୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ଦେଖିବାକୁ ମିଳିବ ସୁଶୀଲ କୁମାରଙ୍କ ଜଲୱା

<p>ନୂଆଦିଲ୍ଲୀ: ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗ ନେବେ ରେସଲର ସୁଶୀଲ କୁମାର।&nbsp; ୭୪ କେଜି ବିଭାଗରେ ଜିତେନ୍ଦର କୁମାରଙ୍କୁ ହରାଇ ସେ ଏହି ସଫଳତା ପାଇଛନ୍ତି। ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡା ପରଠାରୁ ସୁଶିଲ ଦଳରୁ ବାଦ ପଡିଥିଲେ। ୨୦୧୫ରେ ଆଘାତ କାରଣରୁ ସେ ଭାରତୀୟ ଦଳରେ ସ୍ଥାନ ପାଇ ନଥିଲେ। ଚଳିତବର୍ଷ ରାଜ୍ୟଗୋଷ୍ଠୀ ରେସଲିଂ ଚାମ୍ପିୟନସିପରେ ସ୍ୱର୍ଣ୍ଣପଦକ ଜିତି ସୁଶୀଲ ଫର୍ମକୁ ଫେରିଛନ୍ତି।</p> <p>ରାଜ୍ୟଗୋଷ୍ଠୀ ରେସଲିଂ ଚାମ୍ପିୟନସିପରେ ସ୍ୱର୍ଣ୍ଣ ଜିତିବା ପରେ ସୁଶୀଲ ଓ ତାଙ୍କ ପ୍ରତିପକ୍ଷଙ୍କ ସମର୍ଥକମାନେ ମୁହାଁମୁହିଁ ହୋଇଥିଲେ। ଦିଲ୍ଲୀର କେଡି ଯାଦବ ଷ୍ଟାଡିୟମରେ ସମର୍ଥକମାନେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି।</p>

Ordigital Desk
  • Published: Friday, 29 December 2017
  • Updated: 29 December 2017, 09:07 PM IST

Sports

Latest News

<p>ନୂଆଦିଲ୍ଲୀ: ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗ ନେବେ ରେସଲର ସୁଶୀଲ କୁମାର।&nbsp; ୭୪ କେଜି ବିଭାଗରେ ଜିତେନ୍ଦର କୁମାରଙ୍କୁ ହରାଇ ସେ ଏହି ସଫଳତା ପାଇଛନ୍ତି। ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡା ପରଠାରୁ ସୁଶିଲ ଦଳରୁ ବାଦ ପଡିଥିଲେ। ୨୦୧୫ରେ ଆଘାତ କାରଣରୁ ସେ ଭାରତୀୟ ଦଳରେ ସ୍ଥାନ ପାଇ ନଥିଲେ। ଚଳିତବର୍ଷ ରାଜ୍ୟଗୋଷ୍ଠୀ ରେସଲିଂ ଚାମ୍ପିୟନସିପରେ ସ୍ୱର୍ଣ୍ଣପଦକ ଜିତି ସୁଶୀଲ ଫର୍ମକୁ ଫେରିଛନ୍ତି।</p><p>ରାଜ୍ୟଗୋଷ୍ଠୀ ରେସଲିଂ ଚାମ୍ପିୟନସିପରେ ସ୍ୱର୍ଣ୍ଣ ଜିତିବା ପରେ ସୁଶୀଲ ଓ ତାଙ୍କ ପ୍ରତିପକ୍ଷଙ୍କ ସମର୍ଥକମାନେ ମୁହାଁମୁହିଁ ହୋଇଥିଲେ। ଦିଲ୍ଲୀର କେଡି ଯାଦବ ଷ୍ଟାଡିୟମରେ ସମର୍ଥକମାନେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos