ପ୍ରଥମ ଟି-୨୦: ପାକିସ୍ତାନକୁ ଜିତାଇଲେ ଶୋଏବ ମଲିକ୍‌

ଲାହୋର: ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ଶୋଏବ ମଲିକଙ୍କ ଲଢ଼ୁଆ ଇନିଂସ୍ ବଳରେ ପାକିସ୍ତାନ ଏଠାରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚରେ ବାଂଲାଦେଶକୁ ୫ ୱିକେଟରେ ପରାସ୍ତ କରିଛି। ପାକିସ୍ତାନରେ ଗସ୍ତରେ ଥିବା ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭଲ ଆରମ୍ଭ ସତ୍ତ୍ୱେ ଭ୍ରମଣକାରୀ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୪୧ ରନ୍ କରିବାକୁ ସକ୍ଷମ ହୋଇଥିଲା। ଜବାବରେ ପାକିସ୍ତାନ ୧୯.୩ ଓଭରରେ ୫ ୱିକେଟ୍ ହରାଇ ୧୪୨ ରନ୍ […]

malik

malik

Ranjit Kumar Jena
  • Published: Friday, 24 January 2020
  • Updated: 24 January 2020, 07:05 PM IST

Sports

Latest News

ଲାହୋର: ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ଶୋଏବ ମଲିକଙ୍କ ଲଢ଼ୁଆ ଇନିଂସ୍ ବଳରେ ପାକିସ୍ତାନ ଏଠାରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚରେ ବାଂଲାଦେଶକୁ ୫ ୱିକେଟରେ ପରାସ୍ତ କରିଛି। ପାକିସ୍ତାନରେ ଗସ୍ତରେ ଥିବା ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭଲ ଆରମ୍ଭ ସତ୍ତ୍ୱେ ଭ୍ରମଣକାରୀ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୪୧ ରନ୍ କରିବାକୁ ସକ୍ଷମ ହୋଇଥିଲା। ଜବାବରେ ପାକିସ୍ତାନ ୧୯.୩ ଓଭରରେ ୫ ୱିକେଟ୍ ହରାଇ ୧୪୨ ରନ୍ କରି ବିଜୟୀ ହୋଇଛି। ପାକିସ୍ତାନ ପକ୍ଷରୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ମଲିକ୍ ସର୍ବାଧିକ ଅପରାଜିତ ୫୮ (୪୫ ବଲ୍‌, ୫ ଚୌକା) ରନ୍ କରିଛନ୍ତି।

୧୪୨ ରନର ଲକ୍ଷ୍ୟର ପିଛା କରୁଥିବା ପାକିସ୍ତାନ ପ୍ରଥମ ଓଭରରେ କ୍ୟାପଟେନ୍ ବାବର ଆଜମ (୦)ଙ୍କ ୱିକେଟ୍ ହରାଇଥିଲା। ଅନ୍ୟତମ ଓପ୍ନର ଏହସାନ୍ ଅଲୀ ୩୬ (୩୨ ବଲ୍‌, ୪ ଚୌକା) ରନର ଇନିଂସ୍ ଖେଳିଥିବା ବେଳେ ଅଭିଜ୍ଞ ମହମ୍ମଦ ହଫିଜ୍ ୧୭ ରନ୍ କରି ଆଉଟ୍ ହୋଇଥିଲେ। ମଧ୍ୟକ୍ରମରେ ମଲିକ୍ ଏକାକୀ ଲଢ଼ିଥିଲେ ଏବଂ ୩ ବଲ୍ ବାକି ଥାଇ ନିଜ ଟିମକୁ ବିଜୟୀ କରାଇଥିଲେ।

ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଇଫତିକାର ଅହମ୍ମଦ ୧୬ ଓ ଇମାଦ ୱାସିମ୍ ୬ ଏବଂ ମହମ୍ମଦ ରିଜୱାନ୍ ଅପରାଜିତ ୫ ରନ୍ କରିଥିଲେ। ୨୦୧୯ ବିଶ୍ୱକପ୍ ପରେ ମଲିକଙ୍କର ଏହା ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଥିଲା। ମଲିକ୍ ଦିନିକିଆରୁ ଅବସର ନେଇସାରିଥିବା ବେଳେ ଏବେ କେବଳ ଟି-୨୦ କ୍ରିକେଟ୍ ଖେଳିବା ଜାରି ରଖିଛନ୍ତି। ବାଂଲାଦେଶ ପକ୍ଷରୁ ସାଫିଉଲ୍ ଇସଲାମ୍ ୨ଟି, ମୁସ୍ତାଫିଜୁର୍ ରେହମାନ୍‌, ଅଲ୍‌-ଆମିନ୍ ହୁସେନ୍ ଓ ଆମିନୁଲ୍ ଇସଲାମ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶର ଦୁଇ ଓପ୍ନର ତମିମ୍ ଇକବାଲ୍ ଓ ମହମ୍ମଦ ନଇମ ପ୍ରଥମ ୱିକେଟ୍ ପାଇଁ ୭୧ ରନର ଭାଗୀଦାରୀ କରିଥିଲେ। କିନ୍ତୁ ଦୁହିଁଙ୍କ ଆଉଟ୍ ପରେ ଦଳର ରନ୍ ଗତି ହ୍ରାସ ପାଇଥିଲା। ନଇମ ସର୍ବାଧିକ ୪୩ ଏବଂ ତମିମ୍ ୩୯ ରନ୍ କରିଥିଲେ। ମଧ୍ୟକ୍ରମରେ ଲିଟନ୍ ଦାସ (୧୨), ଆଫିଫ୍ ହୁସେନ୍ (୯), ସୌମ୍ୟ ସରକାର (୭) ନିରାଶ କରିଥିଲେ। କ୍ୟାପଟେନ୍ ମହମଦୁଲ୍ଲା ୧୯ ଓ ମହମ୍ମଦ ମିଥୁନ୍ ୫ ରନ୍ କରି ଅପରାଜିତ ଥିଲେ। ପାକିସ୍ତାନ ପକ୍ଷରୁ ଶାହୀନ୍ ଆଫ୍ରିଦି, ହାରିସ୍ ରୌଫ୍ ଓ ଶଦାବ ଖାନ୍ ଗୋଟିଏ ଲେଖାଏ ୱିକେଟ୍ ଅକ୍ତିଆର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story