କୋହଲିଙ୍କ ସମକକ୍ଷ ହେଲେ ସ୍ମିଥ୍

ସିଡନୀ: ଅଷ୍ଟ୍ରେଲିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ଟେଷ୍ଟ କ୍ରିକେଟରେ ନୂଆ ମାଇଲଖୁଣ୍ଟ ହାସଲ କରିଛନ୍ତି। ଭାରତ ବିପକ୍ଷ ସିଡନୀ ଟେଷ୍ଟରେ ସ୍ମିଥ୍ ନିଜର ୨୭ତମ ଶତକ ହାସଲ କରିଛନ୍ତି। ଏଥିସହ ସେ ଟେଷ୍ଟ କ୍ରିକେଟରେ ଶତକ ମାମଲାରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ସମକକ୍ଷ ହୋଇଛନ୍ତି। ୩୧ ବର୍ଷୀୟ ସ୍ମିଥ୍ ନିଜର ଶେଷ ୪ଟି ଟେଷ୍ଟ ଇନିଂସରେ ମାତ୍ର ୧୦ ରନ୍ କରିଥିଲେ, କିନ୍ତୁ ଏଠାରେ ସେ ଜବରଦସ୍ତ କମବ୍ୟାକ୍ କରି ଶତକ ମାରିଛନ୍ତି। […]

smith

smith

Ranjit Kumar Jena
  • Published: Friday, 08 January 2021
  • Updated: 08 January 2021, 10:50 AM IST

Sports

Latest News

ସିଡନୀ: ଅଷ୍ଟ୍ରେଲିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ଟେଷ୍ଟ କ୍ରିକେଟରେ ନୂଆ ମାଇଲଖୁଣ୍ଟ ହାସଲ କରିଛନ୍ତି। ଭାରତ ବିପକ୍ଷ ସିଡନୀ ଟେଷ୍ଟରେ ସ୍ମିଥ୍ ନିଜର ୨୭ତମ ଶତକ ହାସଲ କରିଛନ୍ତି। ଏଥିସହ ସେ ଟେଷ୍ଟ କ୍ରିକେଟରେ ଶତକ ମାମଲାରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ସମକକ୍ଷ ହୋଇଛନ୍ତି। ୩୧ ବର୍ଷୀୟ ସ୍ମିଥ୍ ନିଜର ଶେଷ ୪ଟି ଟେଷ୍ଟ ଇନିଂସରେ ମାତ୍ର ୧୦ ରନ୍ କରିଥିଲେ, କିନ୍ତୁ ଏଠାରେ ସେ ଜବରଦସ୍ତ କମବ୍ୟାକ୍ କରି ଶତକ ମାରିଛନ୍ତି। ସ୍ମିଥ୍ ନିଜର ଶତକ ପୂରଣ କରିବା ପାଇଁ ୨୦୧ ବଲର ସହାୟତା ନେଇଥିଲେ।

୨୦୧୯ରେ ଇଂଲଣ୍ଡ ବିପକ୍ଷ ମାଞ୍ଚେଷ୍ଟର ଟେଷ୍ଟ ପରେ ସ୍ମିଥଙ୍କର ଏହା ପ୍ରଥମ ଶତକ। ସ୍ମିଥ୍ ନିଜର ୧୩୬ତମ ଇନିଂସରେ ୨୭ତମ ଶତକ ମାରିବାର ଗୌରବ ଅର୍ଜନ କରିଛନ୍ତି। କୋହଲି ୧୪୭ ଇନିଂସରେ ୨୭ ଶତକ ହାସଲ କରିଛନ୍ତି। ତେବେ ଦ୍ରୁତ ୨୭ତମ ଶତକ ମାରିବାର ରେକର୍ଡ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଡନ୍ ବ୍ରାଡମ୍ୟାନଙ୍କ ନାଁରେ ରହିଛି। ବ୍ରାଡମ୍ୟାନ୍ ମାତ୍ର ୭୦ ଇନିଂସରେ ଏହି ମାଇଲଖୁଣ୍ଟ ଛୁଇଁଥିଲେ।

ଟିମ୍ ଇଣ୍ଡିଆର ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ୧୪୧ ଇନିଂସ୍ ଏବଂ ସୁନୀଲ୍ ଗାଭାସ୍କର ୧୫୪ ଇନିଂସ୍ ଖେଳି ନିଜ ନିଜର ୨୭ତମ ଶତକ ପୂରଣ କରିଥିଲେ। ସ୍ମିଥ ନିଜର ଶତକୀୟ ଇନିଂସ୍ ମଧ୍ୟରେ ଆଉ ଏକ ରେକର୍ଡର ମଧ୍ୟ ଅଧିକାରୀ ହୋଇଛନ୍ତି। ଟେଷ୍ଟ ରନ୍ ମାମଲାରେ ସ୍ମିଥ୍ ଏବେ ବିରାଟ୍ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି। କୋହଲି ଟେଷ୍ଟ କ୍ରିକେଟରେ ୭୩୧୮ ରନ୍ କରିଥିବା ବେଳେ ସ୍ମିଥ୍ ୭୩୬୮ ରନ୍ କରିଛନ୍ତି।

ସୂଚନାଯୋଗ୍ୟ, ସ୍ମିଥଙ୍କ ଏହି ମାରାଥନ ଶତକୀୟ ଇନିଂସ୍ ବଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୩୮ ରନ୍ କରି ଅଲଆଉଟ୍ ହୋଇଛି। ସ୍ମିଥଙ୍କ ବ୍ୟତୀତ ମାର୍ନସ୍ ଲାବୁଶେନ୍ ୯୧ ଓ ୱିଲ ପୁକୋଭସ୍କି ୬୨ ରନର ଇନିଂସ୍ ଖେଳିଛନ୍ତି। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୪ଟି, ଯଶପ୍ରୀତ ବୁମ୍ରା ଓ ଡେବ୍ୟୁଟାଣ୍ଟ ନବଦୀପ ସାଇନି ୨ଟି ଲେଖାଏ ୱିକେଟ୍ ନେଇଛନ୍ତି। ମହମ୍ମଦ ସିରାଜ୍ ଗୋଟିଏ ସଫଳତା ପାଇଥିବା ବେଳେ ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ନିରାଶ ହେବାକୁ ପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story