୧୧ ବର୍ଷ ପରେ ବିନା ଶତକରେ ବର୍ଷ ଶେଷ କଲେ କୋହଲି

କ୍ୟାନବେରା: କରୋନା ମହାମାରୀ ଭିତରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜର ଅନ୍ତିମ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ ଦ୍ରୁତ ୧୨ହଜାର ରନ୍ କରି ୱାଲ୍‌ର୍ଡ କରିଥିବା ଭାରତୀୟ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ନାଁରେ ଏକ ଲଜ୍ଜାଜନକ ରେକର୍ଡ ଯୋଡ଼ି ହୋଇଛି। ଏହି ମ୍ୟାଚରେ କୋହଲି ଅର୍ଦ୍ଧଶତକ ମାରିଥିଲେ ହେଁ ଶତକରୁ ବଞ୍ଚିତ ହୋଇଥିଲେ। ସେ ୬୩ ରନ୍ କରି ଆଉଟ୍ ହୋଇଛନ୍ତି। ଏଥିସହ ତାଙ୍କ ନାଁରେ ଚଳିତ ବର୍ଷ ଗୋଟିଏ ବି ଶତକ ନମାରିବାର […]

kohli

kohli

Ranjit Kumar Jena
  • Published: Wednesday, 02 December 2020
  • Updated: 02 December 2020, 03:16 PM IST

Sports

Latest News

କ୍ୟାନବେରା: କରୋନା ମହାମାରୀ ଭିତରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜର ଅନ୍ତିମ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ ଦ୍ରୁତ ୧୨ହଜାର ରନ୍ କରି ୱାଲ୍‌ର୍ଡ କରିଥିବା ଭାରତୀୟ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ନାଁରେ ଏକ ଲଜ୍ଜାଜନକ ରେକର୍ଡ ଯୋଡ଼ି ହୋଇଛି। ଏହି ମ୍ୟାଚରେ କୋହଲି ଅର୍ଦ୍ଧଶତକ ମାରିଥିଲେ ହେଁ ଶତକରୁ ବଞ୍ଚିତ ହୋଇଥିଲେ। ସେ ୬୩ ରନ୍ କରି ଆଉଟ୍ ହୋଇଛନ୍ତି। ଏଥିସହ ତାଙ୍କ ନାଁରେ ଚଳିତ ବର୍ଷ ଗୋଟିଏ ବି ଶତକ ନମାରିବାର ରେକର୍ଡ ଯୋଡ଼ି ହୋଇଛି।

୨୦୦୮ରେ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ଏହା ପରେ ୨୦୦୯ରୁ ପ୍ରତିବର୍ଷ କୋହଲିଙ୍କ ବ୍ୟାଟରୁ ଶତକ ବାହାରିଛି। ତେବେ ଗତ ତିନିବର୍ଷ ହେବ ବିରାଟ୍ ଜବରଦସ୍ତ ଫର୍ମରେ ରହିଆସିଛନ୍ତି। ସେ ୨୦୧୭ ଓ ୨୦୧୮ରେ ୬ଟି ଲେଖାଏ ଓ ୨୦୧୯ରେ ୫ଟି ଶତକମ ମାରିଥିଲେ। କିନ୍ତୁ ଚଳିତ ବର୍ଷ ଅର୍ଥାତ୍ ୨୦୨୦ରେ କୋହଲି ଗୋଟିଏ ବି ଶତକ ମାରିବାକୁ ସଫଳ ହୋଇନାହାନ୍ତି। ଚଳିତ ବର୍ଷ କୋହଲି ୯ ଦିନିକିଆ ମ୍ୟାଚ୍ ଖେଳି ୪୩୧ ରନ୍ କରିଛନ୍ତି, ଯେଉଁଥିରେ ତାଙ୍କ ନାଁରେ ୫ଟି ଅର୍ଦ୍ଧଶତକ ରହିଛି।

ସେହିପରି ଆଜି ମ୍ୟାଚରେ କୋହଲିଙ୍କ ୱିକେଟ୍ ନେଇ ଜୋଡ୍ ହେଜଲଉଡ୍ ନିଜ ନାଁରେ ଏକ ରେକର୍ଡ କରିଛନ୍ତି। ହେଜଲଉଡ୍ ଦିନିକିଆରେ ଲଗାତର ୪ଟି ଇନିଂସରେ କୋହଲିଙ୍କୁ ଆଉଟ୍ କରିଛନ୍ତି। ଦିନିକିଆ କ୍ରିକେଟରେ ସେ ପ୍ରଥମ ବୋଲର ଭାବେ ଏଭଳି ରେକର୍ଡ କରିଛନ୍ତି। ଏହା ପୂର୍ବରୁ ୨୦୧୨-୧୩ ପାକିସ୍ତାନର ଜୁନେଦ୍ ଖାନ୍ ତିନିଥର କୋହଲିଙ୍କୁ ଆଉଟ୍ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story