U-19 ୱାର୍ଲ୍ଡକପ୍‌: ଭାରତ-ପାକିସ୍ତାନ ସେମିଫାଇନାଲ ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ: ଯେକୌଣସି ଖେଳ ହେଉ, ଭାରତ-ପାକିସ୍ତାନ ଯଦି ମୁହାଁମୁହିଁ ହେଲେ ତେବେ ଏହାର ରୋମାଞ୍ଚ ବଢ଼ିଯାଇଥାଏ। ଯଦି କ୍ରିକେଟ୍‌ କଥା କୁହାଯାଏ, ଉଭୟ ଦେଶର କୋଟି କୋଟି ଦର୍ଶକ ଏହାକୁ ଯୁଦ୍ଧ ସହ ସମାନ ଭାବିଥାନ୍ତି। ଆଜି U-19 ୱାର୍ଲ୍ଡକପ୍‌ ସେମିଫାଇନାଲରେ ଏପରି ଏକ ମ୍ୟାଚ୍‌ ଦେଖିବାକୁ ମିଳିବ। ଭାରତୀୟ ସମୟ ରାତି ୩ଟାରେ ଏହି ମ୍ୟାଚ୍‌ ଆରମ୍ଭ ହେବ। ମ୍ୟାଚ୍‌ରୁ ଗୁରୁତ୍ୱକୁ ଦେଖି କୋଚ୍‌ ରାହୁଲ ଦ୍ରାବିଡ ଖେଳାଳିଙ୍କ ସହ ମିଟିଂ କରି ତାଙ୍କ ମନୋବଳ […]

cricket

cricket

Rakesh Mallick
  • Published: Monday, 29 January 2018
  • Updated: 29 January 2018, 09:59 PM IST

Sports

Latest News

ନୂଆଦିଲ୍ଲୀ: ଯେକୌଣସି ଖେଳ ହେଉ, ଭାରତ-ପାକିସ୍ତାନ ଯଦି ମୁହାଁମୁହିଁ ହେଲେ ତେବେ ଏହାର ରୋମାଞ୍ଚ ବଢ଼ିଯାଇଥାଏ। ଯଦି କ୍ରିକେଟ୍‌ କଥା କୁହାଯାଏ, ଉଭୟ ଦେଶର କୋଟି କୋଟି ଦର୍ଶକ ଏହାକୁ ଯୁଦ୍ଧ ସହ ସମାନ ଭାବିଥାନ୍ତି। ଆଜି U-19 ୱାର୍ଲ୍ଡକପ୍‌ ସେମିଫାଇନାଲରେ ଏପରି ଏକ ମ୍ୟାଚ୍‌ ଦେଖିବାକୁ ମିଳିବ। ଭାରତୀୟ ସମୟ ରାତି ୩ଟାରେ ଏହି ମ୍ୟାଚ୍‌ ଆରମ୍ଭ ହେବ।

ମ୍ୟାଚ୍‌ରୁ ଗୁରୁତ୍ୱକୁ ଦେଖି କୋଚ୍‌ ରାହୁଲ ଦ୍ରାବିଡ ଖେଳାଳିଙ୍କ ସହ ମିଟିଂ କରି ତାଙ୍କ ମନୋବଳ ବୃଦ୍ଧି କରିଛନ୍ତି।

ଉଭୟ ଭାରତ ଓ ପାକିସ୍ତାନ ସେମିଫାଇନାଲ ପୂର୍ବରୁ ୪ଟି ଲେଖାଏଁ ମ୍ୟାଚ୍‌ ଖେଳିଛନ୍ତି। ଭାରତ ସମସ୍ତ ୪ଟି ମ୍ୟାଚ୍‌ ଜିତି ସେମିଫାଇନାଲକୁ ଆସିଛି। ପ୍ରଥମ ଦୁଇଟି ମ୍ୟାଚ୍‌କୁ ଭାରତ ୧୦ ୱିକେଟ୍‌ରେ ଜିତିଛି। ଅନ୍ୟପକ୍ଷରେ ପାକିସ୍ତାନ ତା’ର ପ୍ରଥମ ମ୍ୟାଚ୍‌ରେ ଆଫଗାନିସ୍ତାନଠାରୁ ପରାସ୍ତା ହୋଇଥିଲା। ପରବର୍ତ୍ତି ୩ଟି ମ୍ୟାଚ୍‌ ଜିତି ଦଳ ସେମିଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story