ମୁମ୍ବାଇକୁ ପ୍ଲେ-ଅଫର ନିକଟତର କଲେ ସୂର୍ଯ୍ୟ କୁମାର

ଅବୁଧାବି: ପୁଣିଥରେ ଆଇପିଏଲରେ ଚମକିଛନ୍ତି ଷ୍ଟାର ବ୍ୟାଟସମ୍ୟାନ ସୂର୍ଯ୍ୟ କୁମାର ଯାଦବ। ସୂର୍ଯ୍ୟ କୁମାର ଯାଦବଙ୍କ ବିସ୍ଫୋରକ ଓ ଅପରାଜିତ ୭୯ ରନ୍‌ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲର ପ୍ରଥମ ଦଳ ଭାବେ ପ୍ଲେ-ଅଫ ଟିକେଟ ହାସଲ କରିବା ଏକ ପ୍ରକାରର ନିଶ୍ଚିତ ହୋଇଯାଇଛି। ମୁମ୍ବାଇ ଏବେ ୧୨ଟି ମ୍ୟାଚ୍‌ରୁ ୮ଟିରେ ଜିତି ୧୬ ପଏଣ୍ଟ ପାଇଛି। ଆଜିର ମ୍ୟାଚ୍‌ରେ ମୁମ୍ବାଇ ପ୍ରତିପକ୍ଷ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୫ ୱିକେଟରେ ପରାସ୍ତ କରିବା ପରେ ପ୍ଲେ-ଅଫର […]

ffy

ffy

Hemant Lenka
  • Published: Wednesday, 28 October 2020
  • Updated: 29 October 2020, 07:06 AM IST

Sports

Latest News

ଅବୁଧାବି: ପୁଣିଥରେ ଆଇପିଏଲରେ ଚମକିଛନ୍ତି ଷ୍ଟାର ବ୍ୟାଟସମ୍ୟାନ ସୂର୍ଯ୍ୟ କୁମାର ଯାଦବ। ସୂର୍ଯ୍ୟ କୁମାର ଯାଦବଙ୍କ ବିସ୍ଫୋରକ ଓ ଅପରାଜିତ ୭୯ ରନ୍‌ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲର ପ୍ରଥମ ଦଳ ଭାବେ ପ୍ଲେ-ଅଫ ଟିକେଟ ହାସଲ କରିବା ଏକ ପ୍ରକାରର ନିଶ୍ଚିତ ହୋଇଯାଇଛି। ମୁମ୍ବାଇ ଏବେ ୧୨ଟି ମ୍ୟାଚ୍‌ରୁ ୮ଟିରେ ଜିତି ୧୬ ପଏଣ୍ଟ ପାଇଛି।

ଆଜିର ମ୍ୟାଚ୍‌ରେ ମୁମ୍ବାଇ ପ୍ରତିପକ୍ଷ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୫ ୱିକେଟରେ ପରାସ୍ତ କରିବା ପରେ ପ୍ଲେ-ଅଫର ଅଧିକ ନିକଟତର ହୋଇଛି। ଏହି ବିଜୟରେ ମୁଖ୍ୟ କର୍ଣ୍ଣଧାର ସାଜିଛନ୍ତି ସୂର୍ଯ୍ୟ କୁମାର ଯାଦବ। ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ୬ ୱିକେଟ ହରାଇ ୧୬୪ ରନ୍‌ କରିଥିଲା। ଏହାର ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୫ ବଲ ପୂର୍ବରୁ ୫ ୱିକେଟ ହରାଇ ଟାର୍ଗେଟ ହାସଲ କରି ନେଇଛି।

ବାଙ୍ଗାଲୋର ଦେଇଥିବା ୧୬୫ ରନର ପିଛା କରୁଥିବା ମୁମ୍ବାଇ ଜବରଦସ୍ତ ଆରମ୍ଭ କରିଥିଲା। ଦଳର ଦୁଇ ଓପନର କ୍ୱିଣ୍ଟନ ଡି’କକ ଓ ଈଶାନ କିଶନ ଦମଦାର ବ୍ୟାଟିଂ କରିଥିଲେ। ଉଭୟ ବଡ଼ବଡ଼ ଶଟ ଖେଳି ବିନା କୌଣସି ୱିକେଟ ହରାଇ ଦଳ ପାଇଁ ୩୭ ରନ୍‌ ଆଦାୟ କରିଥିଲେ।

ଏହି ସମୟରେ ୧୮ ରନ୍‌ କରିଥିବା ଡି’କକଙ୍କୁ ମହମ୍ମଦ ଶିରାଜ ଆଉଟ କରି ମୁମ୍ବାଇକୁ ପ୍ରଥମ ଝଟକା ଦେଇଥିଲେ। ଏହାପରେ ଈଶାନ କିଶନ ମଧ୍ୟ ୨୫ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। ସୌରଭ ତିୱାରୀ ମାତ୍ର ୫ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। କୃନାଲ ପାଣ୍ଡ୍ୟା ମଧ୍ୟ ୧୦ ରନ୍‌ କରିଥିଲେ। ତେବେ ସୂର୍ଯ୍ୟ କୁମାର ଯାଦବ ଗୋଟିଏ ପଟେ ଛଡ଼ା ହୋଇ ଜବରଦସ୍ତ ଇନିଂସ୍‌ ଖେଳିବା ସହ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

ଅର୍ଦ୍ଧଶତକ ହାସଲ କରିବା ପରେ ସେ ଆହୁରି ଆକ୍ରମଣାତ୍ମକ ରୂପ ଧାରଣ କରିଥିଲେ। ସେ ଏକାକୀ ମୁମ୍ବାଇକୁ ବିଜୟ ଦିଗରେ ଆଗେଇ ନେଇଥିଲେ। କିଛି ସମୟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା(୧୭) ତାଙ୍କୁ ସହଯୋଗ କରିଥିଲେ। ତେବେ ଦଳକୁ ଜିତିବା ପାଇଁ ୭ ରନ୍‌ ଦରକାର ଥିବା ବେଳେ ସେ ମଧ୍ୟ ଆଉଟ ହୋଇଯାଇଥିଲେ।

ଅଧିନାୟକ ପୋର୍ଲାଡ ୧୯ତମ ଓଭର୍‌ର ଶେଷ ବଲରେ ଚୌକା ମାରି ଦଳକୁ ବିଜୟକୁ ଆହୁରି ସହଜ କରିଦେଇଥିଲେ। ୬ଟି ବଲକୁ ୩ ରନ୍‌ ଦରକାର ଥିବା ବେଳେ ସୂର୍ଯ୍ୟ କୁମାର ଯାଦବ ପ୍ରମଥ ବଲରେ ଚୌକା ମାରି ଦଳକୁ ବିଜୟ କରାଇଥିଲେ। ସୂର୍ଯ୍ୟ କୁମାର ତାଙ୍କ ଅପରାଜିତ ୭୯ ରନ୍‌ର ଇନିଂସ୍‌ରେ ୧୦ଟି ଚୌକା ଓ ୩ଟି ଛକା ମାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story