ପୋଲାଣ୍ଡରେ ସୋଲାଙ୍କି ଓ କୌଶିକ୍ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ପୋଲାଣ୍ଡରେ ଚାଲିଥିବା ୩୬ତମ ଫେଲିକ୍ସ ଷ୍ଟାମ୍ ଇଣ୍ଟରନ୍ୟାଶନାଲ୍ ବକ୍ସିଂ ଟୁର୍ଣ୍ଣାମେଣ୍ଟର ଅନ୍ତିମ ଦିବସରେ ଗୌରବ ସୋଲାଙ୍କି ଓ ମନିଷ କୌଶିକ୍ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏଥିସହ ଭାରତ ମୋଟ ୬ ପଦକ ଜିତି ଅଭିଯାନ ଶେଷ କରିଛି। ଭାରତ ଦୁଇ ସ୍ୱର୍ଣ୍ଣ ପଦକ ବ୍ୟତୀତ ଗୋଟିଏ ରୌପ୍ୟ ଓ ତିନୋଟି ବ୍ରୋଞ୍ଜ ପଦକ ସହ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଥିଲା। ୨୨ ବର୍ଷୀୟ ସୋଲାଙ୍କି (୫୨ କେଜି) ଇଂଲଣ୍ଡର ୱିଲିୟମ୍ କାଉଲେଙ୍କୁ ୫-୦ରେ ହରାଇ […]

boxing

boxing

Hemant Lenka
  • Published: Sunday, 05 May 2019
  • Updated: 05 May 2019, 05:43 PM IST

Sports

Latest News

ନୂଆଦିଲ୍ଲୀ: ପୋଲାଣ୍ଡରେ ଚାଲିଥିବା ୩୬ତମ ଫେଲିକ୍ସ ଷ୍ଟାମ୍ ଇଣ୍ଟରନ୍ୟାଶନାଲ୍ ବକ୍ସିଂ ଟୁର୍ଣ୍ଣାମେଣ୍ଟର ଅନ୍ତିମ ଦିବସରେ ଗୌରବ ସୋଲାଙ୍କି ଓ ମନିଷ କୌଶିକ୍ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏଥିସହ ଭାରତ ମୋଟ ୬ ପଦକ ଜିତି ଅଭିଯାନ ଶେଷ କରିଛି। ଭାରତ ଦୁଇ ସ୍ୱର୍ଣ୍ଣ ପଦକ ବ୍ୟତୀତ ଗୋଟିଏ ରୌପ୍ୟ ଓ ତିନୋଟି ବ୍ରୋଞ୍ଜ ପଦକ ସହ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଥିଲା।

୨୨ ବର୍ଷୀୟ ସୋଲାଙ୍କି (୫୨ କେଜି) ଇଂଲଣ୍ଡର ୱିଲିୟମ୍ କାଉଲେଙ୍କୁ ୫-୦ରେ ହରାଇ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଛନ୍ତି। ସୋଲାଙ୍କି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କରିଥିବା ପ୍ରଦର୍ଶନ ଏହି ଟୁର୍ଣ୍ଣାମେଣ୍ଟରେ ଦୋହରାଇଥିଲେ। ଗତବର୍ଷ ଇଣ୍ଡିଆ ଓପନରେ ସ୍ୱର୍ଣ୍ଣ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିବା ୨୩ ବର୍ଷୀୟ କୌଶିକ୍ (୬୦ କେଜି)ଙ୍କୁ ମଧ୍ୟ ଅଧିକ କଷ୍ଟ କରିବାକୁ ପଡ଼ିନଥିଲା। ସେ ଫାଇନାଲରେ ମରକ୍କୋର ମହମ୍ମଦ ହମୌତଙ୍କୁ ୪-୧ରେ ହରାଇ ସ୍ୱର୍ଣ୍ଣ ପଦକ କବଜା କରିଥିଲେ।

ତେବେ ବାଣ୍ଟାମୱେଟ୍ ବିଶେଷଜ୍ଞ ମହମ୍ମଦ ହୁସାମୁଦ୍ଦିନ (୫୬ କେଜି) ପୁଣିଥରେ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ସେ ଫାଇନାଲରେ ରୁଷର ମୁଖାମ୍ମଦ ଶେଖୋଭଙ୍କ ନିକଟରୁ ୧-୪ରେ ହାରିଯାଇଥିଲେ। ଭାରତର ଅନ୍ୟ ତିନିଜଣ ବକ୍ସର ସେମିଫାଇନାଲରେ ହାରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ତଥା ଅର୍ଜୁନ ପୁରସ୍କାର ବିଜେତା ମନଦୀପ ଜାଙ୍ଗରା (୬୯ କେଜି) ରୁଷର ଭାଦିମ୍ ମୁସାଇଭଙ୍କଠାରୁ ୦-୫, ସଞ୍ଜୀତ୍ ନ୍ୟୁଜିଲ୍ୟାଣ୍ଡର ଡେଭିଡ୍ ୟିକାଙ୍କଠାରୁ, ଅଙ୍କିତ୍ ଖାତାନା (୬୪ କେଜି) ୨-୩ରେ ପୋଲାଣ୍ଡର ଡେମିଏନ୍ ଡୁର୍କାଜଙ୍କଠାରୁ ପରାସ୍ତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story