ବିନିତ୍ ରାଏଙ୍କ ସହ ଚୁକ୍ତି ବଢ଼ାଇଲା ଓଡ଼ିଶା ଏଫସି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ଫୁଟବଲ ଟିମର ଷ୍ଟାର୍ ଖେଳାଳି ବିନିତ୍ ରାଏଙ୍କ ସହ ଇଣ୍ଡିଆନ୍ ସୁପର୍ ଲିଗ୍ (ଆଇଏସଏଲ୍‌) ଫ୍ରାଞ୍ଚାଇଜି ଓଡ଼ିଶା ଏଫସି ଚୁକ୍ତି ବଢ଼ାଇଛି। ବିନିତ୍ ଏବେ ୨୦୨୩ ପର୍ଯ୍ୟନ୍ତ ଟିମର ସଦସ୍ୟ ରହିବେ। ଏ ନେଇ ଓଡ଼ିଶା ଏଫସିର ମାଲିକ ରୋହନ୍ ଶର୍ମା କହିଛନ୍ତି, “ଓଡ଼ିଶା ଏଫସି ପାଇଁ ଆଜିର ଦିନ ବହୁତ ବଡ଼। ବିନିତ୍ ଜଣେ ଚମତ୍କାର ଖେଳାଳି ଏବଂ ଭବିଷ୍ୟତର କ୍ୟାପଟେନ୍। ଚଳିତ ସଂସ୍କରଣରେ ଓଡ଼ିଶା ଏଫସି ପାଇଁ ସେ […]

vinit

vinit

Ranjit Kumar Jena
  • Published: Friday, 17 January 2020
  • Updated: 17 January 2020, 10:17 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ଫୁଟବଲ ଟିମର ଷ୍ଟାର୍ ଖେଳାଳି ବିନିତ୍ ରାଏଙ୍କ ସହ ଇଣ୍ଡିଆନ୍ ସୁପର୍ ଲିଗ୍ (ଆଇଏସଏଲ୍‌) ଫ୍ରାଞ୍ଚାଇଜି ଓଡ଼ିଶା ଏଫସି ଚୁକ୍ତି ବଢ଼ାଇଛି। ବିନିତ୍ ଏବେ ୨୦୨୩ ପର୍ଯ୍ୟନ୍ତ ଟିମର ସଦସ୍ୟ ରହିବେ।

ଏ ନେଇ ଓଡ଼ିଶା ଏଫସିର ମାଲିକ ରୋହନ୍ ଶର୍ମା କହିଛନ୍ତି, "ଓଡ଼ିଶା ଏଫସି ପାଇଁ ଆଜିର ଦିନ ବହୁତ ବଡ଼। ବିନିତ୍ ଜଣେ ଚମତ୍କାର ଖେଳାଳି ଏବଂ ଭବିଷ୍ୟତର କ୍ୟାପଟେନ୍। ଚଳିତ ସଂସ୍କରଣରେ ଓଡ଼ିଶା ଏଫସି ପାଇଁ ସେ ବହୁତ ସଫଳତା ହାସଲ କରିଛନ୍ତି। ଗତ ତିନିବର୍ଷ ମଧ୍ୟରେ ସେ ଯେଉଁଭଳି ଭାବେ ନିଜ ପ୍ରଦର୍ଶନରେ ଉନ୍ନତି ଆଣିଛନ୍ତି, ତାହା ଅତ୍ୟନ୍ତ ପ୍ରଶଂସାଯୋଗ୍ୟ। ଆଗାମୀ ତିନିବର୍ଷ ସେ ଆହୁରି ସଫଳ ହେବେ ନେଇ ଆମେ ଆଶାବାଦୀ।"

ସେହିପରି ଖୋଦ୍ ବିନିତ୍ କହିଛନ୍ତି, ଓଡ଼ିଶା ଏଫସି ସହ ଚୁକ୍ତି ନବୀକରଣ ହେବା ନେଇ ମୁଁ ବହୁତ ଖୁସି। ଓଡ଼ିଶା ଏଫସି ମୋତେ ଆଇଏସଏଲରେ ନିୟମିତ ଖେଳିବା ପାଇଁ ସୁଯୋଗ ଦେଇଛି ଏବଂ ଏହି କ୍ଲବରେ ଯୋଗଦେବା ପରଠାରୁ ମୋ ପ୍ରଦର୍ଶନରେ ବହୁତ ଉନ୍ନତି ମଧ୍ୟ ହୋଇଛି। ବର୍ତ୍ତମାନ ଆମ ପାଖରେ ପ୍ଲେଅଫରେ ପହଞ୍ଚିବାର ଭଲ ସୁଯୋଗ ରହିଛି ଏବଂ ମୁଁ ଟିମ୍ ପ୍ରତି ଯଥାସମ୍ଭବ ଯୋଗଦାନ କରିବାକୁ ପ୍ରୟାସ କରିବି ବୋଲି ବିନିତ୍ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story