ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଲେ ଷ୍ଟେନ୍

କେପ୍ ଟାଉନ୍: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଛନ୍ତି ଦକ୍ଷିଣ ଆଫ୍ରିକାର ବୋଲର ଡେଲ୍ ଷ୍ଟେନ୍। କାନ୍ଧରେ ଆଘାତ ଯୋଗୁଁ ତାଙ୍କୁ ଦଳରେ ସ୍ଥାନ ମିଳି ନାହିଁ। ଡର୍ବାନରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ତାଙ୍କ କାନ୍ଧରେ ଆଘାତ ହୋଇଥିଲା। ସେ ଏଯାବତ ସୁସ୍ଥ ହୋଇ ନ ଥିବା ଯୋଗୁଁ ତାଙ୍କୁ ଟିମରୁ ବାଦ ଦିଆଯାଇଛି। ଷ୍ଟେନଙ୍କ ସ୍ଥାନରେ କାଗିସୋ ରାବାଡାଙ୍କୁ ଟିମରେ ସାମିଲ କରାଯାଇଛି। ଶୁକ୍ରବାର ଦଳର ଅଧିନାୟକ ହାସିମ ଅମଲା ଏହା ସ୍ପଷ୍ଟ […]

dale-styen

dale-styen

Rakesh Mallick
  • Published: Friday, 01 January 2016
  • Updated: 01 January 2016, 05:23 PM IST

Sports

Latest News

କେପ୍ ଟାଉନ୍: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଛନ୍ତି ଦକ୍ଷିଣ ଆଫ୍ରିକାର ବୋଲର ଡେଲ୍ ଷ୍ଟେନ୍। କାନ୍ଧରେ ଆଘାତ ଯୋଗୁଁ ତାଙ୍କୁ ଦଳରେ ସ୍ଥାନ ମିଳି ନାହିଁ। ଡର୍ବାନରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ତାଙ୍କ କାନ୍ଧରେ ଆଘାତ ହୋଇଥିଲା। ସେ ଏଯାବତ ସୁସ୍ଥ ହୋଇ ନ ଥିବା ଯୋଗୁଁ ତାଙ୍କୁ ଟିମରୁ ବାଦ ଦିଆଯାଇଛି। ଷ୍ଟେନଙ୍କ ସ୍ଥାନରେ କାଗିସୋ ରାବାଡାଙ୍କୁ ଟିମରେ ସାମିଲ କରାଯାଇଛି। ଶୁକ୍ରବାର ଦଳର ଅଧିନାୟକ ହାସିମ ଅମଲା ଏହା ସ୍ପଷ୍ଟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos