କ୍ୟାପଟେନଶିପରେ କୋହଲିଙ୍କ ଅର୍ଦ୍ଧଶତକ

ପୁଣେ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଗୁରୁବାର ନୂଆ ଉପଲବ୍ଧି ନିଜ ନାଁରେ କରିଛନ୍ତି। କୋହଲି ଭାରତର ଦ୍ୱିତୀୟ କ୍ୟାପଟେନ୍ ଭାବେ ୫୦ତମ ଟେଷ୍ଟରେ ଟିମ୍ ଇଣ୍ଡିଆର ନେତୃତ୍ୱଭାର ସମ୍ଭାଳିଛନ୍ତି। କୋହଲିଙ୍କ ପୂର୍ବରୁ ମହେନ୍ଦ୍ର ସିଂହ ଧୋନି ୫୦ରୁ ଅଧିକ ମ୍ୟାଚରେ ଭାରତୀୟ ଟିମର ନେତୃତ୍ୱ ନେଇଛନ୍ତି। କ୍ୟାପଟେନ୍ ଭାବେ ଅର୍ଦ୍ଧଶତକ ହାସଲ କରିବାରେ କୋହଲି ବିଶ୍ୱର ୧୪ତମ ଏବଂ ଭାରତର ଦ୍ୱିତୀୟ କ୍ୟାପଟେନ୍ ହୋଇଛନ୍ତି। ଏହି ଟେଷ୍ଟ ପୂର୍ବରୁ କୋହଲି ଭାରତୀୟ କ୍ୟାପଟେନଙ୍କ ତାଲିକାରେ […]

kohli

kohli

Ranjit Kumar Jena
  • Published: Thursday, 10 October 2019
  • Updated: 10 October 2019, 05:01 PM IST

Sports

Latest News

ପୁଣେ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଗୁରୁବାର ନୂଆ ଉପଲବ୍ଧି ନିଜ ନାଁରେ କରିଛନ୍ତି। କୋହଲି ଭାରତର ଦ୍ୱିତୀୟ କ୍ୟାପଟେନ୍ ଭାବେ ୫୦ତମ ଟେଷ୍ଟରେ ଟିମ୍ ଇଣ୍ଡିଆର ନେତୃତ୍ୱଭାର ସମ୍ଭାଳିଛନ୍ତି। କୋହଲିଙ୍କ ପୂର୍ବରୁ ମହେନ୍ଦ୍ର ସିଂହ ଧୋନି ୫୦ରୁ ଅଧିକ ମ୍ୟାଚରେ ଭାରତୀୟ ଟିମର ନେତୃତ୍ୱ ନେଇଛନ୍ତି। କ୍ୟାପଟେନ୍ ଭାବେ ଅର୍ଦ୍ଧଶତକ ହାସଲ କରିବାରେ କୋହଲି ବିଶ୍ୱର ୧୪ତମ ଏବଂ ଭାରତର ଦ୍ୱିତୀୟ କ୍ୟାପଟେନ୍ ହୋଇଛନ୍ତି।

ଏହି ଟେଷ୍ଟ ପୂର୍ବରୁ କୋହଲି ଭାରତୀୟ କ୍ୟାପଟେନଙ୍କ ତାଲିକାରେ ସୌରଭ ଗାଙ୍ଗୁଲିଙ୍କ ସହ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନରେ ଥିଲେ। ଗାଙ୍ଗୁଲି ୪୯ ଟେଷ୍ଟରେ ଭାରତର ନେତୃତ୍ୱ ନେଇ ତୃତୀୟ ସ୍ଥାନରେ ଅଛନ୍ତି। ଧୋନି (୨୦୦୮-୨୦୧୪) ୬୦ ଟେଷ୍ଟରେ ଭାରତର ନେତୃତ୍ୱ ନେଇ ଆଗରେ ରହିଛନ୍ତି। ବିରାଟ୍ କୋହଲି ୨୦୧୪ରେ ଅଷ୍ଟ୍ରେଲିଆରେ ପ୍ରଥମଥର ପାଇଁ ଭାରତର ନେତୃତ୍ୱଭାର ସମ୍ଭାଳିଥିଲେ। ଏହି ସିରିଜରେ ଧୋନି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ ଏବଂ କୋହଲିଙ୍କୁ ପୂର୍ଣ୍ଣ ଭାବେ ଭାରତୀୟ ଟେଷ୍ଟ ଟିମର କ୍ୟାପଟେନ୍ କରାଯାଇଥିଲା।

ବିଶ୍ୱରେ ସର୍ବାଧିକ ଟେଷ୍ଟ ମ୍ୟାଚରେ କ୍ୟାପଟେନ୍ସି କରିବା ମାମଲାରେ ଦକ୍ଷିଣ ଆଫ୍ରିକାର ଗ୍ରେମ୍ ସ୍ମିଥ୍ ଆଗରେ ରହିଛନ୍ତି। ମାତ୍ର ୧୯ ବର୍ଷରେ ଦକ୍ଷିଣ ଆଫ୍ରିକା ଟିମର କ୍ୟାପଟେନ୍ ଭାର ସମ୍ଭାଳିଥିବା ସ୍ମିଥ୍ (୨୦୦୩-୨୦୧୪) ୧୦୯ ଟେଷ୍ଟ ମ୍ୟାଚରେ ନିଜ ଟିମର ନେତୃତ୍ୱ ସମ୍ଭାଳିଥିଲେ। ତାଙ୍କ ପରେ ଅଷ୍ଟ୍ରେଲିଆର ଆଲାନ୍ ବର୍ଡର୍ (୧୯୮୪-୧୯୯୪) ୯୩ ଟେଷ୍ଟ ସହ ଦ୍ୱିତୀୟ, ନ୍ୟୁଜିଲ୍ୟାଣ୍ଡର ଷ୍ଟିଫେନ୍ ଫ୍ଲେମିଙ୍ଗ୍ (୧୯୯୭-୨୦୦୬) ୮୦ ଟେଷ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story