ଏପ୍ରିଲ୍ ୧୨: ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଏହି ବିଶ୍ୱରେକର୍ଡର ଅଧିକାରୀ ହୋଇଥିଲେ ଲାରା

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟ୍ ଇତିହାସରେ ଆଜିର ଦିନ ଅର୍ଥାତ୍ ଏପ୍ରିଲ୍ ୧୨ ବହୁତ ଖାସ୍। ଦୁନିଆର ମହାନ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଅନ୍ୟତମ ବ୍ରାଏନ୍ ଲାରା ୧୬ ବର୍ଷ ତଳେ ଆଜିର ଦିନରେ ଏଭଳି ଏକ ରେକର୍ଡ କରିଥିଲେ, ଯାହା ଏପର୍ଯ୍ୟନ୍ତ ଅତୁଟ ରହିଛି। ୱେଷ୍ଟଇଣ୍ଡିଜର ଏହି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଲାରା ୧୨ ଏପ୍ରିଲ୍‌, ୨୦୦୪ରେ ଇଂଲଣ୍ଡ ବିପକ୍ଷ ଆଣ୍ଟିଗୁଆର ସେଣ୍ଟ ଜନ୍ସରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ ୫୮୨ ବଲରେ ୪୦୦ ରନର ସର୍ବୋଚ୍ଚ ବ୍ୟକ୍ତିଗତ ଇନିଂସ୍ […]

lara

lara

Ranjit Kumar Jena
  • Published: Sunday, 12 April 2020
  • Updated: 12 April 2020, 08:17 PM IST

Sports

Latest News

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟ୍ ଇତିହାସରେ ଆଜିର ଦିନ ଅର୍ଥାତ୍ ଏପ୍ରିଲ୍ ୧୨ ବହୁତ ଖାସ୍। ଦୁନିଆର ମହାନ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଅନ୍ୟତମ ବ୍ରାଏନ୍ ଲାରା ୧୬ ବର୍ଷ ତଳେ ଆଜିର ଦିନରେ ଏଭଳି ଏକ ରେକର୍ଡ କରିଥିଲେ, ଯାହା ଏପର୍ଯ୍ୟନ୍ତ ଅତୁଟ ରହିଛି। ୱେଷ୍ଟଇଣ୍ଡିଜର ଏହି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଲାରା ୧୨ ଏପ୍ରିଲ୍‌, ୨୦୦୪ରେ ଇଂଲଣ୍ଡ ବିପକ୍ଷ ଆଣ୍ଟିଗୁଆର ସେଣ୍ଟ ଜନ୍ସରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ ୫୮୨ ବଲରେ ୪୦୦ ରନର ସର୍ବୋଚ୍ଚ ବ୍ୟକ୍ତିଗତ ଇନିଂସ୍ ଖେଳିଥିଲେ, ଯାହା ଟେଷ୍ଟ କ୍ରିକେଟରେ କୌଣସି ବ୍ୟାଟ୍ସମ୍ୟାନଙ୍କ ପକ୍ଷେ ସର୍ବାଧିକ ସ୍କୋର।

ତେବେ ଏହି ଟେଷ୍ଟଟି ଡ୍ର' ରହିଥିଲା। ଲାରାଙ୍କ ପୂର୍ବରୁ ଟେଷ୍ଟ କ୍ରିକେଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋରର ରେକର୍ଡ ଅଷ୍ଟ୍ରେଲିଆର ମାଥ୍ୟୁ ହେଡେନଙ୍କ ନାଁରେ ଥିଲା। ସେ ଲାରାଙ୍କ ରେକର୍ଡକୁ ୬ମାସ ପୂର୍ବରୁ ଭାଙ୍ଗି ଜିମ୍ବାୱେ ବିପକ୍ଷରେ ୩୮୦ ରନ୍ କରିଥିଲେ। ଇଂଲଣ୍ଡ ବିପକ୍ଷ ଉକ୍ତ ଟେଷ୍ଟର ପ୍ରଥମ ଦିନରେ ଲାରା ୮୬ ରନ୍ କରିଥିଲେ। ଦ୍ୱିତୀୟ ଦିବସରେ ସେ ୩୧୩ ରନ୍ କରିଥିଲେ। ସେ ରାମନରେଶ ସରୱନଙ୍କ ସହ ତୃତୀୟ ୱିକେଟ୍ ପାଇଁ ୨୩୨ ରନର ଭାଗିଦାରୀ କରିଥିଲେ।

ଏହା ପରେ ସେ ରିଡନୀ ଜାକବ୍ସ (୧୦୭*)ଙ୍କ ସହ ଷଷ୍ଠ ୱିକେଟ୍ ପାଇଁ ୨୮୨ ରନର ଅପରାଜିତ ପାର୍ଟନରଶିପ୍ କରିଥିଲେ। ଲାରା ମ୍ୟାଚର ତୃତୀୟ ଦିବସର ମଧ୍ୟାହ୍ନ ଭୋଜନ ପରେ ୪୦୦ ରନର ଐତିହାସିକ ଇନିଂସ୍ ଖେଳିଥିଲେ। ସେ ନିଜ ଇନିଂସରେ ୪୩ ଚୌକା ଓ ୪ ଛକା ମାରିଥିଲେ। ଲାରାଙ୍କ ଏହି ମାରାଥନ୍ ଇନିଂସ୍ ବଳରେ ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଂସରେ ୫ ୱିକେଟ୍ ହରାଇ ୭୫୧ ରନ୍ କରି ପାଳି ଘୋଷଣା କରିଥିଲା। ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସରେ ୨୮୫ ରନରେ ଅଲଆଉଟ୍ ହୋଇଥିଲା । ଫଲୋଅନ୍ ଖାଇବା ପରେ ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ମାଇକେଲ୍ ଭନ୍ (୧୪୦)ଙ୍କ ଶତକ ବଳରେ ୫ ୱିକେଟ୍ ହରାଇ ୪୨୨ ରନ୍ କରି ମ୍ୟାଚ୍ ଡ୍ର' କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story