ପୁନେ ଟିମ୍‌କୁ ଆହତ ଚିନ୍ତା, ବାଦ୍ ପଡ଼ିଲେ ସ୍ମିଥ୍

ପୁନେ: ଚଳିତ ଆଇପିଏଲ୍‌-୯ରେ ନୂଆ ଟିମ୍‌ ଭାବେ ସାମିଲ ହୋଇଥିବା ରାଇଜିଂ ପୁନେ ସୁପରଜାଏଣ୍ଟସ୍‌ର ପ୍ରଦର୍ଶନ ଭଲ ରହି ନ ଥିବା ବେଳେ ଦଳର ଜଣେ ପରେ ଜଣେ ପ୍ରମୁଖ ଖେଳାଳି ଆହତ କାରଣରୁ ବାଦ୍‌ ପଡ଼ି ସାରିଲେଣି। ସଦ୍ୟ ଏହି ଧାରାରେ ଯୋଡ଼ି ହୋଇଛନ୍ତି ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିଭେନ୍ ସ୍ମିଥ୍। ତାଙ୍କର ଡାହାଣ ମଣିବନ୍ଧରେ ଆଘାତ ଲାଗିଛି। ଚିକିତ୍ସା ପାଇଁ ସେ ଅଷ୍ଟ୍ରେଲିଆ ଫେରିଯିବେ। କ୍ରିକେଟ୍ ଅଷ୍ଟ୍ରେଲିଆର ମେଡିକାଲ୍‌ ଅଧିକାରୀମାନେ କହିଛନ୍ତି ଯେ ତାଙ୍କ ଆଘାତ […]

steven-smith

steven-smith

Rakesh Mallick
  • Published: Monday, 02 May 2016
  • Updated: 02 May 2016, 12:24 PM IST

Sports

Latest News

steven-smithପୁନେ: ଚଳିତ ଆଇପିଏଲ୍‌-୯ରେ ନୂଆ ଟିମ୍‌ ଭାବେ ସାମିଲ ହୋଇଥିବା ରାଇଜିଂ ପୁନେ ସୁପରଜାଏଣ୍ଟସ୍‌ର ପ୍ରଦର୍ଶନ ଭଲ ରହି ନ ଥିବା ବେଳେ ଦଳର ଜଣେ ପରେ ଜଣେ ପ୍ରମୁଖ ଖେଳାଳି ଆହତ କାରଣରୁ ବାଦ୍‌ ପଡ଼ି ସାରିଲେଣି। ସଦ୍ୟ ଏହି ଧାରାରେ ଯୋଡ଼ି ହୋଇଛନ୍ତି ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିଭେନ୍ ସ୍ମିଥ୍। ତାଙ୍କର ଡାହାଣ ମଣିବନ୍ଧରେ ଆଘାତ ଲାଗିଛି। ଚିକିତ୍ସା ପାଇଁ ସେ ଅଷ୍ଟ୍ରେଲିଆ ଫେରିଯିବେ। କ୍ରିକେଟ୍ ଅଷ୍ଟ୍ରେଲିଆର ମେଡିକାଲ୍‌ ଅଧିକାରୀମାନେ କହିଛନ୍ତି ଯେ ତାଙ୍କ ଆଘାତ ଗୁରୁତର ନୁହେଁ। କିନ୍ତୁ ସୁରକ୍ଷା ଦୃଷ୍ଟିରୁ ସେ ଆଉ ମ୍ୟାଚ୍ ଖେଳିବେ ନାହିଁ। ତାଙ୍କ ଆଘାତ ଭଲ ହେବା ପାଇଁ କିଛି ସମୟ ଲାଗିବ।

ଜୁନ୍ ୬ରୁ ଅଷ୍ଟ୍ରେଲିଆର ୱେଷ୍ଟଇଣ୍ଡିଜ୍‌ ଗସ୍ତ ଆରମ୍ଭ ହେଉଛି। ସେହିଦିନ ଦଳ ଗୁଏନାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତ୍ରିପାକ୍ଷିକ ସିରିଜ୍‌ର ପ୍ରଥମ ମ୍ୟାଚ୍ ଖେଳିବ। ଜୁନ୍ ୧୦ରେ ଦଳ ୱେଷ୍ଟଇଣ୍ଡିଜ୍‌କୁ ଭେଟିବ। ସେଥିପାଇଁ କ୍ରିକେଟ୍ ଅଷ୍ଟ୍ରେଲିଆ ସ୍ମିଥ୍‌ଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେଉଛି।

ସୂଚନାଯୋଗ୍ୟ, ସ୍ମିଥଙ୍କ ପୂର୍ବରୁ ଆହତ କାରଣରୁ ପୁନେ ଟିମ୍‌ରୁ ବାଦ୍ ପଡ଼ିଛନ୍ତି କେଭିନ୍ ପିଟରସନ୍, ଡୁ ପ୍ଲେସିସ୍ ଓ ଅଷ୍ଟ୍ରେଲିଆର ଅଲ୍‌ ରାଉଣ୍ଡର ମିଚେଲ୍ ମାର୍ଶ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story