୧୦ ବର୍ଷ ପରେ ପାକିସ୍ତାନକୁ ଫେରିଲା ଟେଷ୍ଟ କ୍ରିକେଟ୍

କରାଚୀ: ପାକିସ୍ତାନ କ୍ରିକେଟପ୍ରେମୀଙ୍କ ପାଇଁ ବଡ଼ ଖୁସି ଖବର। ପାକିସ୍ତାନରେ ପ୍ରାୟ ଦଶନ୍ଧି ବା ୧୦ ବର୍ଷ ପରେ ଟେଷ୍ଟ କ୍ରିକେଟର ପ୍ରତ୍ୟାବର୍ତ୍ତନ ହୋଇଛି। ଚଳିତ ବର୍ଷ ଡିସେମ୍ବରେ ଶ୍ରୀଲଙ୍କା କ୍ରିକେଟ୍ ଟିମ୍ ପାକିସ୍ତାନରେ ଦୁଇଟି ଟେଷ୍ଟ ଖେଳିବାକୁ ରାଜି ହୋଇଛି। ଏହି ସିରିଜ ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଅଂଶବିଶେଷ ହେବ। ଦିନିକିଆ କ୍ୟାପଟେନ୍ ଦିମୁତ କରୁଣାରତ୍ନେ ଏବଂ ଟି-୨୦ କ୍ୟାପଟେନ୍ ଲସିଥ୍ ମାଲିଙ୍ଗା ସମେତ ୧୦ ଶୀର୍ଷ ଖେଳାଳି ସୁରକ୍ଷା କାରଣରୁ ଓହରିବା ସତ୍ତ୍ୱେ […]

pak

pak

Ranjit Kumar Jena
  • Published: Thursday, 14 November 2019
  • Updated: 14 November 2019, 05:07 PM IST

Sports

Latest News

କରାଚୀ: ପାକିସ୍ତାନ କ୍ରିକେଟପ୍ରେମୀଙ୍କ ପାଇଁ ବଡ଼ ଖୁସି ଖବର। ପାକିସ୍ତାନରେ ପ୍ରାୟ ଦଶନ୍ଧି ବା ୧୦ ବର୍ଷ ପରେ ଟେଷ୍ଟ କ୍ରିକେଟର ପ୍ରତ୍ୟାବର୍ତ୍ତନ ହୋଇଛି। ଚଳିତ ବର୍ଷ ଡିସେମ୍ବରେ ଶ୍ରୀଲଙ୍କା କ୍ରିକେଟ୍ ଟିମ୍ ପାକିସ୍ତାନରେ ଦୁଇଟି ଟେଷ୍ଟ ଖେଳିବାକୁ ରାଜି ହୋଇଛି। ଏହି ସିରିଜ ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଅଂଶବିଶେଷ ହେବ। ଦିନିକିଆ କ୍ୟାପଟେନ୍ ଦିମୁତ କରୁଣାରତ୍ନେ ଏବଂ ଟି-୨୦ କ୍ୟାପଟେନ୍ ଲସିଥ୍ ମାଲିଙ୍ଗା ସମେତ ୧୦ ଶୀର୍ଷ ଖେଳାଳି ସୁରକ୍ଷା କାରଣରୁ ଓହରିବା ସତ୍ତ୍ୱେ ଶ୍ରୀଲଙ୍କା ଚଳିତ ବର୍ଷ ସେପ୍ଟେମ୍ବର-ଅକ୍ଟୋବରରେ ପାକିସ୍ତାନରେ ଦ୍ୱିପାକ୍ଷିକ ଦିନିକିଆ ଓ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ ଖେଳିଥିଲା।

ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଡିସେମ୍ବର ୧୧ରୁ ୧୫ ତାରିଖ ଯାଏ ରାୱଲପିଣ୍ଡି ଓ ୨ୟ ଟେଷ୍ଟ ଡିସେମ୍ବର ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ କରାଚୀରେ ଖେଳାଯିବ। ପିସିବିର ନିର୍ଦ୍ଦେଶକ ଜାକିର୍ ଖାନ୍ କହିଛନ୍ତି, 'ଅନ୍ୟ ଦେଶ ଭଳି ପାକିସ୍ତାନ ମଧ୍ୟ ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜନ କରିବା ପାଇଁ ସୁରକ୍ଷିତ ଭେନ୍ୟୁ। ଏହି ଲମ୍ବା ଫର୍ମାଟ୍ ପାଇଁ ଟିମ୍ ପଠାଇବାକୁ ରାଜି ହେବା ନେଇ ଆମେ ଶ୍ରୀଲଙ୍କା କ୍ରିକେଟକୁ ଧନ୍ୟବାଦ ଜଣାଉଛୁ।'

ସୂଚନାଯୋଗ୍ୟ, ଶ୍ରୀଲଙ୍କା ୨୦୦୯ରେ ପାକିସ୍ତାନରେ ଶେଷଥର ପାଇଁ ଟେଷ୍ଟ ମ୍ୟାଚ୍ ଖେଳିଥିଲା। ସେତେବେଳେ ଲାହୋରରେ ଆତଙ୍କବାଦୀ ଶ୍ରୀଲଙ୍କା ଟିମର ବସ୍ ଉପରକୁ ଆକ୍ରମଣ କରିଥିଲେ, ଯାହା ପରେ ଅନ୍ତର୍ଜାତୀୟ ଟିମ୍ କ୍ରିକେଟ୍ ଖେଳିବା ପାଇଁ ପାକିସ୍ତାନ ଆସିବାକୁ ମନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story