ଚାମ୍ପିଅନ୍ସଟ୍ରଫିରେ ଦଳର ପ୍ରଦର୍ଶନକୁ ନେଇ ସର୍ଦ୍ଦାର ଖୁସି

ନୂଆଦିଲ୍ଲୀ: ବିଶ୍ୱ ହକି ଚାମ୍ପିଅନ୍ସଟ୍ରଫିରେ ଗତକାଲି ଅଷ୍ଟ୍ରେଲିଆଠାରୁ ପରାଜିତ ହେବା ପରେ ଭାରତକୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି। ଏହି ପରାଜୟ ସତ୍ତ୍ୱେ ଦଳର ପ୍ରଦର୍ଶନକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଏଫ୍‌ଆଇଏଚ୍‌ ଚାମ୍ପିଅନ୍ସ ଟ୍ରଫି ପାଇଁ ବିଶ୍ରାମ ନେଇଥିବା ସର୍ଦ୍ଦାର ସିଂହ। ସେ ତାଙ୍କ ଟ୍ୱିଟର ପୃଷ୍ଠାରେ ଟ୍ୱିଟ୍‌ କରି କହିଛନ୍ତି,“ ବିଶ୍ୱ ହକି ଚାମ୍ପିଅନ୍ସଟ୍ରଫିର ଫାଇନାଲରେ ଆମ ଦଳର ଖେଳାଳିମାନେ ଶ୍ରେଷ୍ଠ ପ୍ରର୍ଦଶନ କରିଛନ୍ତି। ରୌପ୍ୟ ପଦକ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି। […]

Sardar-Singh1

Sardar-Singh1

Rakesh Mallick
  • Published: Saturday, 18 June 2016
  • Updated: 18 June 2016, 06:22 PM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱ ହକି ଚାମ୍ପିଅନ୍ସଟ୍ରଫିରେ ଗତକାଲି ଅଷ୍ଟ୍ରେଲିଆଠାରୁ ପରାଜିତ ହେବା ପରେ ଭାରତକୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି। ଏହି ପରାଜୟ ସତ୍ତ୍ୱେ ଦଳର ପ୍ରଦର୍ଶନକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଏଫ୍‌ଆଇଏଚ୍‌ ଚାମ୍ପିଅନ୍ସ ଟ୍ରଫି ପାଇଁ ବିଶ୍ରାମ ନେଇଥିବା ସର୍ଦ୍ଦାର ସିଂହ।

ସେ ତାଙ୍କ ଟ୍ୱିଟର ପୃଷ୍ଠାରେ ଟ୍ୱିଟ୍‌ କରି କହିଛନ୍ତି,“ ବିଶ୍ୱ ହକି ଚାମ୍ପିଅନ୍ସଟ୍ରଫିର ଫାଇନାଲରେ ଆମ ଦଳର ଖେଳାଳିମାନେ ଶ୍ରେଷ୍ଠ ପ୍ରର୍ଦଶନ କରିଛନ୍ତି। ରୌପ୍ୟ ପଦକ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି। ଆମେ ପୁଣି ଥରେ ଦେଶ ପାଇଁ କଠିନ ପରିଶ୍ରମ କରି ଗୌରବ ଆଣିବୁ।”

ପିଆର ଶ୍ରୀଜେସଙ୍କ ନେତୃତ୍ୱରେ ଗତକାଲି ଲଣ୍ଡନରେ ଭାରତ-ଅଷ୍ଟ୍ରେଲିଆକୁ ଭେଟିଥିଲା। ଦଳ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଖେଳି ୧-୩ରେ ପରାଜିତ ହୋଇଥିଲା। ଏକ ବିବାଦୀୟ ଫିଲ୍ଡ ଗୋଲ ଯୋଗୁଁ ଦଳ ପରାଜିତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story