ଟିମ୍ ଇଣ୍ଡିଆର ନୂଆ ଫନ୍ ଡ୍ରିଲ୍‌

ହାଇଦ୍ରାବାଦ: ଭାରତୀୟ କ୍ରିକେଟ୍ ଟିମ୍ ବର୍ତ୍ତମାନ ମ୍ୟାଚ୍ ଜିତିବା ଉପରେ ଯେତିକି ଫୋକସ୍ କରୁଛି, ତା’ଠାରୁ ଅଧିକ ଫିଟନେସ୍ ଉପରେ ଗୁରୁତ୍ୱ ଦେଉଛି। ଟିମ୍ ନିଜକୁ ଫିଟ୍ ରଖିବା ଏବଂ ସ୍ପୀଡକୁ ବଢ଼ାଇବା ପାଇଁ ଏକ ନୂଆ ‘ଫନ୍ ଡ୍ରିଲ୍‌’ର ସହାୟତା ନେଇଛି। ଏହି ଡ୍ରିଲର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଖେଳାଳିମାନଙ୍କ ଦୌଡ଼ିବାର ସ୍ପୀଡ୍ ବଢ଼ାଇବା ସହ ଚାପକୁ ସାମ୍ନା କରିବାର ଶକ୍ତି ଯୋଗାଇବ। What’s with #TeamIndia‘s new training drill? 🤔🤔 pic.twitter.com/4Z04DOvRIi — […]

team-india

team-india

Ranjit Kumar Jena
  • Published: Wednesday, 04 December 2019
  • Updated: 04 December 2019, 09:20 PM IST

Sports

Latest News

ହାଇଦ୍ରାବାଦ: ଭାରତୀୟ କ୍ରିକେଟ୍ ଟିମ୍ ବର୍ତ୍ତମାନ ମ୍ୟାଚ୍ ଜିତିବା ଉପରେ ଯେତିକି ଫୋକସ୍ କରୁଛି, ତା'ଠାରୁ ଅଧିକ ଫିଟନେସ୍ ଉପରେ ଗୁରୁତ୍ୱ ଦେଉଛି। ଟିମ୍ ନିଜକୁ ଫିଟ୍ ରଖିବା ଏବଂ ସ୍ପୀଡକୁ ବଢ଼ାଇବା ପାଇଁ ଏକ ନୂଆ 'ଫନ୍ ଡ୍ରିଲ୍‌'ର ସହାୟତା ନେଇଛି। ଏହି ଡ୍ରିଲର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଖେଳାଳିମାନଙ୍କ ଦୌଡ଼ିବାର ସ୍ପୀଡ୍ ବଢ଼ାଇବା ସହ ଚାପକୁ ସାମ୍ନା କରିବାର ଶକ୍ତି ଯୋଗାଇବ।

ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପୂର୍ବରୁ ହାଇଦ୍ରାବାଦରେ ଟିମ୍ ଇଣ୍ଡିଆର ପ୍ରଥମ ଟ୍ରେନିଂ ସେସନ୍ ବେଳେ ଭାରତୀୟ ଖେଳାଳିମାନଙ୍କୁ ଦୁଇ ଭାଗରେ ପରସ୍ପର ପଛରେ ଦ୍ରୁତ ଗତିରେ ଦୌଡ଼ୁଥିବାର ଦେଖିବାକୁ ମିଳିଛି। ଏଥିରେ ପ୍ରଥମ ଧାଡ଼ିରେ ଦୌଡ଼ୁଥିବା ଖେଳାଳିମାନେ ନିଜ ପଛରେ ଏକ ରୁମାଲ୍ ବାନ୍ଧିଛନ୍ତି ଏବଂ ସେମାନଙ୍କ ପଛରେ ଦୌଡ଼ୁଥିବା ଟିମର ଏକମାତ୍ର ଲକ୍ଷ୍ୟ ହେଉଛି, ସେହି ରୁମାଲକୁ ଧରି ତଳେ ପକାଇବା। ଏହି ଡ୍ରିଲର ଏକ ଭିଡିଓ ବିସିସିଆଇ ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ପୋଷ୍ଟ କରିଛି।

ଭାରତୀୟ ଟିମର ନୂଆ ଷ୍ଟ୍ରେନ୍ଥ ଆଣ୍ଡ କଣ୍ଡିସନିଂ (ଟ୍ରେନର୍‌) କୋଚ୍ ନିକ୍ ୱେବ୍ ଏହି ଡ୍ରିଲ୍ କରିଥିବା ଜଣାପଡ଼ିଛି। ଏହାଦ୍ୱାରା ଜଣେ ଖେଳାଳିଙ୍କ ଦୌଡ଼ିବାର ସ୍ପୀଡ୍ ବଢ଼ିବ ଏବଂ ସେମାନଙ୍କ ଉପରେ ଚାପ ରହିବ ଯେ, ତାଙ୍କ ପଛରେ ଜଣେ ଖେଳାଳି ଦ୍ରୁତ ଗତିରେ ପିଛା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story