରେ ରହିବା ଏତେ ଯେ କଷ୍ଟକର ହେବ ଜାଣିନଥିଲି। କାମରେ ସମ୍ପୂର୍ଣ୍ଣ ଗୋଟିଏ କଷ୍ଟକର ଦିନ, ପୁଣି ଇଜ୍‌ହାନ୍‌ଠାରୁ ଦୂରରେ। ଆଉ ଶେଷରେ ଏଇ ମୁହୂର୍ତ୍ତ ଟିକକ ପାଇଁ ମୁଁ ଫେରିଆସେ।”

https://twitter.com/MirzaSania/status/1075044501092253697

ସାନିଆ ଏବଂ ତାଙ୍କ କ୍ରିକେଟର ପତି ଶୋଏବ୍‌ ମାଲିକ୍ ପୁଅର ନାମ ରଖିଛନ୍ତି ଇଜ୍‌ହାନ୍‌ ମିର୍ଜା-ମାଲିକ୍। ସେ ଖେଳଠାରୁ ସାମୟିକ ଦୂରେଇ ବର୍ତ୍ତମାନ ପୁଅର ଦାୟିତ୍ୱ ନେଇଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story