ରିଓ ଅଲିମ୍ପିକ୍‌: କ୍ୱାର୍ଟରରେ ଶ୍ରୀକାନ୍ଥ

ରିଓ ଡି ଜେନେରିଓ: ଭାରତୀୟ ବ୍ୟାଡମିଣ୍ଟନ ତାରକା କିଦାମ୍ବୀ ଶ୍ରୀକାନ୍ଥ ଆଜି ରିଓ ଅଲିମ୍ପିକ୍‌ର ପୁରୁଷ ଏକକ ବର୍ଗର କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ସେ ଡେନ୍‌ମାର୍କର ଜାନ୍ ଓ ଜୋର୍ଗେନ୍‌ସେନ୍‌ଙ୍କୁ ୨୧-୧୯, ୨୧-୧୯ରେ ପରାସ୍ତ କରି କ୍ୱାର୍ଟର ଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି। ୪୨ ମିନିଟ୍ ଧରି ଏହି ମ୍ୟାଚ୍ ଚାଲିଥିଲା। କ୍ୱାର୍ଟର ଫାଇନାଲ୍‌ରେ ସେ ଚୀନ୍‌ର ଲିନ୍ ଡାନ୍‌ଙ୍କୁ ଭେଟିବେ।

srikanth

Rakesh Mallick
  • Published: Monday, 15 August 2016
  • , Updated: 15 August 2016, 08:17 PM IST

ରିଓ ଡି ଜେନେରିଓ: ଭାରତୀୟ ବ୍ୟାଡମିଣ୍ଟନ ତାରକା କିଦାମ୍ବୀ ଶ୍ରୀକାନ୍ଥ ଆଜି ରିଓ ଅଲିମ୍ପିକ୍‌ର ପୁରୁଷ ଏକକ ବର୍ଗର କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ସେ ଡେନ୍‌ମାର୍କର ଜାନ୍ ଓ ଜୋର୍ଗେନ୍‌ସେନ୍‌ଙ୍କୁ ୨୧-୧୯, ୨୧-୧୯ରେ ପରାସ୍ତ କରି କ୍ୱାର୍ଟର ଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି।

୪୨ ମିନିଟ୍ ଧରି ଏହି ମ୍ୟାଚ୍ ଚାଲିଥିଲା।

କ୍ୱାର୍ଟର ଫାଇନାଲ୍‌ରେ ସେ ଚୀନ୍‌ର ଲିନ୍ ଡାନ୍‌ଙ୍କୁ ଭେଟିବେ।

Related story