ସମ୍ମାନ ରଖିଲା ଅଷ୍ଟ୍ରେଲିଆ, ୨-୧ରେ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ

ସିଡନୀ: ମଉଳିଲା ଟିମ୍ ଇଣ୍ଡିଆର କ୍ଲିନସୁଇପ୍ ଆଶା। ମଙ୍ଗଳବାର ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆ ୧୨ ରନରେ ଭାରତକୁ ହରାଇ ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି। ପରାଜୟ ସତ୍ତ୍ୱେ ଭାରତ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୨-୧ରେ ଜିତି ନେଇଛି। ଏସସିଜିରେ ଖେଳାଯାଇଥିବା ଏହି ମ୍ୟାଚରେ ମାଥ୍ୟୁ ୱେଡ୍ ଓ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୮୬ ରନ୍ କରିଥିଲା। ଜବାବରେ ଭାରତ […]

ind

ind

Ranjit Kumar Jena
  • Published: Tuesday, 08 December 2020
  • Updated: 08 December 2020, 05:25 PM IST

Sports

Latest News

ସିଡନୀ: ମଉଳିଲା ଟିମ୍ ଇଣ୍ଡିଆର କ୍ଲିନସୁଇପ୍ ଆଶା। ମଙ୍ଗଳବାର ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆ ୧୨ ରନରେ ଭାରତକୁ ହରାଇ ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି। ପରାଜୟ ସତ୍ତ୍ୱେ ଭାରତ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୨-୧ରେ ଜିତି ନେଇଛି। ଏସସିଜିରେ ଖେଳାଯାଇଥିବା ଏହି ମ୍ୟାଚରେ ମାଥ୍ୟୁ ୱେଡ୍ ଓ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୮୬ ରନ୍ କରିଥିଲା। ଜବାବରେ ଭାରତ ୭ ୱିକେଟରେ ୧୭୪ ରନ୍ କରି ପରାସ୍ତ ହୋଇଥିଲା। ଭାରତ ପକ୍ଷରୁ ବିରାଟ୍‌ କୋହଲି ୮୫ ରନର ଲଢ଼ୁଆ ଇନିଂସ୍ ଖେଳିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିପାରିନାହାନ୍ତି।

୧୮୭ ରନର ଲକ୍ଷ୍ୟର ପିଛା କରୁଥିବା ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ଓପ୍ନର ଲୋକେଶ ରାହୁଲ୍‌ ଖାତା ଖୋଲିପାରି ନଥିଲେ। ତେବେ ଶିଖର ଧୱନ୍ ଓ ଇନଫର୍ମ କ୍ୟାପଟେନ୍ କୋହଲି ଜବରଦସ୍ତ ବ୍ୟାଟିଂ କରି ୨ୟ ୱିକେଟ୍‌ ପାଇଁ ୭୪ ରନର ଭାଗିଦାରୀ କରିଥିଲେ। ମିଚେଲ୍ ସ୍ୱେପସନଙ୍କ ବଲରେ ବଡ଼ ଶଟ୍ ଖେଳିବା ପ୍ରୟାସରେ ଧୱନ୍ (୨୮) ଡାନିଏଲ୍ ସାମ୍ସଙ୍କ ଦ୍ବାରା ଧରାପଡ଼ିଥିଲେ। ସଞ୍ଜୁ ସାମସନ୍ (୧୦) ପୁଣି ନିରାଶ କରିଥିବା ବେଳେ ଶ୍ରେୟସ୍ ଆୟର୍ ପ୍ରଥମ ବଲରେ ପ୍ୟାଭିଲିୟନ୍ ଫେରିଥିଲେ। ଦୁହିଁଙ୍କୁ ସ୍ୱେପସନ୍ ଆଉଟ୍‌ କରିଥିଲେ।

ପୂର୍ବ ମ୍ୟାଚର ହିରୋ ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଆରମ୍ଭ କରିଥିଲେ ହେଁ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ଲଢ଼ୁଆ ବ୍ୟାଟିଂ କରିଥିବା କୋହଲି ଭାରତର ଏକମାତ୍ର ଆଶା ଥିଲେ, କିନ୍ତୁ ତାଙ୍କୁ ଆଣ୍ଡ୍ରୁ ଟାଇ ଆଉଟ୍ କରି ଅଷ୍ଟ୍ରେଲିଆର ବିଜୟ ସୁନିଶ୍ଚିତ କରିଥିଲେ। କୋହଲି ୬୦ ବଲରେ ୪ ଚୌକା ଓ ୩ ଛକା ସହ ୮୫ ରନ୍ କରିଥିଲେ। ଶେଷଆଡ଼କୁ ଶାର୍ଦ୍ଦୁଲ ଠାକୁର (୧୫) କିଛି ବଡ଼ ଶଟ୍ ମାରିଥିଲେ ହେଁ, ତାହା ଦଳକୁ ଜିତାଇବା ପାଇଁ କ୍ଷଥେଷ୍ଟ ନଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ସ୍ୱେପସନ୍ ୩ଟି ୱିକେଟ୍‌ ନେଇଥିଲେ।

ପୂର୍ବରୁ ଭାରତ କ୍ୟାପଟେନ୍ ବିରାଟ୍‌ କୋହଲି ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଆରମ୍ଭରୁ ଅଷ୍ଟ୍ରେଲିଆକୁ ବଡ଼ ଝଟକା ଲାଗିଥିଲା। ୨ୟ ମ୍ୟାଚରେ ଆହତ କାରଣରୁ ଖେଳିନଥିବା କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ ଖାତା ଖୋଲିବା ପୂର୍ବରୁ ୱାଶିଂଟନ୍ ସୁନ୍ଦରଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଷ୍ଟିଭ୍ ସ୍ମିଥ୍ (୨୪) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ତେବେ ସ୍ମିଥ୍ ଆଉଟ୍ ହେବା ପୂର୍ବରୁ ୱେଡଙ୍କ ସହ ମିଶି ୨ୟ ୱିକେଟ୍‌ ପାଇଁ ୬୫ ରନର ପାର୍ଟନରଶିପ୍ କରିଥିଲେ।

ୱେଡ୍ ଆଉଏକ ଜବରଦସ୍ତ ଇନିଂସ୍ ଖେଳି ଅଷ୍ଟ୍ରେଲିଆକୁ ବଡ଼ ସ୍କୋରରେ ପହଞ୍ଚାଇବରେ ସହାୟକ ହୋଇଥିଲେ। ସେହିପରି ଦିନିକିଆ ସିରିଜରେ ଭାରତୀୟ ବୋଲରଙ୍କୁ ନିର୍ଧୁମ ଧୂଲେଇ କରିଥିବା ମ୍ୟାକ୍ସୱେଲ୍ ନିଜର ଦମଦାର ଫର୍ମ ବଜାୟ ରଖିଥିଲେ। ଉଭୟ ୱେଡ୍ ଓ ମ୍ୟାକ୍ସୱେଲ୍‌ ଅର୍ଦ୍ଧଶତକ ମାରିବା ସହ ତୃତୀୟ ୱିକେଟ୍‌ ପାଇଁ ୯୦ ରନର ଭାଗିଦାରୀ କରିଥିଲେ। ଶତକ ଆଶାରେ ଥିବା ୱେଡଙ୍କୁ ଶାର୍ଦ୍ଦୁଲ ଠାକୁର ପ୍ୟାଭିଲିୟନ୍ ପଠାଇଥିଲେ।

ୱେଡ୍ ୫୩ ବଲରେ ୭ ଚୌକା ଓ ୨ ଛକା ସହ ୮୦ ରନ୍ କରିଥିଲେ। ମ୍ୟାକ୍ସୱେଲ୍ ହାଫ୍ ସେଞ୍ଚୁରୀ ମାରିବା ପରେ ଟି. ନଟରାଜନଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ସେ ୫୪ (୩୬ ବଲ୍, ୩ ଚୌକା, ୩ ଛକା) ରନର ଇନିଂସ୍ ଖେଳିଥିଲେ। ଭାରତ ପକ୍ଷରୁ ସୁନ୍ଦର ୨ଟି, ଠାକୁର ଓ ନଟରାଜନ ଗୋଟିଏ ଲେଖାଏ ୱିକେଟ୍‌ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story