ଲର୍ଡ୍ସ ବିଜୟ ଆମ ଖରାପ ଛବିକୁ ସଜାଡିଛି: ପିସିବି ମୁଖ୍ୟ

ଲଣ୍ଡନ: “ଗତ ରବିବାର ଦିନ ଲର୍ଡ୍ସରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍‌କୁ ୭୫ ରନ୍‌ରେ ପାକିସ୍ତାନ ଜିତିଛି। ପାକିସ୍ତାନର ଏହି ବିଜୟ ବିଶ୍ୱ ଦରବାରରେ ଦଳର ଭାବମୂର୍ତ୍ତିକୁ ସଜାଡିଛି।” ମଙ୍ଗଳବାର ଏହା କହିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡ ସଭାପତି ଶାହାରୟାର ଖାନ। ସେ କହିଛନ୍ତି,“୬ ବର୍ଷ ତଳେ ଲର୍ଡ୍ସରେ ପାକିସ୍ତାନର କିଛି କ୍ରିକେଟର ସ୍ପଟ୍‌ ଫିକ୍ସିଂ କରି ଦଳର ମୁଣ୍ଡକୁ ନୁଆଁଇ ଦେଇଥିଲେ। ବିଶ୍ୱ ଦରବାରରେ ପାକିସ୍ତାନ ଟିମ୍‌ର ଛବି ଖରାପ ହୋଇଥିଲା। ଲର୍ଡ୍ସରେ ପାକିସ୍ତାନର […]

Shahryar Khan

Shahryar Khan

Rakesh Mallick
  • Published: Tuesday, 19 July 2016
  • Updated: 19 July 2016, 05:36 PM IST

ଲଣ୍ଡନ: “ଗତ ରବିବାର ଦିନ ଲର୍ଡ୍ସରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍‌କୁ ୭୫ ରନ୍‌ରେ ପାକିସ୍ତାନ ଜିତିଛି। ପାକିସ୍ତାନର ଏହି ବିଜୟ ବିଶ୍ୱ ଦରବାରରେ ଦଳର ଭାବମୂର୍ତ୍ତିକୁ ସଜାଡିଛି।” ମଙ୍ଗଳବାର ଏହା କହିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡ ସଭାପତି ଶାହାରୟାର ଖାନ।

ସେ କହିଛନ୍ତି,“୬ ବର୍ଷ ତଳେ ଲର୍ଡ୍ସରେ ପାକିସ୍ତାନର କିଛି କ୍ରିକେଟର ସ୍ପଟ୍‌ ଫିକ୍ସିଂ କରି ଦଳର ମୁଣ୍ଡକୁ ନୁଆଁଇ ଦେଇଥିଲେ। ବିଶ୍ୱ ଦରବାରରେ ପାକିସ୍ତାନ ଟିମ୍‌ର ଛବି ଖରାପ ହୋଇଥିଲା। ଲର୍ଡ୍ସରେ ପାକିସ୍ତାନର ବିଜୟ ପରେ ଦଳର ଛବିରେ ଉନ୍ନତି ଘଟିଛି।”

୨୦୧୦ ଅଗଷ୍ଟ ମାସରେ ଇଂଲଣ୍ଡ ବିପକ୍ଷରେ ଲର୍ଡ୍ସରେ ଖେଳାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଦଳକୁ ସଦ୍ୟ ଫେରିଥିବା ମହମ୍ମଦ ଆମୀର, ଫଷ୍ଟ ବୋଲର ମହମ୍ମଦ ଆସିଫ୍‌ ଓ ସେତେବେଳର ଅଧିନାୟକ ଥିବା ସଲମନ୍‌ ବଟ୍ଟ ସ୍ପଟ ଫିକ୍ସିଂ କରି ଧରା ପଡିଥିଲେ। ଆମୀରଙ୍କୁ ୫ ବର୍ଷ ବାସନ୍ଦ ଓ ଜେଲ ଦଣ୍ଡ ଦିଆଯାଇଥିବା ବେଳେ ଆସିଫ୍ ଓ ବଟ୍ଟଙ୍କୁ ଆଜୀବନ ବାସନ୍ଦ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story