ଟିମ୍‌ ବସ୍‌ରୁ ବିୟର୍‌ ପିଇବା ଅବସ୍ଥାରେ ବାହାରିଲେ ରବି ଶାସ୍ତ୍ରୀ

ମେଲବର୍ଣ୍ଣ: ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ କୋଚ୍ ଟିମ୍‌ ବସ୍‌ରୁ ବାହାରିବାର ଦୃଶ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପୂର୍ବରୁ ମଧ୍ୟ ମ୍ୟାଚ୍‌ ବ୍ୟତୀତ ଅନ୍ୟ ସବୁ ଘଟଣାକୁ ନେଇ ଟିମ୍‌ ଇଣ୍ଡିଆ ଚର୍ଚ୍ଚାକୁ ଆସିଥିଲାବେଳେ ଏଥର କିନ୍ତୁ ଟିକେ ନିଆରା। ମେଲବର୍ଣ୍ଣ ଟେଷ୍ଟ ସମୟରେ ବସ୍‌ରୁ ବାହାରିବାବେଳେ ଶାସ୍ତ୍ରୀ ବିୟର ପିଉଥିବାର ଏକ ଭିଡିଓ ଏବେ ବେଶ୍‌ ଚର୍ଚ୍ଚାରେ। ବସ୍‌ ବାହାରେ ଅପେକ୍ଷା କରି ରହିଥିବା ପ୍ରଶଂସକ ଟିମ୍‌ ଭାରତ ଆର୍ମିର ସଦସ୍ୟମାନେ ଉତ୍ସବ ମନାଉଥିବାର […]

beer

beer

Subrat Kumar Nayak
  • Published: Sunday, 30 December 2018
  • Updated: 31 December 2018, 09:12 AM IST

Sports

Latest News

ମେଲବର୍ଣ୍ଣ: ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ କୋଚ୍ ଟିମ୍‌ ବସ୍‌ରୁ ବାହାରିବାର ଦୃଶ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପୂର୍ବରୁ ମଧ୍ୟ ମ୍ୟାଚ୍‌ ବ୍ୟତୀତ ଅନ୍ୟ ସବୁ ଘଟଣାକୁ ନେଇ ଟିମ୍‌ ଇଣ୍ଡିଆ ଚର୍ଚ୍ଚାକୁ ଆସିଥିଲାବେଳେ ଏଥର କିନ୍ତୁ ଟିକେ ନିଆରା। ମେଲବର୍ଣ୍ଣ ଟେଷ୍ଟ ସମୟରେ ବସ୍‌ରୁ ବାହାରିବାବେଳେ ଶାସ୍ତ୍ରୀ ବିୟର ପିଉଥିବାର ଏକ ଭିଡିଓ ଏବେ ବେଶ୍‌ ଚର୍ଚ୍ଚାରେ।

ବସ୍‌ ବାହାରେ ଅପେକ୍ଷା କରି ରହିଥିବା ପ୍ରଶଂସକ ଟିମ୍‌ ଭାରତ ଆର୍ମିର ସଦସ୍ୟମାନେ ଉତ୍ସବ ମନାଉଥିବାର ଏକ ଦୃଶ୍ୟ ମଧ୍ୟ ଏଥିରେ ରହିଛି। ଭିଡିଓରେ ଦେଖାଯାଉଛି ଏହି ପ୍ରଶଂସକମାନେ ବାହାରେ ଗୀତର ତାଳେ ତାଳେ ଟିମ୍‌ ବିରାଟକୁ ସ୍ୱାଗତ କରୁଛନ୍ତି।
https://twitter.com/Cricketracker/status/1079298314145738752
ବସ୍‌ ଅଟକିବା ପରେ ଶାସ୍ତ୍ରୀ ବିୟର ହାତରେ ଧରି ଓହ୍ଲାଇଥିଲେ। କିନ୍ତୁ ଉତ୍ସବରତ ପ୍ରଶଂସକଙ୍କୁ ଅଣଦେଖା କରି ବିୟର ଢୋକ ମାରିମାରି ଆଗକୁ ଚାଲିଯାଇଥିଲେ।
ଏହି ଭିଡିଓରେ ଆହୁରି ମଧ୍ୟ ଦେଖାଯାଉଛି ଅଧିନାୟକ ବିରାଟ କୋହଲି ଭାରତ ଆର୍ମିର ଧୂନ୍‌ ସହିତ ତାଳଦେଇ ନାଚୁଥିଲେ।

ତେବେ ଶାସ୍ତ୍ରୀଙ୍କୁ ନେଇ ଟ୍ୱିଟର ବ୍ୟବହାରକାରୀ ଟ୍ରଲ୍‌ କରିବା ଏଥର ପ୍ରଥମଥର ନୁହେଁ। ପୂର୍ବରୁ ଭାଷ୍ୟକାର ସୁନୀଲ ଗାଭାସ୍କରଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ, “ସଚ୍‌ କହୁଁ ମୁଁହ ମେଁ..... ଆଗୟା।” ଏହି ଅବସରରେ ସେ ଏକ ଅଶ୍ଲୀଳ ଶବ୍ଦ ବ୍ୟବହାର କରି ବେଶ ସମାଲୋଚନାର ଶିକାର ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story