ଦକ୍ଷିଣ ଆଫ୍ରିକାରେ ନୂଆବର୍ଷ ପାଳିଲେ ବିରାଟ ଓ ଅନୁଷ୍କା

<p>ନୂଆଦିଲ୍ଲୀ: ବିବାହ ପରେ ପ୍ରଥମ ଥର ପାଇଁ ଭାରତୀୟ କ୍ରିକେଟ୍&zwnj; ଟିମ୍&zwnj;ର ଅଧିନାୟକ ବିରାଟ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ନୂଆବର୍ଷ ପାଳିଛନ୍ତି। ତାହା ପୁଣି ଦକ୍ଷିଣ ଆଫ୍ରିକାରେ। ନୂଆ ବର୍ଷ ପାଳନ ଅବସରରେ ବିରାଟ୍&zwnj; ଓ ଶିଖର ଧାୱନ ଭାଙ୍ଗଡ଼ା ନାଚି ଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍&zwnj; ହୋଇଛି। ବିରାଟ ଓ ଅନୁଷ୍କା ରେଷ୍ଟୁରାଣ୍ଟରେ ଖାଉଥିବାର ଏକ ଫଟୋ ମଧ୍ୟ ଭାଇରାଲ ହୋଇଛି।</p> <p>ଆସନ୍ତା ୫ ତାରିଖରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବ। ଏଥିରେ ବିରାଟ ଖେଳିବେ। ବିବାହ ପରେ ଏହା ତାଙ୍କର ପ୍ରଥମ ମ୍ୟାଚ୍&zwnj; ହେବ।</p>

Ordigital Desk
  • Published: Monday, 01 January 2018
  • Updated: 01 January 2018, 11:37 AM IST

Sports

Latest News

<p>ନୂଆଦିଲ୍ଲୀ: ବିବାହ ପରେ ପ୍ରଥମ ଥର ପାଇଁ ଭାରତୀୟ କ୍ରିକେଟ୍&zwnj; ଟିମ୍&zwnj;ର ଅଧିନାୟକ ବିରାଟ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ନୂଆବର୍ଷ ପାଳିଛନ୍ତି। ତାହା ପୁଣି ଦକ୍ଷିଣ ଆଫ୍ରିକାରେ। ନୂଆ ବର୍ଷ ପାଳନ ଅବସରରେ ବିରାଟ୍&zwnj; ଓ ଶିଖର ଧାୱନ ଭାଙ୍ଗଡ଼ା ନାଚି ଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍&zwnj; ହୋଇଛି। ବିରାଟ ଓ ଅନୁଷ୍କା ରେଷ୍ଟୁରାଣ୍ଟରେ ଖାଉଥିବାର ଏକ ଫଟୋ ମଧ୍ୟ ଭାଇରାଲ ହୋଇଛି।</p><p>ଆସନ୍ତା ୫ ତାରିଖରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବ। ଏଥିରେ ବିରାଟ ଖେଳିବେ। ବିବାହ ପରେ ଏହା ତାଙ୍କର ପ୍ରଥମ ମ୍ୟାଚ୍&zwnj; ହେବ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos