ଡି'କକ୍ ଦକ୍ଷିଣ ଆଫ୍ରିକା ଦିନିକିଆ ଟିମର ନୂଆ କ୍ୟାପଟେନ୍‌

କେପ୍ ଟାଉନ୍‌: ୱିକେଟକିପର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’କକ୍ ଦକ୍ଷିଣ ଆଫ୍ରିକା ଦିନିକିଆ ଦଳର ନୂଆ କ୍ୟାପଟେନ୍ ଭାବେ ନିଯୁକ୍ତ ହୋଇଛନ୍ତି। କ୍ୟାପଟେନ୍ ତାଙ୍କର ପ୍ରଥମ ପରୀକ୍ଷା ଇଂଲଣ୍ଡ ବିପକ୍ଷରେ ହେବ। ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ଫେବୃଆରୀ ୪ ତାରିଖରୁ କେପଟାଉନରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବ। ଟେଷ୍ଟ କ୍ୟାପଟେନ୍ ଫାଫ୍ ଡୁପ୍ଲେସିସଙ୍କୁ ଇଂଲଣ୍ଡ ବିପକ୍ଷ ୧୫ଜଣିଆ ସ୍କ୍ୱାଡରେ ସାମିଲ୍ କରାଯାଇନାହିଁ। ଏ ନେଇ ଚୟନକର୍ତ୍ତା ଜୋଣ୍ଡୋ ଲିଣ୍ଡୋ କହିଛନ୍ତି, ଡୁପ୍ଲେସିସଙ୍କୁ ବାହାର […]

d-coc

d-coc

Ranjit Kumar Jena
  • Published: Tuesday, 21 January 2020
  • Updated: 21 January 2020, 09:10 PM IST

Sports

Latest News

କେପ୍ ଟାଉନ୍‌: ୱିକେଟକିପର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି'କକ୍ ଦକ୍ଷିଣ ଆଫ୍ରିକା ଦିନିକିଆ ଦଳର ନୂଆ କ୍ୟାପଟେନ୍ ଭାବେ ନିଯୁକ୍ତ ହୋଇଛନ୍ତି। କ୍ୟାପଟେନ୍ ତାଙ୍କର ପ୍ରଥମ ପରୀକ୍ଷା ଇଂଲଣ୍ଡ ବିପକ୍ଷରେ ହେବ। ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ଫେବୃଆରୀ ୪ ତାରିଖରୁ କେପଟାଉନରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବ।

ଟେଷ୍ଟ କ୍ୟାପଟେନ୍ ଫାଫ୍ ଡୁପ୍ଲେସିସଙ୍କୁ ଇଂଲଣ୍ଡ ବିପକ୍ଷ ୧୫ଜଣିଆ ସ୍କ୍ୱାଡରେ ସାମିଲ୍ କରାଯାଇନାହିଁ। ଏ ନେଇ ଚୟନକର୍ତ୍ତା ଜୋଣ୍ଡୋ ଲିଣ୍ଡୋ କହିଛନ୍ତି, ଡୁପ୍ଲେସିସଙ୍କୁ ବାହାର କରିବାର ମାନେ ନୁହେଁ ଯେ ତାଙ୍କର ଦିନିକିଆ କ୍ୟାରିୟର ଶେଷ ହୋଇଯାଇଛି। ଆମେ ଡୁପ୍ଲେସିସ୍ ଓ କାଗିସୋ ରବାଡାଙ୍କୁ ଏହି ସିରିଜ୍ ପାଇଁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛୁ, କାରଣ ଦୁହେଁ ମାତ୍ରାଧିକ କ୍ରିକେଟ୍ ଖେଳିଛନ୍ତି। ଦିନିକିଆ ମ୍ୟାଚ୍ ପରେ ଟି-୨୦ ସିରିଜ୍ ପାଇଁ ଚୟନ କରାଯିବ। ଏହା ପରେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ଏବଂ ଦିନିକିଆ ମ୍ୟାଚ୍ ମଧ୍ୟ ଖେଳାଯିବ।

ଦକ୍ଷିଣ ଆଫ୍ରିକା ଦିନିକିଆ ସ୍କ୍ୱାଡ୍‌: କ୍ୱିଣ୍ଟନ୍ ଡି'କକ୍ (କ୍ୟାପଟେନ୍‌), ରୀଜା ହେଣ୍ଡ୍ରିକ୍ସ, ତେମ୍ବା ବାଭୁମା, ରାସି ଭାନ୍ ଡର୍ ଡୁସେନ୍‌, ଡେଭିଡ୍ ମିଲର୍‌, ଜନ୍ ଜନ୍ ସ୍ମଟ୍ସ, ଆଣ୍ଡିଲେ ଫେଲୁକୱାୟୋ, ଲୁଥୋ ସିପାମ୍ଲା, ଲୁଙ୍ଗି ଏନଗିଡି, ତାବରେଜ୍ ଶାମସୀ, ସିସାନ୍ଦା ମାଗାଲା, ଜର୍ନ ଫର୍ଚୁନ୍‌, ବ୍ୟୁରାନ୍ ହେଣ୍ଡ୍ରିକ୍ସ, ଜାନେମନ୍ ମଲାନ୍‌, କାଇଲ୍ ଭେରୀନ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story