ଚତୁର୍ଥ ସ୍ଥାନ ପାଇଁ ଏହି ଦୁଇ ଯୁବ କ୍ରିକେଟର୍ ଦୃଢ଼ ଦାବିଦାର!

ନୂଆଦିଲ୍ଲୀ: ବିଶ୍ୱକପରେ ଭାରତୀୟ କ୍ରିକେଟ୍ ଟିମକୁ ଚତୁର୍ଥ ସ୍ଥାନରେ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନଙ୍କ ଅଭାବ ଅନୁଭୂତ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟ ପରେ ଭାରତ ପାଇଁ ୱେଷ୍ଟଇଣ୍ଡିଜ୍ ଗସ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ମଧ୍ୟରେ ଚୟନକର୍ତ୍ତା ଚତୁର୍ଥ ସ୍ଥାନ ପାଇଁ ଉପଯୁକ୍ତ ଖେଳାଳି ଖୋଜରେ ଅଛି। ତେବେ ଏହି ସ୍ଥାନ ଦୁଇ ଯୁବ ଖେଳାଳି ଶୁବମାନ୍ ଗିଲ୍ ଓ ଶ୍ରେୟସ ଆୟର ଫିଟ୍ ହୋଇପାରନ୍ତି। ଦୁଇ ବ୍ୟାଟ୍ସମ୍ୟାନ୍ ବର୍ତ୍ତମାନ ଇଣ୍ଡିଆ-ଏ ଟିମ୍ ସହ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଅଛନ୍ତି। ଗିଲ୍ ନିଜର […]

iyer-and-gill

iyer-and-gill

Ranjit Kumar Jena
  • Published: Friday, 19 July 2019
  • Updated: 19 July 2019, 05:56 PM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱକପରେ ଭାରତୀୟ କ୍ରିକେଟ୍ ଟିମକୁ ଚତୁର୍ଥ ସ୍ଥାନରେ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନଙ୍କ ଅଭାବ ଅନୁଭୂତ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟ ପରେ ଭାରତ ପାଇଁ ୱେଷ୍ଟଇଣ୍ଡିଜ୍ ଗସ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ମଧ୍ୟରେ ଚୟନକର୍ତ୍ତା ଚତୁର୍ଥ ସ୍ଥାନ ପାଇଁ ଉପଯୁକ୍ତ ଖେଳାଳି ଖୋଜରେ ଅଛି। ତେବେ ଏହି ସ୍ଥାନ ଦୁଇ ଯୁବ ଖେଳାଳି ଶୁବମାନ୍ ଗିଲ୍ ଓ ଶ୍ରେୟସ ଆୟର ଫିଟ୍ ହୋଇପାରନ୍ତି। ଦୁଇ ବ୍ୟାଟ୍ସମ୍ୟାନ୍ ବର୍ତ୍ତମାନ ଇଣ୍ଡିଆ-ଏ ଟିମ୍ ସହ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଅଛନ୍ତି।

ଗିଲ୍ ନିଜର ଶେଷ ଦୁଇଟି ମ୍ୟାଚରେ ଯଥାକ୍ରମେ ୬୨ ଓ ୭୭ ରନର ଇନିଂସ୍ ଖେଳିଛନ୍ତି। ସେହିପରି ଆୟର୍ ମଧ୍ୟ ପ୍ରଥମ ମ୍ୟାଚରେ ୭୭ ଏବଂ ଦ୍ୱିତୀୟ ମ୍ୟାଚରେ ୪୭ ରନ୍ କରିଥିଲେ। ଅଧିନାୟକ ମନୀଷ ପାଣ୍ଡେ ତୃତୀୟ ମ୍ୟାଚରେ ଶତକ ମାରିଥିଲେ, କିନ୍ତୁ ତାଙ୍କୁ ପଞ୍ଚମ କିମ୍ବା ଷଷ୍ଠ ସ୍ଥାନ ପାଇଁ ଦେଖାଯାଇ ପାରେ। ନମ୍ବର-୪ରେ ଜଣେ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନଙ୍କୁ ନ ଖୋଜି ପାରିବା କାରଣରୁ ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗରଙ୍କୁ କଡ଼ା ସମାଲୋଚନାର ସାମ୍ନା କରିବାକୁ ପଡ଼ୁଛି। ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତୀୟ ଟିମ୍ ଘୋଷଣା ରବିବାର ଅର୍ଥାତ୍ ୨୧ ତାରିଖରେ ହେବ।

ଏହି ମାମଲାରେ ବିସିସିଆଇର ଜଣେ ସିନିୟର ଅଧିକାରୀ କହିଛନ୍ତି, ମଧ୍ୟକ୍ରମରେ ଲଗାତାର ପରିବର୍ତ୍ତନ କେବଳ ବିଶ୍ୱକପ୍ ନୁହେଁ ବରଂ ଗତ କିଛି ସିନଜରେ ଭାରତୀୟ ଟିମକୁ ସମସ୍ୟାରେ ପକାଇଛି। ଆମକୁ ଲଗାତାର ଏହି ସମସ୍ୟା ଦେଇ ଗତି କରିବାକୁ ପଡ଼ୁଛି। ଆମେ ଖେଳାଳିଙ୍କୁ ପୂରା ସମର୍ଥନ କରୁ, କାରଣ ଗୋଟିଏ ଖରାପ ଦିନ ଛଡ଼ା ଟୁର୍ଣ୍ଣାମେଣ୍ଟରେ ସେମାନଙ୍କ ପ୍ରଦର୍ଶନ ଭଲ ରହିଥିଲା। କିନ୍ତୁ ଭବିଷ୍ୟତ ପାଇଁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସର୍ପୋଟ୍ ଷ୍ଟାଫଙ୍କ ସମୀକ୍ଷା କରାଯିବ।

ସର୍ପୋଟ୍ ଷ୍ଟାଫଙ୍କ ପ୍ରଦର୍ଶନର ସମୀକ୍ଷାରେ ବେଶ୍ ଅନିୟମିତତା ଦେଖିବାକୁ ମିଳିଛି, କାରଣ ଯେଉଁ ଲୋକଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା, ସେମାନେ ସ୍ଥିତି ସୁଧାରିବା ବଦଳରେ ନିଜ ନିଜ ପୋଜିସନକୁ ସୁରକ୍ଷିତ ରଖିବା ପ୍ରୟାସ କରିବାରେ ଲାଗିଥିଲେ। ଏହି କାରଣରୁ କୌଣସି ସମସ୍ୟାର ସମାଧାନ ଏପର୍ଯ୍ୟନ୍ତ ହୋଇପାରିନାହିଁ ବୋଲି ବିସିସିଆଇର ଅଧିକାରୀ ଜଣକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story