‘ସେଗ୍‌ୱେ’ ପ୍ରେମରେ କୋହଲି ଓ ଧୋନି, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୱିକେଟ୍‌ କିପର୍ ତଥା ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଜଣେ ବାଇକ୍‌ ପ୍ରେମୀ। ତାଙ୍କ ପାଖରେ ବୁଲେଟ୍‌ ଠାରୁ ଆରମ୍ଭ କରି ଏକାଧିକ ଦାମୀ ଦୁଇ ଚକିଆ ଗାଡ଼ି ରହିଛି। ଅନ୍ୟପକ୍ଷରେ ଭାରତୀୟ କ୍ରିକେଟ୍‌ ଟିମ୍‌ର ବର୍ତ୍ତମାନର ଅଧିନାୟକ ବିରାଟ କୋହଲି କାର୍‌ ପ୍ରେମୀ। ତାଙ୍କ ପାଖରେ ବିଭିନ୍ନ ବ୍ରାଣ୍ଡର ଏକାଧିକ ଦାମୀ କାର୍ ରହିଛି। ତେବେ ନ୍ୟୁଜିଲ୍ୟାଣ୍ଡରେ ଦୁହେଁ ‘ସେଗ୍‌ୱେ’ (ଏକ ଦୁଇ ଚକିଆ ଯାନ) […]

viratanddhoni

viratanddhoni

Jitendra Garnayak
  • Published: Thursday, 24 January 2019
  • Updated: 24 January 2019, 11:20 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୱିକେଟ୍‌ କିପର୍ ତଥା ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଜଣେ ବାଇକ୍‌ ପ୍ରେମୀ। ତାଙ୍କ ପାଖରେ ବୁଲେଟ୍‌ ଠାରୁ ଆରମ୍ଭ କରି ଏକାଧିକ ଦାମୀ ଦୁଇ ଚକିଆ ଗାଡ଼ି ରହିଛି। ଅନ୍ୟପକ୍ଷରେ ଭାରତୀୟ କ୍ରିକେଟ୍‌ ଟିମ୍‌ର ବର୍ତ୍ତମାନର ଅଧିନାୟକ ବିରାଟ କୋହଲି କାର୍‌ ପ୍ରେମୀ। ତାଙ୍କ ପାଖରେ ବିଭିନ୍ନ ବ୍ରାଣ୍ଡର ଏକାଧିକ ଦାମୀ କାର୍ ରହିଛି। ତେବେ ନ୍ୟୁଜିଲ୍ୟାଣ୍ଡରେ ଦୁହେଁ ‘ସେଗ୍‌ୱେ’ (ଏକ ଦୁଇ ଚକିଆ ଯାନ) ପ୍ରେମରେ ପଡ଼ି ଯାଇଛନ୍ତି।

viratବୁଧବାର ପ୍ରଥମ ଦିନିକିଆ ମ୍ୟାଚ୍ ପରେ ବିରାଟ ଓ ଧୋନି ‘ସେଗ୍‌ୱେ’ର ମଜା ନେଇଥିଲେ। ଦୁହେଁ ନାପିଅରରେ ପଡ଼ିଆ ଭିତରେ ‘ସେଗ୍‌ୱେ’ରେ ବୁଲି ଥିଲେ। ବିସିସିଆଇ ଏହାର ଏକ ଭିଡିଓକୁ ତା’ଣ ଅଫିସିଆଲ୍ ଟ୍ୱିଟର ଏକାଉଣ୍ଟରେ ପୋଷ୍ଟ୍ କରିଛି।

ଅଷ୍ଟ୍ରେଲିଆକୁ ତା’ରି ମାଟିରେ ପ୍ରଥମ ଥର ପାଇଁ ଉଭୟ ଟେଷ୍ଟ୍ ଓ ଦିନିକିଆ ସିରିଜ୍‌ରେ ପରାସ୍ତ କରିବା ପରେ ବିରାଟଙ୍କ ନେତୃତ୍ୱାଧୀନ ଟିମ୍ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଯାଇଛି। ସେଠାରେ ଗତକାଲି ପ୍ରଥମ ଦିନିକିଆ ମ୍ୟାଚ୍ ଖେଳା ଯାଇଥିଲା। ଏଥିରେ ଭାରତ ବିଜୟୀ ହୋଇଛି।

ଶନିବାର ୫ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍ ଖେଳା ଯିବ। ତା’ପରେ ଘରୋଇ ଟିମ୍‌ ସହିତ ଦଳ ୩ଟି ମ୍ୟାଚ୍ ବିଶିଷ୍ଟ ଏକ ଟି-ଟ୍ୱେଣ୍ଟି ସିରିଜ୍‌ ବି ଖେଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story