ରିଚାର୍ଡ୍ସଙ୍କଠାରୁ ଟିପ୍ସ ନେଲେ ଭାରତୀୟ କ୍ରିକେଟର

ଆଣ୍ଟିଗୁଆ: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳ ମଙ୍ଗଳବାର ଭେଟିଛନ୍ତି କ୍ରିକେଟ କିମ୍ବଦନ୍ତୀ ଭିଭିଆନ୍‌ ରିଚାର୍ଡ୍ସଙ୍କୁ। ଭାରତୀୟ ଦଳ ରହୁଥିବା ହୋଟେଲରେ ଟେଷ୍ଟ ଅଧିନାୟକ ବିରାଟ କୋହଲି କହିଛନ୍ତି,“ଭିଭିଆନ୍‌ ଆମକୁ ‘words of gold’ ଦେଇଛନ୍ତି।” ଚଳିତ ମାସ ୨୧ରୁ ୨୫ ତାରିଖ ମଧ୍ୟରେ ସାର ଭିଭିଆନ୍‌ ରିଚାର୍ଡ୍ସ ଷ୍ଟାଡିୟମରେ ୪ ଟିକିଆ ଟେଷ୍ଟ ସିରଜ୍‌ରୁ ପ୍ରଥମଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏହା ପୂର୍ବରୁ ଭାରତୀୟ କ୍ରିକେଟରଙ୍କୁ ଭେଟିଛନ୍ତି ଏହି ମହାନ କ୍ରିକେଟର […]

virat and vvin

virat and vvin

Rakesh Mallick
  • Published: Tuesday, 19 July 2016
  • Updated: 19 July 2016, 05:28 PM IST

Sports

Latest News

ଆଣ୍ଟିଗୁଆ: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳ ମଙ୍ଗଳବାର ଭେଟିଛନ୍ତି କ୍ରିକେଟ କିମ୍ବଦନ୍ତୀ ଭିଭିଆନ୍‌ ରିଚାର୍ଡ୍ସଙ୍କୁ। ଭାରତୀୟ ଦଳ ରହୁଥିବା ହୋଟେଲରେ ଟେଷ୍ଟ ଅଧିନାୟକ ବିରାଟ କୋହଲି କହିଛନ୍ତି,“ଭିଭିଆନ୍‌ ଆମକୁ ‘words of gold’ ଦେଇଛନ୍ତି।”

ଚଳିତ ମାସ ୨୧ରୁ ୨୫ ତାରିଖ ମଧ୍ୟରେ ସାର ଭିଭିଆନ୍‌ ରିଚାର୍ଡ୍ସ ଷ୍ଟାଡିୟମରେ ୪ ଟିକିଆ ଟେଷ୍ଟ ସିରଜ୍‌ରୁ ପ୍ରଥମଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏହା ପୂର୍ବରୁ ଭାରତୀୟ କ୍ରିକେଟରଙ୍କୁ ଭେଟିଛନ୍ତି ଏହି ମହାନ କ୍ରିକେଟର ଜଣକ। ଭାରତର ବିରାଟ କୋହଲିଙ୍କ ସମେତ ଶିଖର ଧୱନ, ଆଜିଙ୍କ୍ୟ ରାହାଣେ, ମୂରଲୀ ବିଜୟ ଓ କେଏଲ୍‌ ରାହୁଲ ଭିଭିଆନ୍‌ଙ୍କ ସହ ମିଶି ଫଟୋସୁଟ୍‌ କରିଥିଲେ।  ଏହି ଅବସରରେ ସେ ଭାରତୀୟ କ୍ରିକେଟରଙ୍କୁ ବହୁ ମହତ୍ୱପୂର୍ଣ୍ଣ ଟିପ୍ସ  ଦେଇଥିବା ଜଣାପଡିଛି।

କୋହଲି ତାଙ୍କ ଅଫିସିଆଲ୍‌ ଟ୍ୱିଟର ପେଜରେ କହିଛନ୍ତି,“କ୍ରିକେଟ କିମ୍ବଦନ୍ତୀ ଭିଭିଆନ୍‌ ରିଚାର୍ଡ୍ସଙ୍କ ସହ ମୋର ଆଜି ଏକ ଅବିସ୍ମରଣୀୟ ଭେଟ ହୋଇଛି। ଆଜି ମୁଁ ବହୁତ ଖୁସି।”

ଶିଖର ଧୱନ କହିଛନ୍ତି,“ଭିଭିଆନ୍‌ ଦି ଗ୍ରେଟ୍‌ଙ୍କ ସହ ଭେଟ କରିଥିବାରୁ ମୁଁ ଆଜି ବହୁତ ଖୁସି। ବ୍ୟାଟିଂ ନେଇ ତାଙ୍କଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଟିପ୍ସ ପାଇଛି। ଏହା ପାଇ ମୁଁ ବହୁତ ଖୁସି ଅନୁଭବ କରୁଛି।”

କେଏଲ୍ ରାହୁଲ କହିଛନ୍ତି,“ମୁଁ ଭିଭିଆନ୍‌ଙ୍କ ବ୍ୟାଟିଂର ଜଣେ ବଡ ପ୍ରଶଂସକ। ମତେ ଏହି ଅତି ସରଳ ବ୍ୟକ୍ତି ଜଣକ ବହୁ ଗୁରୁତ୍ୱପୂର୍ଣ୍ଣ ଟିପ୍ସ ଦେଇଛନ୍ତି।”

ଏହି ଅବସରରେ ସେ ଖେଳାଳି ଓ ବିସିସିଆଇର ବରିଷ୍ଠ କର୍ମକର୍ତ୍ତାଙ୍କ ସହିତ ମିଶି ସେଲ୍‌ଫି ନେବା ସହ ଆଲୋଚନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story