ଅଷ୍ଟ୍ରେଲିଆକୁ ହରାଇବା ପରେ ସାମ୍ବାଦିକ ସମ୍ମିଳନୀରେ ସ୍ମିଥ୍‌ଙ୍କୁ କ୍ଷମା ମାଗିଲେ ବିରାଟ୍

ଲଣ୍ଡନ: ଚଳିତ ବିଶ୍ୱକପ୍‌ରେ ପୁଣି ଭାରତକୁ ମିଳିଛି ଏକ ରୋମାଞ୍ଚକର ବିଜୟ। ଗତକାଲି ଖେଳାଯାଇଥିବା ମ୍ୟାଚ୍‌ରେ ବିରାଟ ବାହିନୀ ଚମତ୍କାର ପ୍ରଦର୍ଶନ କରି ଟିମ୍ କଙ୍ଗାରୁକୁ ୩୬ ରନ୍‌ରେ ପରାସ୍ତ କରିଛି। ଏଥିସହ ଦଳ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୬ ୱିକେଟ୍‌ରେ ପରାସ୍ତ କରିଥିଲା। ତେବେ ଗତକାଲି ଦମଦାର ବିଜୟ ପରେ ଏମିତି କିଛି ଘଟଣା ଘଟିଥିଲା, ଯେଉଁଥି ପାଇଁ ଅଧିନାୟକ ବିରାଟ କୋହଲିଙ୍କୁ କ୍ଷମା […]

virat-koholi

virat-koholi

Chinmayee Roy
  • Published: Monday, 10 June 2019
  • Updated: 10 June 2019, 01:01 PM IST

ଲଣ୍ଡନ: ଚଳିତ ବିଶ୍ୱକପ୍‌ରେ ପୁଣି ଭାରତକୁ ମିଳିଛି ଏକ ରୋମାଞ୍ଚକର ବିଜୟ। ଗତକାଲି ଖେଳାଯାଇଥିବା ମ୍ୟାଚ୍‌ରେ ବିରାଟ ବାହିନୀ ଚମତ୍କାର ପ୍ରଦର୍ଶନ କରି ଟିମ୍ କଙ୍ଗାରୁକୁ ୩୬ ରନ୍‌ରେ ପରାସ୍ତ କରିଛି। ଏଥିସହ ଦଳ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୬ ୱିକେଟ୍‌ରେ ପରାସ୍ତ କରିଥିଲା।

ତେବେ ଗତକାଲି ଦମଦାର ବିଜୟ ପରେ ଏମିତି କିଛି ଘଟଣା ଘଟିଥିଲା, ଯେଉଁଥି ପାଇଁ ଅଧିନାୟକ ବିରାଟ କୋହଲିଙ୍କୁ କ୍ଷମା ମାଗିବାକୁ ପଡ଼ିଥିଲା। ପୁଣି ଆଉ କାହାକୁ ନୁହେଁ, ଅଷ୍ଟ୍ରେଲିଆ ଖେଳାଳି ଷ୍ଟିଭ୍‌ ସ୍ମିଥ୍‌କୁ ସେ କ୍ଷମା ମାଗିଥିଲେ।

ଘଟଣାଟି ହେଉଛି, ଗତକାଲି ଯେତେବେଳେ ଭାରତ ବ୍ୟାଟିଂ କରୁଥିଲା ସେତବେଳେ ଷ୍ଟିଭ୍ ସ୍ମିଥ୍ ବାଉଣ୍ଡ୍ରି ପାଖରେ ଫିଲ୍ଡିଂ କରୁଥିଲେ। ସେତେବେଳେ ତାଙ୍କୁ କିଛି ଭାରତୀୟ ଫ୍ୟାନ୍‌ ଚିଡ଼ାଇ ଥିଲେ। ସେମାନେ ଲଗାତାର ଭାବେ ସ୍ମିଥ୍‌ଙ୍କୁ ‘ଚିଟର୍‌’ ‘ଚିଟର୍‌’ ବୋଲି କହି ଚିଲାଇ ଥିଲେ।

https://twitter.com/ICC/status/1137777943667707907

ଏ  ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ବିରାଟ କୋହଲି ବ୍ୟାଟିଂ କରୁଥିଲେ। ବିରାଟଙ୍କ କାନରେ ଏ କଥା ପଡ଼ିଥିଲା। ସେ ବ୍ୟାଟିଂ ଛାଡ଼ି ସେଭଳି କମେଣ୍ଟ ନ ଦେବା ପାଇଁ ଭାରତୀୟ ଫ୍ୟାନ୍ ମାନଙ୍କୁ ଇସାରା କରିଥିଲେ। କେବଳ ଏତିକି ନୁହେଁ, ସେ ଫ୍ୟାନ୍‌ମାନଙ୍କୁ ସ୍ମିଥ୍‌ଙ୍କ ପାଇଁ ତାଳି ବଜେଇବାକୁ ଓ ତାଙ୍କୁ ଉତ୍ସାହିତ କରିବା ପାଇଁ ଅନୁରୋଧ କରିଥିଲେ। ଫ୍ୟାନ୍‌ମାନେ ତାଙ୍କ କଥା ମାନି ଥିଲେ।

https://twitter.com/BCCI/status/1137814366084927488

ମ୍ୟାଚ୍‌ ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିରାଟ୍ କହିଥିଲେ,‘‘ସ୍ମିଥ୍‌ଙ୍କ ସହ ଯାହା ଘଟିଥିଲା, ତାହା ଅତୀତ ହୋଇସାରିଛି। ସେଥିପାଇଁ ସେ କ୍ଷମା ମାଗିସାରିଛନ୍ତି ଓ ପଶ୍ଚାତାପ ମଧ୍ୟ କରୁଛନ୍ତି। ବର୍ତ୍ତମାନ ସେ ଖେଳ ପାଇଁ ବହୁତ ପରିଶ୍ରମ କରୁଛନ୍ତି। ଭାରତୀୟ ଟିମ୍‌ର ସମର୍ଥକମାନେ ଏଠାରେ ଅଛନ୍ତି। ମୁଁ ଚାହେଁନା ଯେ ସେମାନେ ତାଙ୍କୁ ଏମିତି କିଛି କୁହନ୍ତୁ, ଯାହା ତାଙ୍କୁ ଖରାପ ଲାଗିବ। ତା’ଛଡ଼ା ଏହା ଏକ ଖରାପ ପରମ୍ପରା ସୃଷ୍ଟି କରିବ।”

ବିରାଟଙ୍କ ଖୋଲା ହୃଦୟ ଓ ଉଚ୍ଚ ଭାବନା ଯୋଗୁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି।

ଉଲ୍ଲେଖଯୋଗ୍ୟ, ଗତବର୍ଷ ଷ୍ଟିଭ୍ ସ୍ମିଥ୍‌ ଓ ଡେଭିଡ୍‌ ୱାର୍ଣ୍ଣର୍ଙ୍କ ନାଁରେ ମ୍ୟାଚ୍‌ ଫିକ୍ସିଂ ଅଭିଯୋଗ ହୋଇଥିଲା। ଏଥପାଇଁ ସେମାନଙ୍କୁ କ୍ରିକେଟ୍‌ରୁ ବ୍ୟାନ୍‌ ମଧ୍ୟ କରାଯାଇଥିଲା। ହେଲେ ଏବେ ଭୟଙ୍କ ଉପରୁ ବ୍ୟାନ୍‌ ହଟିସାରିଛି ଓ ସେମାନେ ମଇଦାନକୁ ପୁଣିଥରେ ଓହ୍ଲାଇସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story