ଆଉ ଏକ ରେକର୍ଡ ଠାରୁ ୮ ରନ୍‌ ଦୂରରେ ବିରାଟ୍‌

ଏଡିଲେଡ୍‌: ଟିମ୍‌ ଇଣ୍ଡିଆର ରନ୍‌ ମେସିନ୍‌ ତଥା ଅଧିନାୟକ ବିରାଟ୍‌ କୋହଲି ଅଷ୍ଟ୍ରେଲିଆ ମାଟିରେ ଏକ ବିରଳ ରେକର୍ଡ ସୃଷ୍ଟି କରିବାଠାରୁ ମାତ୍ର ୮ ରନ୍‌ ଦୂରରେ ରହିଛନ୍ତି। ଆସନ୍ତା ୬ ତାରିଖରୁ ଆରମ୍ଭ ହେଉଥିବା ଟେଷ୍ଟ୍‌ ମ୍ୟାଚ୍‌ରେ ସେ ଯଦି ୮ ରନ୍‌ କରିନେବେ, ତା’ହେଲେ ଅଷ୍ଟ୍ରେଲିଆ ମାଟିରେ ୧ ହଜାର ରନ୍‌ ପୂରଣ କରିବାର ରେକର୍ଡ ସୃଷ୍ଟି କରିବେ। ପୂର୍ବରୁ ଭାରତ ପକ୍ଷରୁ କେବଳ ରାହୁଲ ଡ୍ରାଭିଡ୍‌, ସଚିନ୍‌ ତେନ୍ଦୁଲକର ଓ ଭିଭିଏସ୍‌ ଲକ୍ଷ୍ମଣ […]

g

g

Hemant Lenka
  • Published: Tuesday, 04 December 2018
  • Updated: 04 December 2018, 04:53 PM IST

ଏଡିଲେଡ୍‌: ଟିମ୍‌ ଇଣ୍ଡିଆର ରନ୍‌ ମେସିନ୍‌ ତଥା ଅଧିନାୟକ ବିରାଟ୍‌ କୋହଲି ଅଷ୍ଟ୍ରେଲିଆ ମାଟିରେ ଏକ ବିରଳ ରେକର୍ଡ ସୃଷ୍ଟି କରିବାଠାରୁ ମାତ୍ର ୮ ରନ୍‌ ଦୂରରେ ରହିଛନ୍ତି। ଆସନ୍ତା ୬ ତାରିଖରୁ ଆରମ୍ଭ ହେଉଥିବା ଟେଷ୍ଟ୍‌ ମ୍ୟାଚ୍‌ରେ ସେ ଯଦି ୮ ରନ୍‌ କରିନେବେ, ତା’ହେଲେ ଅଷ୍ଟ୍ରେଲିଆ ମାଟିରେ ୧ ହଜାର ରନ୍‌ ପୂରଣ କରିବାର ରେକର୍ଡ ସୃଷ୍ଟି କରିବେ।

ପୂର୍ବରୁ ଭାରତ ପକ୍ଷରୁ କେବଳ ରାହୁଲ ଡ୍ରାଭିଡ୍‌, ସଚିନ୍‌ ତେନ୍ଦୁଲକର ଓ ଭିଭିଏସ୍‌ ଲକ୍ଷ୍ମଣ ଅଷ୍ଟ୍ରେଲିଆ ମାଟିରେ ୧ ହଜାର ରନ୍‌ କରିବାରେ ସକ୍ଷମ ହୋଇଥିଲେ। ଏବେ ଏହି କ୍ଲବରେ ବିରାଟ୍‌ ସାମିଲ ହେବାର ସୁଯୋଗ ରହିଛି।

ଅଷ୍ଟ୍ରେଲିଆରେ ବିରାଟ୍‌ ୮ଟି ଟେଷ୍ଟ ମ୍ୟାଚ୍‌ରେ ୯୯୨ ରନ୍‌ କରିଛନ୍ତି। ଏଠାରେ ବିରାଟ୍‌ଙ୍କ ବ୍ୟକ୍ତିଗତ ସର୍ବାଧିକ ସ୍କୋର ହେଉଛି ୧୬୯। ଏହି ୧୬୯ ରନ୍‌ ସେ ୨୦୧୪ରେ ଏମ୍‌ସିଜିରେ ହାସଲ କରିଥିଲେ। ବିରାଟ୍‌ଙ୍କ ବ୍ୟାଟିଂ ହାର ଅଷ୍ଟ୍ରେଲିଆରେ ୬୨ ରହିଥିବା ବେଳେ ସେ ୫ଟି ଶତକ ଓ ୨ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

ଅଷ୍ଟ୍ରେଲିଆ ମାଟିରେ ସଚିନ୍‌ ୧୮୦୯ ରନ୍‌ କରିଥିବା ବେଳେ ଲକ୍ଷ୍ମଣ ୧୨୩୬ ଓ ରାହୁଲ ଡ୍ରାଭିଡ୍‌ ୧୧୪୩ ରନ୍‌ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story