ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍‌ରେ ସଚିନ୍‌ଙ୍କ ରେକର୍ଡ ଭାଙ୍ଗିବେ କୋହଲି

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୫ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଅକ୍ଟୋବର ୨୧ ତାରିଖଠାରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ ଗୁଆହାଟୀରେ ଖେଳା ଯିବ। ଏହି ସିରିଜ୍‌ରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଆଉ ଏକ ବ୍ୟାଟିଂ ରେକର୍ଡ ଭାଙ୍ଗିବେ। କୋହଲି ଏହି ସିରିଜ୍‌ରେ ଆଉ ୧୮୫ ରନ୍ କଲେ ଦିନିକିଆରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସବୁଠୁ ଅଧିକ ରନ୍ ସଂଗ୍ରହକାରୀ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଯିବେ। ଏବେ ଏହି ରେକର୍ଡ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ନାଁରେ […]

virat

virat

Jitendra Garnayak
  • Published: Tuesday, 16 October 2018
  • Updated: 16 October 2018, 01:34 PM IST

Sports

Latest News

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୫ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଅକ୍ଟୋବର ୨୧ ତାରିଖଠାରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ ଗୁଆହାଟୀରେ ଖେଳା ଯିବ।

ଏହି ସିରିଜ୍‌ରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଆଉ ଏକ ବ୍ୟାଟିଂ ରେକର୍ଡ ଭାଙ୍ଗିବେ।

କୋହଲି ଏହି ସିରିଜ୍‌ରେ ଆଉ ୧୮୫ ରନ୍ କଲେ ଦିନିକିଆରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସବୁଠୁ ଅଧିକ ରନ୍ ସଂଗ୍ରହକାରୀ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଯିବେ। ଏବେ ଏହି ରେକର୍ଡ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ନାଁରେ ରହିଛି।

sachin1ସଚିନ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୩୯ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ଏଥିରୁ ସେ ୧୫୭୩ ରନ୍ ସଂଗ୍ରହ କରିଥିଲେ। ୫୨.୭୩ ହାରରେ ସେ ଏହି ରନ୍ ସଂଗ୍ରହ କରିଥିଲେ। ଏଥିରେ ୪ଟି ଶତକ ଓ ୧୧ଟି ଅର୍ଦ୍ଧ ଶତକ ରହିଥିଲା।

କୋହଲି ବର୍ତ୍ତମାନ ସୁଦ୍ଧା ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୨୭ଟି ଦିନିକିଆ ମ୍ୟାଚ୍ ଖେଳି ସାରିଛନ୍ତି। ଏଥିରୁ ସେ ୧୩୮୭ ରନ୍ ସଂଗ୍ରହ କରିଛନ୍ତି। ୬୦.୩୦ ହାରରେ ସେ ଏହି ରନ୍ ସଂଗ୍ରହ କରିଛନ୍ତି। ଏଥିରେ ୪ଟି ଶତକ ଓ ୯ଟି ଅର୍ଦ୍ଧ ଶତକ ସାମିଲ ଅଛି।

ରାହୁଲ ଦ୍ରାବିଡ଼ ତୃତୀୟ ସ୍ଥାନରେ ଅଛନ୍ତି। ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୪୦ଟି ଦିନିକିଆ ମ୍ୟାଚ୍ ଖେଳି ୧୩୪୮ ରନ୍ ସଂଗ୍ରହ କରିଥିବା ବେଳେ ସୌରଭ ଗାଙ୍ଗୁଲି ୨୭ଟି ମ୍ୟାଚ୍ ଖେଳି ୧୧୪୨ ରନ୍ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story