ସାଥୀ ଖେଳାଳି ପୃଥ୍ୱୀ ଶ'ଙ୍କ ବିଷୟରେ ଏମିତି କହିଲେ ଶୁବମାନ ଗିଲ୍‌

ହାମିଲଟନ୍‌: ଭାରତର ପ୍ରତିଭାଶାଳୀ ବ୍ୟାଟ୍ସମ୍ୟାନ୍ ଶୁବମାନ୍ ଗିଲ୍ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପ୍ରଥମ ଟେଷ୍ଟରେ ଓପନିଂ ବ୍ୟାଟ୍ସମ୍ୟାନଙ୍କ ସ୍ଥାନକୁ ନେଇ ସାଥୀ ଖେଳାଳି ପୃଥ୍ୱୀ ଶ’ଙ୍କ ସହ କୌଣସି ପ୍ରତିଦ୍ୱନ୍ଦ୍ୱିତା ନଥିବା କହିଛନ୍ତି। ଗିଲ୍ ନ୍ୟୁଜିଲ୍ୟାଣ୍ଡ୍‌-ଏ ବିପକ୍ଷରେ ଦ୍ୱିଶତକ ଓ ଶତକ ମାରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତେବେ ଫେବୃଆରୀ ୨୧ ତାରିଖରୁ ୱେଲିଂଟନରେ ଆରମ୍ଭ ହେବାକୁଥିବା ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ପାଇଁ ପୃଥ୍ୱୀଙ୍କ ପକ୍ଷ ମଜଭୁତ୍ ଲାଗୁଛି। ତେବେ ଏ ନେଇ ଗିଲ୍ କହିଛନ୍ତି, ଆମ […]

india

india

Ranjit Kumar Jena
  • Published: Thursday, 13 February 2020
  • Updated: 13 February 2020, 08:16 PM IST

Sports

Latest News

ହାମିଲଟନ୍‌: ଭାରତର ପ୍ରତିଭାଶାଳୀ ବ୍ୟାଟ୍ସମ୍ୟାନ୍ ଶୁବମାନ୍ ଗିଲ୍ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପ୍ରଥମ ଟେଷ୍ଟରେ ଓପନିଂ ବ୍ୟାଟ୍ସମ୍ୟାନଙ୍କ ସ୍ଥାନକୁ ନେଇ ସାଥୀ ଖେଳାଳି ପୃଥ୍ୱୀ ଶ'ଙ୍କ ସହ କୌଣସି ପ୍ରତିଦ୍ୱନ୍ଦ୍ୱିତା ନଥିବା କହିଛନ୍ତି। ଗିଲ୍ ନ୍ୟୁଜିଲ୍ୟାଣ୍ଡ୍‌-ଏ ବିପକ୍ଷରେ ଦ୍ୱିଶତକ ଓ ଶତକ ମାରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତେବେ ଫେବୃଆରୀ ୨୧ ତାରିଖରୁ ୱେଲିଂଟନରେ ଆରମ୍ଭ ହେବାକୁଥିବା ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ପାଇଁ ପୃଥ୍ୱୀଙ୍କ ପକ୍ଷ ମଜଭୁତ୍ ଲାଗୁଛି।

ତେବେ ଏ ନେଇ ଗିଲ୍ କହିଛନ୍ତି, ଆମ କ୍ୟାରିୟର ଗୋଟିଏ ସମୟରେ ଆରମ୍ଭ ହୋଇଛି ସତ, କିନ୍ତୁ ଆମ ଭିତରେ ସେଭଳି କୌଣସି ପ୍ରତିଦ୍ୱନ୍ଦ୍ୱିତା ନାହିଁ। ଆମେ ଦୁହେଁ ନିଜ ନିଜର ସ୍ଥାନରେ ଭଲ ପ୍ରଦର୍ଶନ କରିଛୁ। ତେବେ ଆମ ଭିତରୁ କିଏ ସୁଯୋଗ ପାଇବ, ତାହା ଟିମ୍ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେବ। ଯାହାକୁ ବି ସୁଯୋଗ ମିଳିବ, ସେ ତା'ର ପୂରା ଫାଇଦା ଉଠାଇବାକୁ ପ୍ରୟାସ କରିବ ଏବଂ ଏହାକୁ ଆଦୌ ବ୍ୟର୍ଥ ହେବାକୁ ଦେବନି। ଗିଲ୍ ଗତ ୬ ସପ୍ତାହ ହେବ ଭାରତ-ଏ ଟିମ୍ ସହ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଅଛନ୍ତି ଏବଂ ସେ ଏଠାକାର ପରିବେଶ ସହ ଭଲଭାବେ ଅଭ୍ୟସ୍ତ ହୋଇସାରିଲେଣି।

ଗିଲ୍ ଆହୁରି କହିଛନ୍ତି, ନ୍ୟୁଜିଲ୍ୟାଣ୍ଡ୍ ବୋଲର ମାନେ ଶର୍ଟ ବଲରେ ଅଧିକ ୱିକେଟ୍ ନେଉଛନ୍ତି, ବିଶେଷକରି ବାମହାତୀ ପେସର ନିଲ୍ ୱାଗନର୍। ଅଷ୍ଟ୍ରେଲିଆ ଗସ୍ତରେ ନ୍ୟୁଜିଲ୍ୟାଣ୍ଡକୁ ଯେତେବେଳେ କୌଣସି ସଫଳତା ମିଳୁନଥିଲା, ସେହି ସମୟରେ ସେମାନେ ଶର୍ଟ ପିଚ୍ ବୋଲିଂ ଉପରେ ଅଧିକ ନିର୍ଭର କରୁଥିଲେ। ତେଣୁ ଆମେ ଯଦି ଶର୍ଟ ବଲରେ ନ୍ୟୁଜିଲ୍ୟାଣ୍ଡ୍ ବୋଲରଙ୍କୁ ୱିକେଟ୍ ନଦେଉ, ତାହେଲେ ଏହା ଆମ ପାଇଁ ଅଧିକ ସହାୟକ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story