ପୂଜାରାଙ୍କୁ ପ୍ରଶଂସାରେ ପୋତିଲେ ଅଷ୍ଟ୍ରେଲିଆର ଏହି ବ୍ୟାଟ୍ସମ୍ୟାନ୍‌

ଏଡିଲେଡ୍‌: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏଡିଲେଡ୍‌ରେ ପ୍ରଥମ ଟେଷ୍ଟ୍ ମ୍ୟାଚ୍ ଖେଳା ଯାଉଥିବା ବେଳେ ଚେତେଶ୍ୱର ପୂଜାରାଙ୍କୁ ଅଷ୍ଟ୍ରେଲିଆର ଜଣେ ବ୍ୟାଟ୍ସମ୍ୟାନ୍ ଖୁବ୍ ପ୍ରଶଂସା କରିଛନ୍ତି। ସେ ହେଉଛନ୍ତି ଟ୍ରାଭିସ୍ ହେଡ୍। ସେ କହିଛନ୍ତି,“ଏହି ପିଚ୍‌ରେ ଚେତେଶ୍ୱର ପୂଜାରା ଯେମିତି ବ୍ୟାଟିଂ କଲେ, ତାହା ଅନ୍ୟ ବ୍ୟାଟ୍ସମ୍ୟାନ୍‌ ମାନଙ୍କ ପାଇଁ ଏକ ଉଦାହରଣ। ଏମିତି ପିଚ୍‌ରେ କେମିତି ବ୍ୟାଟିଂ କରିବାକୁ ହୁଏ, ତାହା ସେ କରି ଦେଖାଇଛନ୍ତି।” ଟ୍ରାଭିସ୍ କହିଛନ୍ତି,“ସେ ଯେଉଁ ବଲ୍‌କୁ ଛାଡ଼ି ଦେବା […]

pujara34

pujara34

Jitendra Garnayak
  • Published: Sunday, 09 December 2018
  • Updated: 09 December 2018, 12:34 PM IST

Sports

Latest News

ଏଡିଲେଡ୍‌: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏଡିଲେଡ୍‌ରେ ପ୍ରଥମ ଟେଷ୍ଟ୍ ମ୍ୟାଚ୍ ଖେଳା ଯାଉଥିବା ବେଳେ ଚେତେଶ୍ୱର ପୂଜାରାଙ୍କୁ ଅଷ୍ଟ୍ରେଲିଆର ଜଣେ ବ୍ୟାଟ୍ସମ୍ୟାନ୍ ଖୁବ୍ ପ୍ରଶଂସା କରିଛନ୍ତି। ସେ ହେଉଛନ୍ତି ଟ୍ରାଭିସ୍ ହେଡ୍।

ସେ କହିଛନ୍ତି,“ଏହି ପିଚ୍‌ରେ ଚେତେଶ୍ୱର ପୂଜାରା ଯେମିତି ବ୍ୟାଟିଂ କଲେ, ତାହା ଅନ୍ୟ ବ୍ୟାଟ୍ସମ୍ୟାନ୍‌ ମାନଙ୍କ ପାଇଁ ଏକ ଉଦାହରଣ। ଏମିତି ପିଚ୍‌ରେ କେମିତି ବ୍ୟାଟିଂ କରିବାକୁ ହୁଏ, ତାହା ସେ କରି ଦେଖାଇଛନ୍ତି।”

[caption id="attachment_310712" align="aligncenter" width="759"]travishead ଟ୍ରାଭିସ୍ ହେଡ୍[/caption]

ଟ୍ରାଭିସ୍ କହିଛନ୍ତି,“ସେ ଯେଉଁ ବଲ୍‌କୁ ଛାଡ଼ି ଦେବା କଥା, ସେହି ବଲ୍‌କୁ ଭଲ ଭାବେ ଛାଡ଼ି ଥିଲେ। ତାଙ୍କ ରକ୍ଷଣାତ୍ମକ ଖେଳ ଅତି ସୁନ୍ଦର ଥିଲା। ବଲ୍ ପୁରୁଣା ହେବା ପରେ ସେ ଅଧିକ ରନ୍ ସଂଗ୍ରହ କରିଥିଲେ। ନୂଆ ବଲ୍ ଯେତେବେଳେ ସୁଇଙ୍ଗ୍ କରୁଥିଲା ସେତେବେଳେ ସେ ଖୁବ୍ ଭଲ ଭାବେ ଏହାକୁ ଖେଳି ଥିଲେ।”

ଚଳିତ ଟେଷ୍ଟର ଉଭୟ ଇନିଂସ୍‌ରେ ଚେତେଶ୍ୱର ପୂଜାରା ଭଲ ଖେଳିଛନ୍ତି। ପ୍ରଥମ ଇନିଂସ୍‌ରେ ସେ ଧୈର୍ଯ୍ୟର ସହ ଖେଳି ୧୨୩ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସ୍‌ରେ ୭୧ ରନ୍ କରିଥିଲେ। ଉଭୟ ଇନିଂସ୍‌ରେ ସେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ ସର୍ବୋଚ୍ଚ ସ୍କୋର କରିଛନ୍ତି। ସେହିଭଳି ଦୁଇ ଦେଶର ପ୍ରଥମ ଇନିଂସ୍‌କୁ ଦେଖିଲେ ସେ ସବୁଠୁ ଭଲ ଖେଳିଥିଲେ।

ଭାରତ ଅଷ୍ଟ୍ରେଲିଆ ସମ୍ମୁଖରେ ୩୨୩ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି। ଭାରତ ପ୍ରଥମ ଇନିଂସ୍‌ରେ ୨୫୦ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସ୍‌ରେ ୩୦୭ ରନ୍ କରିଛି। ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ରେ ୨୩୫ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସ୍ ଖେଳୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story