ବିରାଟ କୋହଲିଙ୍କୁ ଏହି ବଡ଼ ଅନୁରୋଧ କଲେ ପାକିସ୍ତାନୀ ପ୍ରଶଂସକ

ଲାହୋର: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ବର୍ତ୍ତମାନ ବିଶ୍ୱ କ୍ରିକେଟର ସବୁଠାରୁ ବଡ଼ ସୁପରଷ୍ଟାର୍। ତାଙ୍କ ପ୍ରଶଂସକ ଯେ କେବଳ ଭାରତରେ ଅଛନ୍ତି ତାହା ନୁହେଁ, ବରଂ ପୂରା ବିଶ୍ୱରେ ବିରାଟଙ୍କର କୋଟି କୋଟି ପ୍ରଶଂସକ ଅଛନ୍ତି। ଭାରତ ଓ ପାକିସ୍ତାନ ମଧ୍ୟରେ ଦୀର୍ଘ ବର୍ଷ ହେଲା ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଇନାହିଁ, କିନ୍ତୁ ପଡ଼ୋଶୀ ଦେଶରେ କୋହଲିଙ୍କର ପ୍ରଶଂସକଙ୍କ ତାଲିକା ଖୁବ୍ ଲମ୍ବା। @imVkohli we are hoping you to come Pakistan and […]

kohli1

kohli1

Ranjit Kumar Jena
  • Published: Thursday, 10 October 2019
  • Updated: 10 October 2019, 07:12 PM IST

Sports

Latest News

ଲାହୋର: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ବର୍ତ୍ତମାନ ବିଶ୍ୱ କ୍ରିକେଟର ସବୁଠାରୁ ବଡ଼ ସୁପରଷ୍ଟାର୍। ତାଙ୍କ ପ୍ରଶଂସକ ଯେ କେବଳ ଭାରତରେ ଅଛନ୍ତି ତାହା ନୁହେଁ, ବରଂ ପୂରା ବିଶ୍ୱରେ ବିରାଟଙ୍କର କୋଟି କୋଟି ପ୍ରଶଂସକ ଅଛନ୍ତି। ଭାରତ ଓ ପାକିସ୍ତାନ ମଧ୍ୟରେ ଦୀର୍ଘ ବର୍ଷ ହେଲା ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଇନାହିଁ, କିନ୍ତୁ ପଡ଼ୋଶୀ ଦେଶରେ କୋହଲିଙ୍କର ପ୍ରଶଂସକଙ୍କ ତାଲିକା ଖୁବ୍ ଲମ୍ବା।

ବିଗତ ଦିନରେ କିଛି ପାକିସ୍ତାନୀ ପ୍ରଶଂସକ ଏହି ଭାରତୀୟ କ୍ୟାପଟେନଙ୍କ ପ୍ରତି ଖୁବ୍ ସମ୍ମାନ ଦେଖାଇଛନ୍ତି। ତେବେ ବୁଧବାର ଲାହୋରରେ ଜଣେ ପାକିସ୍ତାନୀ କ୍ରିକେଟ୍ ପ୍ରଶଂସକ ନିଜ ହାତରେ ଏକ ବ୍ୟାନର ଧରି କୋହଲିଙ୍କୁ ବଡ଼ ଅନୁରୋଧ କରିଛନ୍ତି। ସେହି ବ୍ୟାନରରେ ସେ ଲେଖିଛନ୍ତି, କୋହଲି ଆମେ ଚାହୁଁଛୁ ଯେ ଆପଣ ପାକିସ୍ତାନରେ ଆସି ଖେଳନ୍ତୁ। ପାକିସ୍ତାନ କ୍ରିକେଟ୍ ଟିମର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବାବର ଆଜମ ମଧ୍ୟ କୋହଲିଙ୍କର ଜଣେ ବଡ଼ ପ୍ରଶଂସକ।

ତେବେ ସେହି ପାକିସ୍ତାନୀ ପ୍ରଶଂସକଙ୍କୁ ଅନୁରୋଧ ପରେ ପ୍ରଶଂସକ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। କିଛି ଭାରତୀୟ ପ୍ରଶଂସକ ଏହି ଅନୁରୋଧକୁ ସମର୍ଥନ କରିଛନ୍ତି। ସେହିପରି କିଛି ପ୍ରଶଂସକ କହିଛନ୍ତି, ପ୍ରଥମେ ପାକିସ୍ତାନରେ ଆତଙ୍କବାଦୀ ବନ୍ଦ କରାଯିବା ଦରକାର। ସୂଚନାଯୋଗ୍ୟ, ୨୦୧୩ ପରଠାରୁ ଭାରତ ଓ ପାକିସ୍ତାନ ମଧ୍ୟ ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଇ ନାହିଁ। ଦୁଇ ଦେଶ କେବଳ ଆଇସିସି ଏବଂ ଏସିସି ଟୁର୍ଣ୍ଣାମେଣ୍ଟରେ ପରସ୍ପରକୁ ଭେଟୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story