ଅନ୍ତିମ ଦିନିକିଆ: ସମ୍ମାନ ପାଇଁ ଖେଳିବ ଟିମ୍ ଇଣ୍ଡିଆ

ମାଉଣ୍ଟ ମାଉଙ୍ଗାନୁଇ: ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ବୁଧବାର ଖେଳାଯିବ। ପ୍ରଥମ ଦୁଇଟି ମ୍ୟାଚରେ ହାରି ସିରିଜ୍ ହାତଛଡ଼ା କରିସାରିଥିବା ଭାରତ ଆସନ୍ତାକାଲି ହ୍ୱାଇଟୱାଶରୁ ବଞ୍ଚିବାକୁ ପ୍ରୟାସ କରିବ। ନ୍ୟୁଜିଲ୍ୟାଣ୍ଡ୍ ଦଳର କ୍ୟାପଟେନ୍ କୁଲ୍ କେନ୍ ୱିଲିୟମସନ୍ ଆହତ କାରଣରୁ ପ୍ରଥମ ଦୁଇଟି ମ୍ୟାଚରୁ ବାଦ୍ ପଡ଼ିଥିଲେ। ଏହା ସତ୍ତ୍ୱେ ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମ ଦୁଇଟି ମ୍ୟାଚକୁ ସହଜରେ ଜିତି ସିରିଜ୍ କବଜା କରିବାରେ ସଫଳ ହୋଇଛି। […]

india

india

Ranjit Kumar Jena
  • Published: Monday, 10 February 2020
  • Updated: 10 February 2020, 04:53 PM IST

Sports

Latest News

ମାଉଣ୍ଟ ମାଉଙ୍ଗାନୁଇ: ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ବୁଧବାର ଖେଳାଯିବ। ପ୍ରଥମ ଦୁଇଟି ମ୍ୟାଚରେ ହାରି ସିରିଜ୍ ହାତଛଡ଼ା କରିସାରିଥିବା ଭାରତ ଆସନ୍ତାକାଲି ହ୍ୱାଇଟୱାଶରୁ ବଞ୍ଚିବାକୁ ପ୍ରୟାସ କରିବ। ନ୍ୟୁଜିଲ୍ୟାଣ୍ଡ୍ ଦଳର କ୍ୟାପଟେନ୍ କୁଲ୍ କେନ୍ ୱିଲିୟମସନ୍ ଆହତ କାରଣରୁ ପ୍ରଥମ ଦୁଇଟି ମ୍ୟାଚରୁ ବାଦ୍ ପଡ଼ିଥିଲେ। ଏହା ସତ୍ତ୍ୱେ ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମ ଦୁଇଟି ମ୍ୟାଚକୁ ସହଜରେ ଜିତି ସିରିଜ୍ କବଜା କରିବାରେ ସଫଳ ହୋଇଛି।

ୱିଲିୟମସନ୍ ବର୍ତ୍ତମାନ ଫିଟ୍ ହୋଇସାରିଥିବା ବେଳେ ତୃତୀୟ ଦିନିକିଆ ଖେଳିବେ। ଚଳିତ ସିରିଜରେ ଦୁଇ ଦଳର ମୁଖ୍ୟ ସମସ୍ୟା ହେଉଛି ଟପ୍ ଅର୍ଡର ବ୍ୟାଟିଂ। ନ୍ୟୁଜିଲ୍ୟାଣ୍ଡ୍ ଗସ୍ତରେ ୫-୦ରେ ଟି-୨୦ ସିରିଜ୍ ଖେଳି ଜବରଦସ୍ତ ଆରମ୍ଭ କରିଥିଲା। କିନ୍ତୁ ଦିନିକିଆରେ ସବୁକିଛତ ଓଲଟପାଲଟ ହୋଇଗଲା। ଶେଷଥର ପାଇଁ ଭାରତ ୨୦୧୯ରେ ଏଠାରେ ୪-୧ରେ ଦିନିକିଆ ସିରିଜ୍ ଜିତିଥିବା ବେଳେ ଟି-୨୦ରେ ୧-୨ରେ ସିରିଜ୍ ହାରିଯାଇଥିଲା। ତେବେ ଭାରତ ଶେଷଥର ପାଇଁ ନ୍ୟୁଜିଲ୍ୟାଣ୍ଡରେ ୨୦୧୪ରେ ୧-୪ରେ ସିରିଜ୍ ହାରିଥିଲା।

ନିୟମିତ ଓପ୍ନର ରୋହିତ୍ ଶର୍ମା ଓ ଶିଖର ଧୱନ୍ ଆହତ କାରଣରୁ ସିରିଜରୁ ବାଦ୍ ପଡ଼ିଥିବା ବେଳେ କ୍ୟାପଟେନ୍ ବିରାଟ୍ କୋହଲି ବଡ଼ ଇନିଂସ୍ ଖେଳିବାରେ ବିଫଳ ହୋଇଛନ୍ତି। ଫର୍ମରେ ଥିବା ଲୋକେଶ ରାହୁଲ୍ ବ୍ୟାଟିଂକ୍ରମରେ ତଳକୁ ଆସୁଛନ୍ତି । ଶୀର୍ଷକ୍ରମ ଭାରତର ଶକ୍ତି ରହିଆସିଛି, ଯାହା ଚଳିତ ସିରିଜରେ ଫେଲ୍ ମାରିଛି। ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ' ଓ ମୟଙ୍କ ଅଗ୍ରୱାଲ୍ ସେତେଟା ଭଲ ପ୍ରଦର୍ଶନ କରିନାହାନ୍ତି। ଦୁହେଁ ଭଲ ଆରମ୍ଭ କରୁଥିଲେ ହେଁ, ବଡ଼ ସ୍କୋର କରିବାକୁ ସଫଳ ହୋଇନାହାନ୍ତି। ଯାହା ଫଳରେ ରୋହିତଙ୍କ ଅନୁପସ୍ଥିତି ସ୍ପଷ୍ଟ ଭାବେ ଅନୁଭୂତ ହେଉଛି।

ରୋହିତ୍ ଗତ ୧୨ମାସରେ ଦିନିକିଆ କ୍ରିକେଟରେ ୫୭.୩୦ ହାରରେ ରନ୍ କରିଛନ୍ତି। ତାଙ୍କ ଅନୁପସ୍ଥିତିରେ ରନ୍ କରିବାର ସବୁ ଦାୟିତ୍ୱ କୋହଲିଙ୍କ ଉପରକୁ ଚାଲିଆସୁଛି, ଯିଏ ୨ଟି ମ୍ୟାଚରେ ୬୬ ରନ୍ କରିଛନ୍ତି। ଶ୍ରେୟସ ଆୟର୍ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ମାରିଛନ୍ତି, କିନ୍ତୁ ବିପକ୍ଷ ଦଳର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ରସ୍ ଟେଲର ଉଭୟ ମ୍ୟାଚରେ ଭାରତୀୟ ଟିମ୍ ଉପରେ ଚାପ ପକାଇଛନ୍ତି। ଆୟର୍ ଫିନିସର୍ ଭୂମିକା ତୁଲାଇପାରିନଥିବା ବେଳେ ଟେଲର୍ ଏହାକୁ ସଠିକ୍ ଭାବେ ତୁଲାଇଛନ୍ତି।

ରାହୁଲ୍‌, ଆୟର୍‌, କେଦାର ଯାଦବ ଓ ୟୁଜବେନ୍ଦ୍ର ଚହଲ୍ ସୋମବାର ଅପ୍ସନାଲ୍ ଅଭ୍ୟାସ ସେସନରେ ଭାଗ ନେଇନଥିଲେ। କୋହଲି ସର୍ବପ୍ରଥମେ ଅଭ୍ୟାସ କରିବାକୁ ଓହ୍ଲାଇଥିଲେ, ଯିଏ ପେସ୍ ବୋଲିଂ ଓ ସ୍ପିନରଙ୍କୁ ସାମ୍ନା କରିଥିଲେ। ମନିଷ ପାଣ୍ଡେ ଏହା ପରେ ଅଭ୍ୟାସ କରିବାକୁ ଆସିଥିବା ବେଳେ ଋଷଭ ପନ୍ତ ମଧ୍ୟ ପ୍ରାକ୍ଟିସ୍ ସେସନରେ ଭାଗ ନେଇଥିଲେ। ପନ୍ତ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଆହତ ହେବା ପରେ ସୀମିତ ଓଭର କ୍ରିକେଟ୍ ଖେଳିନାହାନ୍ତି। ତେଣୁ ତାଙ୍କୁ ହୁଏତ ଆସନ୍ତାକାଲି ସୁଯୋଗ ମିଳିପାରେ। ବୋଲିଂରେ ମହମ୍ମଦ ଶାମିଙ୍କୁ ଛାଡ଼ି ଦେଲେ ବାକି ସବୁ ପେସ୍ ବୋଲର ଅଭ୍ୟାସ କରିଛନ୍ତି।

ନ୍ୟୁଜିଲ୍ୟାଣ୍ଡ୍ ଆସନ୍ତାକାଲିର ମ୍ୟାଚ୍ ପାଇଁ ଇଶ୍ ସୋଢୀ ଓ ପେସର ବ୍ଲେୟାର୍ ଟିକନରଙ୍କୁ ସାମିଲ୍ କରିଛି। ସୋଢୀ ହାମିଲଟନ୍ ଦିନିକିଆରେ ନିଜ ଗୁଗଲୀ ଦ୍ୱାରା କୋହଲିଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ। ସୋଢୀ ଓ ଟିକନର୍ ଭାରତ-ଏ ବିପକ୍ଷ ଦ୍ୱିତୀୟ ଅନଅଫିସିଆଲ୍ ଟେଷ୍ଟ ପାଇଁ ନ୍ୟୁଜିଲ୍ୟାଣ୍ଡ୍‌-ଏ ଦଳରେ ସାମିଲ୍ ଥିଲେ। ତେବେ ଦୁହେଁ ମ୍ୟାଚର ଚତୁର୍ଥ ତଥା ଅନ୍ତିମ ଦିବସରେ ବୋଲିଂ କରିନଥିଲେ। ଉଭୟ ଟିମ୍ ସାଉଦୀ ଓ ମିଚେଲ୍ ସାଣ୍ଟନର୍ ପେଟଜନିତ ସମସ୍ୟାରେ ରହିଥିବା ବେଳେ ସ୍କଟ୍ କୁଗେଲାଇନଙ୍କୁ ଜ୍ୱର ହୋଇଛି। ତେଣୁ ଏହି ତିନି ପ୍ରମୁଖ ଖେଳାଳି ଆସନ୍ତାକାଲି ଖେଳିବେ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ।

ଭାରତ: ବିରାଟ୍ କୋହଲି (କ୍ୟାପଟେନ୍‌) ପୃଥ୍ୱୀ ଶ', ମୟଙ୍କ ଅଗ୍ରୱାଲ୍‌, ଲୋକେଶ ରାହୁଲ୍ (ୱିକେଟକିପର), ଋଷଭ ପନ୍ତ, ଶ୍ରେୟସ ଆୟର୍‌, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ୍‌, ମହମ୍ମଦ ଶାମି, ଯଶପ୍ରୀତ ବୁମ୍ରା, ଶାର୍ଦ୍ଦୁଲ ଠାକୁର, ନଭଦୀପ ସାଇନି।

ନ୍ୟୁଜିଲ୍ୟାଣ୍ଡ୍‌: କେନ୍ ୱିଲିୟମସନ୍ (କ୍ୟାପଟେନ୍‌), ଟମ୍ ଲାଥମ (ୱିକେଟକିପର), ମାର୍ଟିନ୍ ଗପ୍ଟିଲ୍‌, ରସ୍ ଟେଲର୍‌, କଲିନ୍ ଡି'ଗ୍ରାଣ୍ଡହୋମ୍‌, ଜେମ୍ସ ନିଶାମ୍‌, ସ୍କଟ୍ କୁଗେଲାଇନ୍‌, ଟମ୍ ବ୍ଲଣ୍ଡେଲ୍‌, ହେନରୀ ନିକୋଲ୍ସ, ମିଚେଲ୍ ସାଣ୍ଟନର୍‌, ହାମିଶ୍ ବେନେଟ୍ଟ, ଟିମ୍ ସାଉଦୀ, କାଇଲ୍ ଜେମିସନ୍‌, ଇଶ ସୋଢୀ, ବ୍ଲେୟାର୍ ଟିକନର୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story