ୱାର୍ଣ୍ଣ ଘୋଷଣା କଲେ ସର୍ବକାଳୀନ ଭାରତୀୟ ଟେଷ୍ଟ ଏକାଦଶ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ସ୍ପିନର ଶେନ୍ ୱାର୍ଣ୍ଣ ନିଜର ସର୍ବକାଳୀନ ଭାରତୀୟ ଟେଷ୍ଟ ଏକାଦଶ ଚୟନ କରିଛନ୍ତି। ଏହି ଟିମର କ୍ୟାପଟେନ୍ ଭାବେ ୱାର୍ଣ୍ଣ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ରଖିଛନ୍ତି । କିନ୍ତୁ ୱାର୍ଣ୍ଣଙ୍କ ଏହି ଟିମରେ ଭିଭିଏସ୍ ଲକ୍ଷ୍ମଣଙ୍କୁ ସ୍ଥାନ ମିଳିନାହିଁ। ୱାର୍ଣ୍ଣ ନିଜ ଟିମରେ କ୍ରିକେଟ୍ ଭଗବାନ ସଚିନ ତେନ୍ଦୁଲକର ଓ ନଭଜୋତ୍ ସିଂହ ସିଦ୍ଧୁଙ୍କୁ ରଖିଛନ୍ତି। ତେବେ ୱାର୍ଣ୍ଣ ଭାରତର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଓ ବର୍ତ୍ତମାନ […]

warne

warne

Ranjit Kumar Jena
  • Published: Wednesday, 01 April 2020
  • Updated: 01 April 2020, 06:19 PM IST

Sports

Latest News

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ସ୍ପିନର ଶେନ୍ ୱାର୍ଣ୍ଣ ନିଜର ସର୍ବକାଳୀନ ଭାରତୀୟ ଟେଷ୍ଟ ଏକାଦଶ ଚୟନ କରିଛନ୍ତି। ଏହି ଟିମର କ୍ୟାପଟେନ୍ ଭାବେ ୱାର୍ଣ୍ଣ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ରଖିଛନ୍ତି । କିନ୍ତୁ ୱାର୍ଣ୍ଣଙ୍କ ଏହି ଟିମରେ ଭିଭିଏସ୍ ଲକ୍ଷ୍ମଣଙ୍କୁ ସ୍ଥାନ ମିଳିନାହିଁ। ୱାର୍ଣ୍ଣ ନିଜ ଟିମରେ କ୍ରିକେଟ୍ ଭଗବାନ ସଚିନ ତେନ୍ଦୁଲକର ଓ ନଭଜୋତ୍ ସିଂହ ସିଦ୍ଧୁଙ୍କୁ ରଖିଛନ୍ତି। ତେବେ ୱାର୍ଣ୍ଣ ଭାରତର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଓ ବର୍ତ୍ତମାନ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ଟିମରେ ସ୍ଥାନ ଦେଇ ନାହାନ୍ତି, କାରଣ ସେ ଏହି ଦୁଇ ଭାରତୀୟଙ୍କ ବିରୋଧରେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିନାହାନ୍ତି।

ୱାର୍ଣ୍ଣ କହିଛନ୍ତି, "ମୁଁ କେବଳ ସେହି ଖେଳାଳିମାନଙ୍କୁ ଚୟନ କରିଛି, ଯେଉଁମାନଙ୍କ ବିରୋଧରେ ମୁଁ ଖେଳିଛି। ଏହି କାରଣରୁ ମୁଁ ଧୋନି ଓ କୋହଲିଙ୍କୁ ଚୟନ କରିନାହିଁ। ଧୋନି ଏହି ଫର୍ମାଟରେ ସର୍ବଶ୍ରେଷ୍ଠ ୱିକେଟକିପର ଥିବା ବେଳେ କୋହଲି ସବୁ ଫର୍ମାଟରେ ସର୍ବକାଳୀନ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସାମିଲ୍।" ୱାର୍ଣ୍ଣ ନିଜ ଟିମରେ ଲକ୍ଷ୍ମଣଙ୍କୁ ଅଣଦେଖା କରିଛନ୍ତି, ଯାହାଙ୍କୁ ସେ ଏକ ସମୟରେ ନିଜର କଠିନ ପ୍ରତିଦ୍ୱନ୍ଦ୍ୱୀ ବୋଲି କହିଥିଲେ। ୱାର୍ଣ୍ଣ କହିଛନ୍ତି, ମୁଁ ଗାଙ୍ଗୁଲିଙ୍କୁ ଟିମର କ୍ୟାପଟେନ୍ କରିବାକୁ ଚାହୁଁଥିଲି ଏବଂ ଏହି କାରଣରୁ ଲକ୍ଷ୍ମଣ ବାଦ୍ ପଡ଼ିଲେ।

ଟିମର ୱିକେଟକିପର ଭାବେ ନୟମ ମୋଙ୍ଗିଆଙ୍କୁ ସାମିଲ୍ କରାଯାଇଛି। ଏହି ଟିମରେ ୧୯୮୩ ବିଶ୍ୱକପ୍ ବିଜେତା ଟିମର କ୍ୟାପଟେନ୍ କପିଲ୍ ଦେବ, ସ୍ପିନର୍ ଅନୀଲ କୁମ୍ବଲେ ଓ ହରଭଜନ ସିଂହ ତଥା ପେସ୍ ବୋଲର ଜଭାଗଲ ଶ୍ରୀନାଥ ମଧ୍ୟ ସାମିଲ୍ ଅଛନ୍ତି। ଏହି ଅଷ୍ଟ୍ରେଲୀୟ ଲେଗ୍ ସ୍ପିନର ବୀରେନ୍ଦ୍ର ସେହ୍ୱାଗ ଓ ସିଦ୍ଧୁଙ୍କୁ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ବାଛିଛନ୍ତି। ବ୍ୟାଟିଂକ୍ରମରେ ରାହୁଲ୍ ଡ୍ରାଭିଡ୍‌, ସଚିନ ତେନ୍ଦୁଲକର ଓ ମହମ୍ମଦ ଆଝାରୁଦ୍ଦିନ ସାମିଲ୍ ଅଛନ୍ତି। ସିଦ୍ଧୁଙ୍କ ସମ୍ବନ୍ଧରେ ୱାର୍ଣ୍ଣ କହିଛନ୍ତି, ପଞ୍ଜାବର ଏହି ବ୍ୟାଟ୍ସମ୍ୟାନ୍ ମୋ ସମୟରେ ସ୍ପିନରଙ୍କ ବିରୋଧରେ ସର୍ବଶ୍ରେଷ୍ଠ ଖେଳାଳି ଥିଲେ। ମୁଁ ଅନ୍ୟ ଯେଉଁ ସ୍ପିନରଙ୍କ ସହ ଖେଳିଛି, ସମସ୍ତେ ମୋତେ ସିଦ୍ଧୁଙ୍କୁ ଶ୍ରେଷ୍ଠ ବୋଲି କହିଥିଲେ।

ୱାର୍ଣ୍ଣଙ୍କ ଭାରତୀୟ ଟେଷ୍ଟ ଏକାଦଶ: ସୌରଭ ଗାଙ୍ଗୁଲି (କ୍ୟାପଟେନ୍‌), ବୀରେନ୍ଦ୍ର ସେହ୍ୱାଗ, ନଭଜୋତ୍ ସିଂହ ସିଦ୍ଧୁ, ରାହୁଲ୍ ଡ୍ରାଭିଡ୍‌, ସଚିନ ତେନ୍ଦୁଲକର, ମହମ୍ମଦ ଆଝାରୁଦ୍ଦିନ, କପିଲ୍ ଦେବ, ନୟନ ମୋଙ୍ଗିଆ (ୱିକେଟକିପର), ହରଭଜନ ସିଂହ, ଜଭାଗଲ ଶ୍ରୀନାଥ, ଅନୀଲ କୁମ୍ବଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story