ଓ୍ୱେଷ୍ଟେଣ୍ଡିଜ୍ ସିରିଜ୍: ବିରାଟଙ୍କ ରେକର୍ଡ ଉପରେ ନଜର

ନୂଆଦିଲ୍ଲୀ: ୩ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି ଓ୍ୱେଷ୍ଟେଣ୍ଡିଜ୍ ଓ ଭାରତ ମଧ୍ୟରେ କ୍ରିକେଟ ସିରିଜ। ଓ୍ୱେଷ୍ଟେଣ୍ଡିଜରେ ଭାରତ ଦିନିକିଆ, ଟେଷ୍ଟ ଓ ଟି-ଟେଣ୍ଟି ମ୍ୟାଚ ଖେଳିବ। ତେବେ ଏହି ଗସ୍ତ ସମୟରେ ସମସ୍ତଙ୍କ ନଜର ଟିମ୍ ଇଣ୍ଡିଆର କ୍ୟାପଟେନ୍ ବିରାଟ କୋହଲିଙ୍କ ଉପରେ ରହିବ। କାରଣ ଓ୍ୱେଷ୍ଟେଣ୍ଡିଜ୍ ବିପକ୍ଷରେ ବିରାଟଙ୍କ ବ୍ୟକ୍ତିଗତ ସ୍କୋର ଭଲ ରହିଛି। ଏହି ଗସ୍ତ ବେଳେ ଅଧିନାୟକ କୋହଲି ତିନୋଟି ରେକର୍ଡ କରିପାରନ୍ତି। ଯଦି ଏପରି ହୁଏ, ତାହେଲେ ସେ ପୂର୍ବତନ […]

VIRAT KOHLI CAPTAIN

VIRAT KOHLI CAPTAIN

Subhransu Sekhar
  • Published: Wednesday, 31 July 2019
  • Updated: 31 July 2019, 12:16 PM IST

ନୂଆଦିଲ୍ଲୀ: ୩ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି ଓ୍ୱେଷ୍ଟେଣ୍ଡିଜ୍ ଓ ଭାରତ ମଧ୍ୟରେ କ୍ରିକେଟ ସିରିଜ। ଓ୍ୱେଷ୍ଟେଣ୍ଡିଜରେ ଭାରତ ଦିନିକିଆ, ଟେଷ୍ଟ ଓ ଟି-ଟେଣ୍ଟି ମ୍ୟାଚ ଖେଳିବ। ତେବେ ଏହି ଗସ୍ତ ସମୟରେ ସମସ୍ତଙ୍କ ନଜର ଟିମ୍ ଇଣ୍ଡିଆର କ୍ୟାପଟେନ୍ ବିରାଟ କୋହଲିଙ୍କ ଉପରେ ରହିବ। କାରଣ ଓ୍ୱେଷ୍ଟେଣ୍ଡିଜ୍ ବିପକ୍ଷରେ ବିରାଟଙ୍କ ବ୍ୟକ୍ତିଗତ ସ୍କୋର ଭଲ ରହିଛି। ଏହି ଗସ୍ତ ବେଳେ ଅଧିନାୟକ କୋହଲି ତିନୋଟି ରେକର୍ଡ କରିପାରନ୍ତି। ଯଦି ଏପରି ହୁଏ, ତାହେଲେ ସେ ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କୁ ପଛରେ ପକାଇ ଦେବେ। ତେଣୁ ୩ ଅଗଷ୍ଟରୁ ଆରମ୍ଭ ହେବାକୁ ଥିବା ଓ୍ୱେଷ୍ଟେଣ୍ଡିଜ୍ ପିଚରେ ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ପୁଣି ଥରେ ନଜର ପକାଇଛନ୍ତି କ୍ରିକେଟ ପ୍ରେମୀ।

ଭାରତର ସବୁଠାକୁ ସଫଳ କ୍ୟାପଟେନ୍!
ବିରାଟ କୋହଲି ସଫଳ କ୍ୟାପଟେନ୍ ହେବା ପାଇଁ ଏବେ ଯାଉଛନ୍ତି। କୋହଲି ଯଦି ଓ୍ୱେଷ୍ଟେଣ୍ଡିଜ୍ ବିପକ୍ଷରେ ଖେଳା ଯିବାକୁ ଥିବା ଦୁଇଟି ମ୍ୟାଚ ଜିତିବାରେ ସଫଳ ହୁଅନ୍ତି ତାହେଲେ ଧୋନିଙ୍କ ରେକର୍ଡ କାଟି ଟିମ୍ ଇଣ୍ଡିଆର ସଫଳ କ୍ୟାପଟେନ୍ ହେବେ। ବିରାଟ କୋହଲି କ୍ୟାପଟେନ ଭାବରେ ୪୬ଟି ଟେଷ୍ଟ ମ୍ୟାଚରୁ ୨୬ଟି ଟେଷ୍ଟ ମ୍ୟାଚ ଜିତିଛନ୍ତି। ସେହପରି ଧୋନି କ୍ୟାପଟେନ ଭାବରେ ୬୦ଟି ଟେଷ୍ଟର ନେତୃତ୍ୱ ନେଇ ୨୭ଟି ଟେଷ୍ଟ ମ୍ୟାଚରେ ବିଜୟୀ ହୋଇଛନ୍ତି। ତେଣୁ ଯଦି କୋହଲି ଓ୍ୱେଷ୍ଟେଣ୍ଡିଜ୍ ବିପକ୍ଷରେ ଦୁଇଟି ଯାକ ଟେଷ୍ଟ ମ୍ୟାଚରେ ବିଜୟୀ ହୁଅନ୍ତି, ତାହେଲେ ଧୋନିଙ୍କ ରେକର୍ଡ କାଟି ଦେଇ ସେ ନୂଆ ରେକର୍ଡ ସ୍ଥାପନ କରିବେ। ଧୋନିଙ୍କ ପୂର୍ବରୁ ସୌରଭ ଗାଙ୍ଗୁଲି ୪୯ଟି ଟେଷ୍ଟ ମ୍ୟାଚର ନେତୃତ୍ୱ ନେଇ ୨୧ଟିରେ ବିଜୟୀ ହୋଇଥିଲେ।

ଓ୍ୱେଷ୍ଟେଣ୍ଡିଜ୍ ବିପକ୍ଷରେ ୧୦୦୦ ରନ୍!
ଟେଷ୍ଟ କ୍ରିକେଟରେ ଆଇସିସି ବ୍ୟାଟସମ୍ୟାନ ରା଼ଙ୍କିଙ୍ଗରେ ବିରାଟ କୋହଲି ଏକ ନମ୍ୱର ସ୍ଥାନରେ ଅଛନ୍ତି। ବିରାଟ ଓ୍ୱେଷ୍ଟେଣ୍ଡିଜ୍ ବିପକ୍ଷରେ ଏପର୍ଯ୍ୟନ୍ତ ୧୫ଟି ଇନିଂସ ଖେଳିଛନ୍ତି। ଏହି ୧୫ଟି ଇନିଂସରେ ବିରାଟଙ୍କ ରନ୍ ରେଟ୍ ୪୫.୭୩ ରହିଛି। ଯେଉଁଥିରେ ୨ଟି ଶତକ ଓ ୩ଟି ଅର୍ଦ୍ଧ ଶତକ ସାମିଲ ଅଛି। ଓ୍ୱେଷ୍ଟେଣ୍ଡିଜ୍ ବିପକ୍ଷରେ ବିରାଟଙ୍କ ବ୍ୟାଟିଂ ପ୍ରଦର୍ଶନ ଭଲ ରହିଥିବା ବେଳେ କ୍ୟାରିବିଆନ ଦଳ ବିରୋଧରେ ୧୦୦୦ ରନ୍ କରିବାକୁ କୋହଲିଙ୍କୁ ଆଉ ୩୧୪ ରନ୍ ସ୍କୋର କରିବାକୁ ହେବ।

ଓ୍ୱେଷ୍ଟେଣ୍ଡିଜ୍ ବିପକ୍ଷରେ ଦିନିକିଆରେ ୨ ହଜାର ରନ୍ !
ଦିନିକିଆ କ୍ରିକେଟରେ ମଧ୍ୟ ବିରାଟ କୋହଲି ଆଇସିସି ତାଲିକାରେ ନମ୍ୱର ଓ୍ୱାନ୍ ରହିଛନ୍ତି। ଓ୍ୱେଷ୍ଟେଣ୍ଡିଜ୍ ବିପକ୍ଷରେ ମୋଟ ୩୩ଟି ଦିନିକିଆ ମ୍ୟାଚ ଖେଳି କୋହଲି ୭୦.୮୧ ରନ୍ ରେଟ୍ ସହ ଏଯାଏ ୧୯୧୨ ରନ୍ ସଂଗ୍ରହ କରିଛନ୍ତି। ଯଦି ଓ୍ୱେଷ୍ଟେଣ୍ଡିଜ୍ ବିପକ୍ଷ ଦିନିକିଆରେ କୋହଲି ୮୮ ରନ୍ କରନ୍ତି,  ତାହେଲେ ତାଙ୍କ ବ୍ୟକ୍ତିଗତ ସ୍କୋର୍ ୨୦୦୦ ରନ୍ କରିବାରେ ସଫଳ ହେବେ କୋହଲି।
ଉଲ୍ଲେଖଯୋଗ୍ୟ, ଦିନିକିଆରେ ଓ୍ୱେଷ୍ଟେଣ୍ଡିଜ୍ ବିପକ୍ଷରେ ଟିମ ଇଣ୍ଡିଆର କେହି ଏଯାଏ ୨ ହଜାର ରନ୍ ସ୍କୋର କରିପାରି ନାହାନ୍ତି। ତେଣୁ ବିରାଟ ୨ ହଜାର ରନ୍ କଲେ ନୂଆ ରେକର୍ଡ ସୃଷ୍ଟି କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story