୨ହଜାର ପରିବାରର ଖାଇବା ଖର୍ଚ୍ଚ ବହନ କଲେ ଏହି ବାଂଲାଦେଶୀ କ୍ରିକେଟର୍‌

ଢାକା: ସବୁ ଦେଶ ଭଳି ବାଂଲାଦେଶରେ ମଧ୍ୟ କରୋନାର ପ୍ରଭାବ ଦେଖିବାକୁ ମିଳିଛି। ବାଂଲାଦେଶରେ ଏହି ମହାମାରୀକୁ ରୋକିବା ପାଇଁ ସବୁକିଛି ବନ୍ଦ କରିଦିଆଯାଇଛି। ଏହି କାରଣରୁ ବାଂଲାଦେଶରେ ମଧ୍ୟ ଆର୍ଥିକ ସଙ୍କଟ ଦେଖା ଦେଇଛି। ଶ୍ରମିକ ଓ ଛୋଟ ଛୋଟ କାମ କରୁଥିବା ଲୋକଙ୍କ ପାଖରେ ଖାଇବାକୁ ମୁଠାଏ ଦାନା ନାହିଁ, କିନ୍ତୁ ଏହା ମଧ୍ୟରେ ବାଂଲାଦେଶର ଷ୍ଟାର୍ କ୍ରିକେଟର୍ ଶାକିବ୍ ଅଲ୍ ହାସନ୍ ଗରିବଙ୍କ ପାଇଁ ଭଗବାନଙ୍କ ଦୂତ ସାଜିଛନ୍ତି ଏବଂ ସେ ୨ହଜାର […]

hasan

hasan

Ranjit Kumar Jena
  • Published: Sunday, 29 March 2020
  • Updated: 29 March 2020, 10:04 PM IST

Sports

Latest News

ଢାକା: ସବୁ ଦେଶ ଭଳି ବାଂଲାଦେଶରେ ମଧ୍ୟ କରୋନାର ପ୍ରଭାବ ଦେଖିବାକୁ ମିଳିଛି। ବାଂଲାଦେଶରେ ଏହି ମହାମାରୀକୁ ରୋକିବା ପାଇଁ ସବୁକିଛି ବନ୍ଦ କରିଦିଆଯାଇଛି। ଏହି କାରଣରୁ ବାଂଲାଦେଶରେ ମଧ୍ୟ ଆର୍ଥିକ ସଙ୍କଟ ଦେଖା ଦେଇଛି। ଶ୍ରମିକ ଓ ଛୋଟ ଛୋଟ କାମ କରୁଥିବା ଲୋକଙ୍କ ପାଖରେ ଖାଇବାକୁ ମୁଠାଏ ଦାନା ନାହିଁ, କିନ୍ତୁ ଏହା ମଧ୍ୟରେ ବାଂଲାଦେଶର ଷ୍ଟାର୍ କ୍ରିକେଟର୍ ଶାକିବ୍ ଅଲ୍ ହାସନ୍ ଗରିବଙ୍କ ପାଇଁ ଭଗବାନଙ୍କ ଦୂତ ସାଜିଛନ୍ତି ଏବଂ ସେ ୨ହଜାର ପରିବାରଙ୍କୁ ଖାଦ୍ୟ ଖୁଆଇବାର ଦାୟିତ୍ୱ ବହନ କରିଛନ୍ତି।

କରୋନା ଭାଇରସ୍ ମାମଲା ସାମ୍ନାକୁ ଆସିବା ପରେ ବାଂଲାଦେଶର ଷ୍ଟାର୍ ଅଲରାଉଣ୍ଡର ସାକିବ୍ ଏକ ଫାଉଣ୍ଡେସନ୍ କରିଛନ୍ତି, ଯାହାର ଉଦ୍ଦେଶ୍ୟ ବାଂଲାଦେଶ ବଞ୍ଚାଅ ରହିଛି। ନିଜର ଫେସବୁକ୍ ପେଜରେ ଶାକିବ୍ ଅଲ୍ ହାସନ୍ ପ୍ରଶଂସକଙ୍କୁ କହିଛନ୍ତି, ଯେଉଁ ଗରିବ ପରିବାର କରୋନା ଭାଇରସ୍ ଯୋଗୁ ପ୍ରଭାବିତ ହୋଇଛନ୍ତି, ସେମାନଙ୍କୁ ସହାୟତା କରିବା ମୋର ଉଦ୍ଦେଶ୍ୟ। ଏଭଳି ଏକ ସଙ୍କଟରୁ ବାଂଲାଦେଶକୁ ରକ୍ଷା କରିବାର ସମୟ ଆସିଛି। ବର୍ତ୍ତମାନ ଯେଉଁମାନେ ବେକାରୀ ଅଛନ୍ତି, ତେଣିକି ସେମାନେ ଛୋଟ ହୁଅନ୍ତୁ କି ବଡ଼, ସମସ୍ତଙ୍କ ଖାଦ୍ୟ ପହଞ୍ଚାଇବା ମୋର କର୍ତ୍ତବ୍ୟ। ଏଥିପାଇଁ ମୋ ଫାଉଣ୍ଡେସନ୍ ବର୍ତ୍ତମାନ ୨ହଜାର ପରିବାରକୁ ଖାଦ୍ୟ ଦେବାର ଦାୟିତ୍ୱ ନେଇଛି।

ସୂଚନାଯୋଗ୍ୟ, ସାକିବଙ୍କ ଉପରେ ବର୍ତ୍ତମାନ ବାସନ୍ଦାଦେଶ ଲାଗିଛି। ବୁକିଙ୍କ ସହ ମ୍ୟାଚ୍ ସମ୍ବନ୍ଧୀୟ ସୂଚନା ଦେବା ଆଧାରରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସାକିବ୍ ୨୦୧୯, ଅକ୍ଟୋବର ୨୯ ତାରିଖରୁ ଅନ୍ତର୍ଜାତୀୟ କ୍ରିକେଟରୁ ବାସନ୍ଦ ଅଛନ୍ତି। ବାଂଲାଦେଶର ଏହି ଶୀର୍ଷ ଖେଳାଳି ୫୬ ଟେଷ୍ଟରେ ୫ ଶତକ ସହ ୩୮୬୨ ରନ୍ ଏବଂ ୨୧୦ ୱିକେଟ୍ ଦେଇଛନ୍ତି। ସେହିପରି ସେ ଅନ୍ତର୍ଜାତୀୟ ଦିନିକିଆରେ ୨୦୬ ମ୍ୟାଚ୍ ଖେଳି ୩୭.୮୬ ହାରରେ ୬୩୨୩ ରନ୍ କରିଛନ୍ତି, ଯେଉଁଥିରେ ୯ ଶଥକ ଓ ୪୭ ଅର୍ଦ୍ଧଶତକ ସାମିଲ୍ ଅଛି। ଟି-୨୦ରେ ୭୬ ମ୍ୟାଚରେ ୧୫୬୭ ରନ୍ କରିଛନ୍ତି। ଦିନିକିଆରେ ତାଙ୍କ ନାଁରେ ୨୬୦ ଏବଂ ଟି-୨୦ରେ ୯୨ ୱିକେଟ୍ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story