କେରଳ ସମ୍ଭାବ୍ୟ ଟି-୨୦ ସ୍କ୍ୱାଡରେ ଶ୍ରୀସନ୍ଥ

ଥିରୁବନନ୍ତପୁରମ୍: ଦୀର୍ଘ ୭ବର୍ଷ ଧରି ବାସନ୍ଦାଦେଶ କାଟିଥିବା ଷ୍ଟାର୍ ପେସ୍ ବୋଲର ଏସ୍ ଶ୍ରୀସନ୍ଥଙ୍କ ପାଇଁ କ୍ରିକେଟକୁ ଫେରିବା ବାଟ ଫିଟିଛି। ଆସନ୍ତାମାସରେ ଖେଳାଯିବାକୁଥିବା ସୟଦ ମୁସ୍ତାକ ଅଲ୍ଲି ଟ୍ରଫି ପାଇଁ ଶ୍ରୀସନ୍ଥଙ୍କୁ କେରଳର ୨୬ ଜଣିଆ ସମ୍ଭାବ୍ୟ ଟି-୨୦ ସ୍କ୍ୱାଡରେ ସାମିଲ୍‌ କରାଯାଇଛି। ୩୭ ବର୍ଷୀୟ ଶ୍ରୀସନ୍ଥଙ୍କ ବ୍ୟତୀତ ସଞ୍ଜୁ ସାମସନ୍, ରବିନ୍ ଉଥାପ୍ପା, ସଚିନ୍ ବେବି ଓ ଜଲଜ ସାକ୍ସେନା ଚଳିତ ମାସ ୨୦ରୁ ୩୦ ତାରିଖ ପର୍ଯ୍ୟନ୍ତ ଆଲାପୁଝାର ଏସଡି କଲେଜ ଗ୍ରାଉଣ୍ଡରେ […]

sreesanth

sreesanth

Ranjit Kumar Jena
  • Published: Tuesday, 15 December 2020
  • Updated: 15 December 2020, 03:29 PM IST

ଥିରୁବନନ୍ତପୁରମ୍: ଦୀର୍ଘ ୭ବର୍ଷ ଧରି ବାସନ୍ଦାଦେଶ କାଟିଥିବା ଷ୍ଟାର୍ ପେସ୍ ବୋଲର ଏସ୍ ଶ୍ରୀସନ୍ଥଙ୍କ ପାଇଁ କ୍ରିକେଟକୁ ଫେରିବା ବାଟ ଫିଟିଛି। ଆସନ୍ତାମାସରେ ଖେଳାଯିବାକୁଥିବା ସୟଦ ମୁସ୍ତାକ ଅଲ୍ଲି ଟ୍ରଫି ପାଇଁ ଶ୍ରୀସନ୍ଥଙ୍କୁ କେରଳର ୨୬ ଜଣିଆ ସମ୍ଭାବ୍ୟ ଟି-୨୦ ସ୍କ୍ୱାଡରେ ସାମିଲ୍‌ କରାଯାଇଛି।

୩୭ ବର୍ଷୀୟ ଶ୍ରୀସନ୍ଥଙ୍କ ବ୍ୟତୀତ ସଞ୍ଜୁ ସାମସନ୍, ରବିନ୍ ଉଥାପ୍ପା, ସଚିନ୍ ବେବି ଓ ଜଲଜ ସାକ୍ସେନା ଚଳିତ ମାସ ୨୦ରୁ ୩୦ ତାରିଖ ପର୍ଯ୍ୟନ୍ତ ଆଲାପୁଝାର ଏସଡି କଲେଜ ଗ୍ରାଉଣ୍ଡରେ ପ୍ରସ୍ତୁତି ଶିବିରରେ ଭାଗ ନେବେ। ଆସନ୍ତା ଜାନୁଆରୀ ୧୦ ତାରିଖରେ ସୟଦ ମୁସ୍ତାକ ଅଲୀ ଟ୍ରଫି ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ସହ ବିସିସିଆଇ ଘରୋଇ କ୍ରିକେଟ୍‌ ସିଜନ୍ ଆରମ୍ଭ ହେବ।

ସୂଚନାଯୋଗ୍ୟ, ୨୦୧୩ରେ ମ୍ୟାଚ୍ ଫିକ୍ସିଂ ଅଭିଯୋଗରେ ଶ୍ରୀସନ୍ଥଙ୍କୁ ଆଜୀବନ ବାସନ୍ଦ କରାଯାଇଥିଲା। ତେବେ ଏହା ବିରୋଧରେ ଶ୍ରୀସନ୍ଥ ଅପିଲ୍‌ କରିଥିଲେ, ଯାହା ପରେ ତାଙ୍କ ଆଜୀବନ ଦଣ୍ଡାଦେଶକୁ କୋହଳ କରାଯାଇଥିଲା। ଚଳିତ ବର୍ଷ ସେପ୍ଟେମ୍ବର ୧୩ ତାରିଖରେ ଶ୍ରୀସନ୍ଥ କ୍ରିକେଟ୍ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ।

କେରଳ ସମ୍ଭାବ୍ୟ ସ୍କ୍ୱାଡ୍: ରବିନ୍ ଉଥାପ୍ପା, ଜଲଜ ସାକ୍ସେନା, ସଞ୍ଜୁ ସାମସନ୍, ସଚିନ୍ ବେବି, ବିଷ୍ଣୁ ବିନୋଦ, ରାହୁଲ୍ ପି, ମହମ୍ମଦ ଆଝାରୁଦ୍ଦିନ, ରୋହନ୍ କୁନ୍ନୁମ୍ମାଲ୍, ସଲମାନ୍ ନିଜାର, ବତ୍ସଲ ଗୋବିନ୍ଦ, ବାସିଲ୍ ଥାମ୍ପି, ଏସ୍. ଶ୍ରୀସନ୍ଥ, ଆସିଫ୍ କେଏମ୍, ନିଧୀଶ ଏମଡି, ବାସିଲ୍ ଏନପି, ଅକ୍ଷୟ ଚନ୍ଦ୍ରନ୍, ଆନନ୍ଦ ଯୋସେଫ୍, ସିଜୋମନ୍ ଯୋସେଫ୍, ବିନୂପ ମନୋହରନ୍, ଶ୍ରୀରୂପ, ରୋଜିତ୍, ଅରୁନ୍ ଏମ୍, ମିଥୁନ୍ ଏସ୍, ଅକ୍ଷୟ କେସି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story