ସଚିନଙ୍କ ୩୦ ବର୍ଷ ତଳର ରେକର୍ଡ ଭାଙ୍ଗିଲେ ଏହି ମହିଳା କ୍ରିକେଟର

ଆଣ୍ଟିଗୁଆ: ମାତ୍ର ୧୫ ବର୍ଷ ବୟସରେ ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ଅର୍ଦ୍ଧଶତକ ହାସଲ କରି ରେକର୍ଡ କରିଛନ୍ତି ମହିଳା କ୍ରିକେଟର ଶେଫାଲି ବର୍ମା। ସେ ୱେଷ୍ଟଇଣ୍ଡିଜ ବିରୋଧରେ ମାତ୍ର ୪୯ ବଲରେ ୭୩ ରନ୍‌ କରି କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ୩୦ ବର୍ଷ ତଳେ ସୃଷ୍ଟି କରିଥିବା ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ସେ ଏବେ ଭାରତର ସର୍ବକନିଷ୍ଠ କ୍ରିକେଟର ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ କରିଛନ୍ତି। ଶେଫାଲିଙ୍କ ଅର୍ଦ୍ଧଶତକ ବଳରେ […]

d

d

Hemant Lenka
  • Published: Sunday, 10 November 2019
  • Updated: 10 November 2019, 03:40 PM IST

Sports

Latest News

ଆଣ୍ଟିଗୁଆ: ମାତ୍ର ୧୫ ବର୍ଷ ବୟସରେ ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ଅର୍ଦ୍ଧଶତକ ହାସଲ କରି ରେକର୍ଡ କରିଛନ୍ତି ମହିଳା କ୍ରିକେଟର ଶେଫାଲି ବର୍ମା। ସେ ୱେଷ୍ଟଇଣ୍ଡିଜ ବିରୋଧରେ ମାତ୍ର ୪୯ ବଲରେ ୭୩ ରନ୍‌ କରି କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ୩୦ ବର୍ଷ ତଳେ ସୃଷ୍ଟି କରିଥିବା ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

ସେ ଏବେ ଭାରତର ସର୍ବକନିଷ୍ଠ କ୍ରିକେଟର ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ କରିଛନ୍ତି। ଶେଫାଲିଙ୍କ ଅର୍ଦ୍ଧଶତକ ବଳରେ ଟିମ୍‌ ଇଣ୍ଡିଆ ପ୍ରଥମ ଟି-୨୦ରେ ୱେଷ୍ଟଇଣ୍ଡିଜକୁ ୮୪ ରନ୍‌ରେ ପରାସ୍ତ କରିଛି। ଶନିବାର ବିଳମ୍ବିତ ରାତିରେ ଶେଫାଲି ତାଙ୍କ ଅନ୍ତର୍ଜାତୀୟ ଟି-୨୦ କ୍ୟାରିୟରର ୫ମ ମ୍ୟାଚ୍ ଖେଳୁଥିଲେ। ତେବେ ୬ଟି ଚୌକା ଓ ୪ଟି ଛକା ବଳରେ ସେ ତାଙ୍କ ଅନ୍ତର୍ଜାତୀୟ ଟି-୨୦ର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ।

ଶେଫାଲି ୧୫ ବର୍ଷ ୨୮୫ ଦିନ ବୟସରେ ଅନ୍ତର୍ଜାତୀୟ ସ୍ତରରେ ଅର୍ଦ୍ଧଶତକ ହାସଲ କରିଥିଲେ। ଏପରି କରିବାରେ ସେ ସର୍ବକନିଷ୍ଠ ଭାରତୀୟ। ଶେଫାଲିଙ୍କ ପୂର୍ବରୁ ସଚିନ ତେନ୍ଦୁଲକର ସର୍ବକନିଷ୍ଠ ଭାରତୀୟ ଭାବେ ୧୬ ବର୍ଷ ୨୧୪ ଦିନ ବୟସରେ ଅନ୍ତର୍ଜାତୀୟ ସ୍ତରରେ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ କରିଥିଲେ।

ଶେଫାଲି ଗତକାଲି ମ୍ୟାଚ୍‌ରେ ଓପନର ସ୍ମୃତି ମନ୍ଧାନାଙ୍କ ସହ ମିଶି ପ୍ରଥମ ୱିକେଟ ପାଇଁ ରେକର୍ଡ ୧୪୩ ରନ୍‌ର ଭାଗିଦାରୀ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story