ୱାର୍ଣ୍ଣଙ୍କ ଟିମରୁ ସଚିନ ଆଉଟ୍‌, ୟୁସୁଫ୍ ପଠାନ୍ ଇନ୍‌

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର ଶେନ୍ ୱାର୍ଣ୍ଣ ଆଇପିଏଲର ଶ୍ରେଷ୍ଠ ଏକାଦଶ ଚୟନ କରିଛନ୍ତି। ତେବେ ଏହି ଟିମରେ ୱାର୍ଣ୍ଣ ନିଜର ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କୁ ସ୍ଥାନ ଦେଇନାହାନ୍ତି। ଏହା ବଦଳରେ ୱାର୍ଣ୍ଣର ୟୁସୁଫ୍ ପଠାନଙ୍କୁ ସାମିଲ୍ କରିଛନ୍ତି। ଇନଷ୍ଟାଗ୍ରାମରେ ଲାଇଭ୍ ସେସନରେ ୱାର୍ଣ୍ଣର ଏହି ଟିମ୍ ଚୟନ କରିଛନ୍ତି। ୱାର୍ଣ୍ଣ ନିଜ ଟିମରେ ସେହି ଖେଳାଳିମାନଙ୍କୁ ସ୍ଥାନ ଦେଇଛନ୍ତି, ଯେଉଁମାନଙ୍କ ସହ ସେ ଆଇପିଏଲରେ ଖେଳିଛନ୍ତି। ୱାର୍ଣ୍ଣ ୨୦୦୮ରୁ ୨୦୧୧ ପର୍ଯ୍ୟନ୍ତ ଆଇପିଏଲରେ […]

sachin

sachin

Ranjit Kumar Jena
  • Published: Tuesday, 07 April 2020
  • Updated: 07 April 2020, 09:12 PM IST

Sports

Latest News

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର ଶେନ୍ ୱାର୍ଣ୍ଣ ଆଇପିଏଲର ଶ୍ରେଷ୍ଠ ଏକାଦଶ ଚୟନ କରିଛନ୍ତି। ତେବେ ଏହି ଟିମରେ ୱାର୍ଣ୍ଣ ନିଜର ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କୁ ସ୍ଥାନ ଦେଇନାହାନ୍ତି। ଏହା ବଦଳରେ ୱାର୍ଣ୍ଣର ୟୁସୁଫ୍ ପଠାନଙ୍କୁ ସାମିଲ୍ କରିଛନ୍ତି। ଇନଷ୍ଟାଗ୍ରାମରେ ଲାଇଭ୍ ସେସନରେ ୱାର୍ଣ୍ଣର ଏହି ଟିମ୍ ଚୟନ କରିଛନ୍ତି। ୱାର୍ଣ୍ଣ ନିଜ ଟିମରେ ସେହି ଖେଳାଳିମାନଙ୍କୁ ସ୍ଥାନ ଦେଇଛନ୍ତି, ଯେଉଁମାନଙ୍କ ସହ ସେ ଆଇପିଏଲରେ ଖେଳିଛନ୍ତି। ୱାର୍ଣ୍ଣ ୨୦୦୮ରୁ ୨୦୧୧ ପର୍ଯ୍ୟନ୍ତ ଆଇପିଏଲରେ ଖେଳିଛନ୍ତି।

ୱାର୍ଣ୍ଣ କହିଛନ୍ତି, "୨୦୦୮ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିବା ଏବଂ ଏହା ପରେ ଟିମର କୋଚ୍ ହେବା ମୋ ପାଇଁ ଗୌରବର କଥା। ମୁଁ ଟୁର୍ଣ୍ଣାମେଣ୍ଟରେ ଖେଳିଥିବା ସମୟରେ ଯେଉଁମାନେ ଅଧିକ ପ୍ରଭାବ ପକାଇଥିଲେ, ସେହିମାନଙ୍କୁ ଟିମରେ ସାମିଲ୍ କରିଛି। ଦଳରେ ମୁଁ ପଠାନଙ୍କୁ ସୁଯୋଗ ଦେଇଛି। ୱାଙ୍ଖଡେରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ପଠାନ୍ ଯେଉଁ ବିସ୍ଫୋରକ ଶତକ ମାରିଥିଲେ, ତାହା ଆଜି ବି ସ୍ମରଣୀୟ ହୋଇ ରହିଛି।" ୱାର୍ଣ୍ଣଙ୍କ ଏହି ଟିମର ଓପ୍ନର ଭାବେ ରୋହିତ୍ ଶର୍ମା ଓ ବୀରେନ୍ଦ୍ର ସେହ୍ୱାଗ ରହିଛନ୍ତି।

ସେହିପରି ଟିମର ୱିକେଟକିପର ଭାବେ ସେ ମହେନ୍ଦ୍ର ସିଂହ ଧୋନିଙ୍କୁ ସାମିଲ୍ କରିଛନ୍ତି। ସେ ତୃତୀୟ ସ୍ଥାନରେ ବିରାଟ୍ କୋହଲିଙ୍କୁ ଚୟନ କରିଥିବା ବେଳେ ଏହା ପରେ ଯୁବରାଜ ସିଂହଙ୍କୁ ପଞ୍ଚମରେ ରଖିଛନ୍ତି। ପେସ୍ ବୋଲରଙ୍କ ମଧ୍ୟରେ ସେ ଜାହିର୍ ଖାନ୍‌, ସିଦ୍ଧାର୍ଥ ତ୍ରିବେଦୀ ଏବଂ ମୁନାଫ୍ ପଟେଲଙ୍କୁ ସୁଯୋଗ ଦେଇଥିବା ବେଳେ ରବୀନ୍ଦ୍ର ଜାଡେଜା ଓ ହରଭଜନ ସିଂହଙ୍କୁ ସ୍ପିନର୍ ଭାବେ ରଖିଛନ୍ତି।

ୱାର୍ଣ୍ଣଙ୍କ ଆଇପିଏଲ୍ ଏକାଦଶ: ରୋହିତ୍ ଶର୍ମା, ବୀରେନ୍ଦ୍ର ସେହ୍ୱାଗ, ବିରାଟ୍ କୋହଲି, ଯୁବରାଜ ସିଂହ, ୟୁସୁଫ୍ ପଠାନ୍‌, ମହେନ୍ଦ୍ର ସିଂ ଧୋନି (ୱିକେଟକିପର), ରବୀନ୍ଦ୍ର ଜାଡେଜା, ହରଭଜନ ସିଂହ, ଜାହିର୍ ଖାନ୍‌, ସିଦ୍ଧାର୍ଥ ତ୍ରିବେଦୀ, ମୁନାଫ ପଟେଲ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story