କୋହଲିଙ୍କ ପାଇଁ ଅଷ୍ଟ୍ରେଲିଆ ଚ୍ୟାନେଲକୁ ବଡ଼ କ୍ଷତି!

ନୂଆଦିଲ୍ଲୀ: ଆଇପିଏଲ୍ ଶେଷ ହେଲା ପରେ ଟିମ୍ ଇଣ୍ଡିଆର ଖେଳାଳିମାନେ ୟୁଏଇରୁ ସିଧା ଅଷ୍ଟ୍ରେଲିଆ ଗସ୍ତ କରିଛନ୍ତି, ଯେଉଁଠାରେ ଟିମ୍ ପୂର୍ଣ୍ଣ ଦ୍ୱିପାକ୍ଷିକ ସିରିଜ୍ ଖେଳିବ। ତେବେ ଏହି ଗସ୍ତରେ କ୍ୟାପଟେନ୍ ବିରାଟ୍ କୋହଲି କେବଳ ଦିନିକିଆ, ଟି-୨୦ ଓ ଗୋଟିଏ ଟେଷ୍ଟ ଖେଳିବେ। ଏହା ପରେ କୋହଲି ଭାରତ ଫେରିଆସିବେ, କାରଣ ସେ ଖୁବଶୀଘ୍ର ବାପା ହେବାକୁ ଯାଉଛନ୍ତି ଏବଂ ଏଥିପାଇଁ ତାଙ୍କୁ ବିସିସିଆଇ ପ୍ୟାଟରନିଟୀ ଛୁଟି ଦେଇଛି। ହେଲେ ଅଷ୍ଟ୍ରେଲିଆ ସ୍ପୋର୍ଟ୍ସ ଚ୍ୟାନେଲ୍ କୋହଲିଙ୍କ […]

virat

virat

Ranjit Kumar Jena
  • Published: Friday, 13 November 2020
  • Updated: 13 November 2020, 04:56 PM IST

Sports

Latest News

ନୂଆଦିଲ୍ଲୀ: ଆଇପିଏଲ୍ ଶେଷ ହେଲା ପରେ ଟିମ୍ ଇଣ୍ଡିଆର ଖେଳାଳିମାନେ ୟୁଏଇରୁ ସିଧା ଅଷ୍ଟ୍ରେଲିଆ ଗସ୍ତ କରିଛନ୍ତି, ଯେଉଁଠାରେ ଟିମ୍ ପୂର୍ଣ୍ଣ ଦ୍ୱିପାକ୍ଷିକ ସିରିଜ୍ ଖେଳିବ। ତେବେ ଏହି ଗସ୍ତରେ କ୍ୟାପଟେନ୍ ବିରାଟ୍ କୋହଲି କେବଳ ଦିନିକିଆ, ଟି-୨୦ ଓ ଗୋଟିଏ ଟେଷ୍ଟ ଖେଳିବେ। ଏହା ପରେ କୋହଲି ଭାରତ ଫେରିଆସିବେ, କାରଣ ସେ ଖୁବଶୀଘ୍ର ବାପା ହେବାକୁ ଯାଉଛନ୍ତି ଏବଂ ଏଥିପାଇଁ ତାଙ୍କୁ ବିସିସିଆଇ ପ୍ୟାଟରନିଟୀ ଛୁଟି ଦେଇଛି।

ହେଲେ ଅଷ୍ଟ୍ରେଲିଆ ସ୍ପୋର୍ଟ୍ସ ଚ୍ୟାନେଲ୍ କୋହଲିଙ୍କ ଛୁଟିକୁ ନେଇ ଅସନ୍ତୋଷ ପ୍ରକାଶ କରିଛି। ମିଡିଆ ରିପୋର୍ଟ ମୁତାବକ, କୋହଲିଙ୍କୁ ଛୁଟି ମିଳିବା ମାତ୍ରକେ ଅଷ୍ଟ୍ରେଲିଆର ଜଣାଶୁଣା ସ୍ପୋର୍ଟ୍ସ ଚ୍ୟାନେଲ୍ Channel-7କୁ ବଡ଼ କ୍ଷତି ହୋଇପାରେ। ତେବେ ବିରାଟଙ୍କ ଏହି ଛୁଟିରେ Channel-7ର ପ୍ରତିଦ୍ୱନ୍ଦ୍ୱୀ 'Fox Sports'କୁ ବଡ଼ ଫାଇଦା ହେବ।

ଭାରତ ଓ ଅଷ୍ଟ୍ରେଲିଆ ଦିନିକିଆ ଓ ଟି-୨୦ ସିରିଜର ପ୍ରସାରଣ ଅଧିକାର 'Fox Sports'କୁ ମିଳିଛି। ତେବେ Channel-7କୁ କେବଳ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆୟୋଜନ କରିବା ପାଇଁ ଅଧିକାର ମିଳିଛି। କୋହଲି ଦିନିକିଆ ଓ ଟି-୨୦ ସିରିଜର ସବୁ ମ୍ୟାଚ୍ ଖେଳିବେ, କିନ୍ତୁ ଟେଷ୍ଟ ସିରିଜରେ ସେ ମାତ୍ର ଗୋଟିଏ ମ୍ୟାଚ୍ ଖେଳିବେ। ଯାହା ଫଳରେ 'Fox Sports'କୁ ଫାଇଦା ଓ Channel-7କୁ କ୍ଷତି ହେବ।

ସୂଚନାଯୋଗ୍ୟ, ଉଭୟ ଚ୍ୟାନେଲ୍ ବିରାଟ୍ କୋହଲିଙ୍କୁ ନେଇ ସିରିଜର ପ୍ରମୋଶନ୍ କରିଛନ୍ତି। କିନ୍ତୁ Channel-7ରେ ମାତ୍ର ଗୋଟିଏ ଟେଷ୍ଟରେ ବିରାଟଙ୍କ ଉପସ୍ଥିତି ଦେଖିବାକୁ ମିଳିବ। ଏବେ Channel-7କୁ ଯେଉଁ କ୍ଷତି ହେବ, ତା'ର ସିଧାସଳଖ ପ୍ରଭାବ କ୍ରିକେଟ୍ ଅଷ୍ଟ୍ରେଲିଆ ଉପରେ ମଧ୍ୟ ପଡ଼ିବ। ନିକଟରେ Channel-7 କ୍ରିକେଟ୍ ଅଷ୍ଟ୍ରେଲିଆକୁ ୪୫୦ ମିଲିୟନ୍ ଡଲାର୍ ଅର୍ଥାତ୍ ୩୨.୯୮ କୋଟି ଟଙ୍କାର ଯୁକ୍ତି ବାତିଲ୍ କରିବାକୁ ଧମକ ଦେଇଥିଲା।

ସୂଚନାଯୋଗ୍ୟ, କରୋନା ଭାଇରସ୍ ଯୋଗୁ ଅଷ୍ଟ୍ରେଲିଆର ସବୁ ଘରୋଇ ଓ ଅନ୍ତର୍ଜାତୀୟ ସିରିଜ୍ ସ୍ଥଗିତ ହୋଇଥିଲା, ଯେଉଁକାରଣରୁ Channel-7କୁ ବଡ଼ କ୍ଷତି ହୋଇଛି ଏବଂ ଏଥିପାଇଁ ସେମାନେ କ୍ରିକେଟ୍ ଅଷ୍ଟ୍ରେଲିଆକୁ ଧମକ ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story