ଅଲିମ୍ପିକ୍‌ ଯୋଗ୍ୟତା ପ୍ରର୍ଯ୍ୟାୟ ଇଭେଣ୍ଟରୁ ଅଯୋଗ୍ୟ ବିବେଚିତ ହେଲେ ଭିନେଶ

ଉଲ୍ଲାନ୍‌ବାତ୍ତୋର (ମଙ୍ଗୋଲିଆ): ପ୍ରଥମ ବିଶ୍ୱ ଅଲିମ୍ପିକ୍‌ ଯୋଗ୍ୟତା ପ୍ରର୍ଯ୍ୟାୟ ଇଭେଣ୍ଟରେ ଓଭରୱେଟ୍‌ ଯୋଗୁଁ ଅଯୋଗ୍ୟ ଘୋଷିତ ହୋଇଛନ୍ତି ମହିଳା କୁସ୍ତିଯୋଦ୍ଧା ଭିନେଶ ପୋଗତ । ଏହାସହ ଅନ୍ୟ ଭାରତୀୟ ମହିଳା କୁସ୍ତି ଯୋଦ୍ଧାମାନେ ମଧ୍ୟ ରିଓ ଅଲିମ୍ପିକ୍‌ ପାଇଁ ସ୍ଥାନ ପାଇ ପାରି ନାହାନ୍ତି। ଏହି ଖବର ଭାରତ ପାଇଁ ନିରାଶା ଆଣି ଦେଇଛି। ଭିନେଶ ୪୮ କେଜି ବର୍ଗରେ ଭାଗ ନେବାକୁ ପ୍ରତିଯୋଗିତା କରୁଥିଲେ ମଧ୍ୟ ତାଙ୍କର ଓଜନ ୪୦୦ଗ୍ରାମ ଅଧିକ ରହିଛି। ରେସିଲଂ ଫେଡେରେସନ […]

vinesh-phogat-fb

vinesh-phogat-fb

Rakesh Mallick
  • Published: Saturday, 23 April 2016
  • Updated: 23 April 2016, 01:29 PM IST

Sports

Latest News

ଉଲ୍ଲାନ୍‌ବାତ୍ତୋର (ମଙ୍ଗୋଲିଆ): ପ୍ରଥମ ବିଶ୍ୱ ଅଲିମ୍ପିକ୍‌ ଯୋଗ୍ୟତା ପ୍ରର୍ଯ୍ୟାୟ ଇଭେଣ୍ଟରେ ଓଭରୱେଟ୍‌ ଯୋଗୁଁ ଅଯୋଗ୍ୟ ଘୋଷିତ ହୋଇଛନ୍ତି ମହିଳା କୁସ୍ତିଯୋଦ୍ଧା ଭିନେଶ ପୋଗତ । ଏହାସହ ଅନ୍ୟ ଭାରତୀୟ ମହିଳା କୁସ୍ତି ଯୋଦ୍ଧାମାନେ ମଧ୍ୟ ରିଓ ଅଲିମ୍ପିକ୍‌ ପାଇଁ ସ୍ଥାନ ପାଇ ପାରି ନାହାନ୍ତି। ଏହି ଖବର ଭାରତ ପାଇଁ ନିରାଶା ଆଣି ଦେଇଛି। ଭିନେଶ ୪୮ କେଜି ବର୍ଗରେ ଭାଗ ନେବାକୁ ପ୍ରତିଯୋଗିତା କରୁଥିଲେ ମଧ୍ୟ ତାଙ୍କର ଓଜନ ୪୦୦ଗ୍ରାମ ଅଧିକ ରହିଛି।

ରେସିଲଂ ଫେଡେରେସନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ)ର ଜଣେ ଉଚ୍ଚପଦସ୍ଥ କର୍ମଚାରୀ କହିଛନ୍ତି,“ ଭିନେଶଙ୍କର ଓଜନ ଆବଶ୍ୟକତା ଠାରୁ  ୪୦୦ ଗ୍ରାମ ଅଧିକ ହେବାରୁ ସେ ପ୍ରତିଯୋଗିତାରେ ଅଯୋଗ୍ୟ ବିବେଚିତ ହୋଇଛନ୍ତି।”

ରିଓ ଅଲିମ୍ପିକ୍ ଟିକେଟ ପାଇଁ ୪୮ କେଜି ବର୍ଗରେ ଭାରତ ଏହି ସୁଯୋଗ ହାତଛଡା କରିଛି। ତେବେ ଆଉ ଏକ ଶେଷ ସୁଯୋଗ ଭାରତ ପାଇଁ ରହିଛି। ଆସନ୍ତା ମେ’ ୬-୮ମଧ୍ୟରେ ତୁର୍କୀର ଇସ୍ତାନବୁଲରେ ଦ୍ୱିତୀୟ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ  ହେବ। ଏଥିରେ ଭାରତ ପକ୍ଷରୁ ଯୋଗ୍ୟତା ଅର୍ଜନ କଲେ ରିଓ ଅଲିମ୍ପିକ୍‌ ପାଇଁ ଟିକେଟ୍‌ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story