ଟିମ୍ ଇଣ୍ଡିଆ ଉପରେ ନଜର ରଖିବ ଏହି ଆପ୍

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ବର୍ତ୍ତମାନ ସାରା ଦେଶରେ ଲକଡାଉନ୍ ଜାରି ରହିଛି। ଏଭଳି ସ୍ଥିତିରେ ଭାରତୀୟ କ୍ରିକେଟ୍ ଟିମର ଖେଳାଳିମାନେ ନିଜ ନିଜର ଘରେ ଅଛନ୍ତି। ଯେହେତୁ ଏବେ କୌଣସି ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବାର ନାହିଁ, ତେଣୁ ପ୍ରତି ଖେଳାଳିମାନଙ୍କ ଫିଟନେସ୍ ଉପରେ ଖାସ୍ ନଜର ରଖୁଛି ବିସିସିଆଇ। ଏହି ଲକଡାଉନ୍ ସମୟରେ ଟିମର ଖେଳାଳିମାନଙ୍କୁ ଏକ ଫିଟନେସ୍ ଚାର୍ଟ ଦିଆଯାଇଛି ଏବଂ ଟ୍ରେନର ନିକ୍ ୱେବ୍ ଓ ଫିଜିଓ ନୀତୀନ ପଟେଲ୍ ଆଥଲେଟିକ୍ସ […]

india

india

Ranjit Kumar Jena
  • Published: Thursday, 09 April 2020
  • Updated: 09 April 2020, 04:46 PM IST

Sports

Latest News

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ବର୍ତ୍ତମାନ ସାରା ଦେଶରେ ଲକଡାଉନ୍ ଜାରି ରହିଛି। ଏଭଳି ସ୍ଥିତିରେ ଭାରତୀୟ କ୍ରିକେଟ୍ ଟିମର ଖେଳାଳିମାନେ ନିଜ ନିଜର ଘରେ ଅଛନ୍ତି। ଯେହେତୁ ଏବେ କୌଣସି ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବାର ନାହିଁ, ତେଣୁ ପ୍ରତି ଖେଳାଳିମାନଙ୍କ ଫିଟନେସ୍ ଉପରେ ଖାସ୍ ନଜର ରଖୁଛି ବିସିସିଆଇ।

ଏହି ଲକଡାଉନ୍ ସମୟରେ ଟିମର ଖେଳାଳିମାନଙ୍କୁ ଏକ ଫିଟନେସ୍ ଚାର୍ଟ ଦିଆଯାଇଛି ଏବଂ ଟ୍ରେନର ନିକ୍ ୱେବ୍ ଓ ଫିଜିଓ ନୀତୀନ ପଟେଲ୍ ଆଥଲେଟିକ୍ସ ମନିଟରିଙ୍ଗ୍ ସିଷ୍ଟମ୍ (ଏଏମଏସ୍‌) ଜରିଆରେ ଖେଳାଳିଙ୍କ ଫିଟନେସ୍ ଉପରେ ତୀକ୍ଷ୍ମ ନଜର ରଖିଛି।

ଟିମ୍ ମ୍ୟାନେଜମେଣ୍ଟର ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ନିକ୍ ଓ ନୀତୀନ ଚୁକ୍ତିପ୍ରାପ୍ତ ଖେଳାଳିଙ୍କ ପ୍ରଗତି ସହ ଏଏମଏସ୍ ଆପ୍ ଜରିଆରେ ସେହ କ୍ଷେତ୍ରରେ ମଧ୍ୟ ଧ୍ୟାନ ଦିଆଯିବ, ଯେଉଁଠାରେ ସୁଧାରର ଆବଶ୍ୟକତା ଅଛି। ଖେଳାଳିମାନେ ଯେମିତି ଏହି ଆପ୍ ବ୍ୟବହାର କରିବେ, ନିକ୍ ଓ ନୀତୀତ ଏହାକୁ ଚେକ୍ କରିବେ ଏବଂ ନିୟମିତ ଖେଳାଳିଙ୍କ ପ୍ରଗତିକୁ ପରଖିବେ।

କ୍ୟାପଟେନ୍ ବିରାଟ୍ କୋହଲି ଟିମରେ ଯେଉଁ କଲଚର୍ ସେଟ୍ କରିଛନ୍ତି, ସେଥିରେ ଜଣେ ଖେଳାଳି ନିଜ ପସନ୍ଦର ଖାଦ୍ୟ ଖାଇପାରିବେ, କିନ୍ତୁ ଫିଟନେସ୍ ଷ୍ଟାଣ୍ଡାର୍ଡ ଆଧାରରେ ନୁହେଁ। ଏଏମଏସ୍ ଆପ୍ ଜରିଆରେ ଜଣେ କେତେ କ୍ୟାଲୋରୀ ଖାଇପାରିବ ଏବଂ ଏଥିରୁ କିପରି ଦୂରେଇ ରହିପାରିବ, ତାହା ଜାଣିପାରିବ। ଏହାଛଡ଼ା ଖେଳାଳିମାନଙ୍କୁ କେତେ ଏକସରସାଇଜ୍ କରିବା ଦରକାର, ତାହା ସେହି ଆପରେ ଦର୍ଶାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story