୬୨ଟି ଅକ୍ଷରର ସାଙ୍ଗିଆ ଥିବା କ୍ରିକେଟ୍‌ ଖେଳାଳି, ପଢ଼ନ୍ତୁ କିଏ

ସୁୱା: ଏମିତି ଜଣେ କ୍ରିକେଟ୍‌ ଖେଳାଳି ଯାହାର ସମ୍ପୂର୍ଣ୍ଣ ନାମର ଅକ୍ଷର ସଂଖ୍ୟା ୭୭। ଆରମ୍ଭ ନାମ ୭ ଅକ୍ଷରର, ମଝି ନାମ ୮ ଅକ୍ଷର ଏବଂ ସାଙ୍ଗିଆ ସବୁଠାରୁ ଲମ୍ବା ଅର୍ଥାତ ୬୨ଟି ଅକ୍ଷରର ସମାହାର। ଆଜ୍ଞା ହଁ ଫିଜିର ଜଣେ ଏଭଳି ଖେଳାଳିଙ୍କର ଏଭଳି ଲମ୍ବା ନାମ ବାବଦରେ ଖବର ପ୍ରକାଶ ପାଇଛି। ତାଙ୍କର ସମ୍ପୂର୍ଣ୍ଣ ନାମ ହେଉଛି ‘Ilikena Lasarusa Talebulamaineiilikenamainavaleniveivakabulaimainakulalakebalau’। ଏହାର ଅର୍ଥ ହେଉଛି ‘ଲାଉ ଦ୍ୱୀପପୁଞ୍ଜର ଲାକେବା ଦ୍ୱୀପରେ ଥିବା […]

fizi

fizi

Subrat Kumar Nayak
  • Published: Thursday, 15 November 2018
  • Updated: 15 November 2018, 07:42 PM IST

Sports

Latest News

ସୁୱା: ଏମିତି ଜଣେ କ୍ରିକେଟ୍‌ ଖେଳାଳି ଯାହାର ସମ୍ପୂର୍ଣ୍ଣ ନାମର ଅକ୍ଷର ସଂଖ୍ୟା ୭୭। ଆରମ୍ଭ ନାମ ୭ ଅକ୍ଷରର, ମଝି ନାମ ୮ ଅକ୍ଷର ଏବଂ ସାଙ୍ଗିଆ ସବୁଠାରୁ ଲମ୍ବା ଅର୍ଥାତ ୬୨ଟି ଅକ୍ଷରର ସମାହାର। ଆଜ୍ଞା ହଁ ଫିଜିର ଜଣେ ଏଭଳି ଖେଳାଳିଙ୍କର ଏଭଳି ଲମ୍ବା ନାମ ବାବଦରେ ଖବର ପ୍ରକାଶ ପାଇଛି। ତାଙ୍କର ସମ୍ପୂର୍ଣ୍ଣ ନାମ ହେଉଛି ‘Ilikena Lasarusa Talebulamaineiilikenamainavaleniveivakabulaimainakulalakebalau’।

ଏହାର ଅର୍ଥ ହେଉଛି ‘ଲାଉ ଦ୍ୱୀପପୁଞ୍ଜର ଲାକେବା ଦ୍ୱୀପରେ ଥିବା ନାନ୍‌କୁଲା ହସ୍ପିଟାଲରୁ ଜୀବନ୍ତ ଫେରିଲି’। ପରେ ପରେ ସ୍କୋରବୋର୍ଡରେ ତାଙ୍କ ନାମକୁ କାଣ୍ଟଛାଣ୍ଟ କରି ଆଇଏଲ୍‌ ବୁଲା ନାମଟି ବ୍ୟବହାର କରାଯାଇଛି। ଫିଜିରେ ‘ବୁଲା’ ଏକ ଅଭିବାଦନ ଶବ୍ଦ ଯେପରିକି ଭାରତରେ ନମସ୍କାର ବା ଇଂରାଜୀରେ ହେଲୋ କୁହାଯାଏ।

୧୯୪୭-୪୮ ବେଳକୁ ସେ ଫିଜି ପାଇଁ ଖେଳୁଥିଲେ। ପାରମ୍ପରିକ ଧଳା ସ୍କର୍ଟ ପରିଧାନସହ ଖାଲି ପାଦରେ ଖେଳି ଛକା ମାରିବାରେ ବେଶ ଧୂରୀଣ ଥିଲେ ବୁଲା। ଫିଜି ପାଇଁ ଖେଳିଥିବା ବିଭିନ୍ନ ଖେଳାଳିଙ୍କ ମଧ୍ୟରୁ ସେ ଅନ୍ୟତମ ଶ୍ରେଷ୍ଠ ଫିଲ୍ଡର ବୋଲି କୁହାଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story