ଗୋଲାପୀ ରଙ୍ଗରେ ହୃଦୟ ଜିତିଲେ ବିରାଟ

ସିଡ୍‌ନୀ: ସିଡ୍‌ନୀ ଟେଷ୍ଟରେ ଭାରତୀୟ ଦଳ ଜିତି ସିରିଜ୍‌ ହାତେଇବ କିମ୍ବା ଅଷ୍ଟ୍ରେଲିଆ ଜିତି ସିରିଜ୍‌ ଡ୍ର ରଖିବ, ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିବାବେଳେ ଏହାର ବହୁପୂର୍ବରୁ ବିରାଟ ହୃଦୟ ସହିତ କ୍ରୀଡ଼ାପ୍ରେମୀଙ୍କ ହୃଦୟ ଜିତିଛନ୍ତି କୋହଲି। ତାଙ୍କର ପ୍ୟାଡ୍‌ ଷ୍ଟିକର୍, ବ୍ୟାଟ୍‌ ଷ୍ଟିକର୍‌, ଗ୍ଲୋଭ୍‌ସ ଏବଂ ଗ୍ରିପ୍‌ ଆଜି ଗୋଲାପୀ ରଙ୍ଗର ଥିଲା। ଏହା ତାଙ୍କର ରଙ୍ଗୀନ୍‌ ମିଜାଜ୍‌ ପାଇଁ ନୁହେଁ, ବରଂ ଏକ ମହତ୍‌ କାରଣ ପାଇଁ ଉଦ୍ଦିଷ୍ଟ ଥିଲା। India skipper […]

virat-in-pink

virat-in-pink

Subrat Kumar Nayak
  • Published: Thursday, 03 January 2019
  • Updated: 03 January 2019, 01:17 PM IST

Sports

Latest News

ସିଡ୍‌ନୀ: ସିଡ୍‌ନୀ ଟେଷ୍ଟରେ ଭାରତୀୟ ଦଳ ଜିତି ସିରିଜ୍‌ ହାତେଇବ କିମ୍ବା ଅଷ୍ଟ୍ରେଲିଆ ଜିତି ସିରିଜ୍‌ ଡ୍ର ରଖିବ, ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିବାବେଳେ ଏହାର ବହୁପୂର୍ବରୁ ବିରାଟ ହୃଦୟ ସହିତ କ୍ରୀଡ଼ାପ୍ରେମୀଙ୍କ ହୃଦୟ ଜିତିଛନ୍ତି କୋହଲି। ତାଙ୍କର ପ୍ୟାଡ୍‌ ଷ୍ଟିକର୍, ବ୍ୟାଟ୍‌ ଷ୍ଟିକର୍‌, ଗ୍ଲୋଭ୍‌ସ ଏବଂ ଗ୍ରିପ୍‌ ଆଜି ଗୋଲାପୀ ରଙ୍ଗର ଥିଲା। ଏହା ତାଙ୍କର ରଙ୍ଗୀନ୍‌ ମିଜାଜ୍‌ ପାଇଁ ନୁହେଁ, ବରଂ ଏକ ମହତ୍‌ କାରଣ ପାଇଁ ଉଦ୍ଦିଷ୍ଟ ଥିଲା।
https://twitter.com/cricketcomau/status/1080667661275607040
ଅଷ୍ଟ୍ରେଲିଆରେ ନୂତନ ବର୍ଷର ଟେଷ୍ଟ ପିଙ୍କ୍‌ ଟେଷ୍ଟଭାବେ ମଧ୍ୟ ଖ୍ୟାତି ଲାଭ କରିଛି। ‘ସ୍ତନ କର୍କଟ’ ପାଇଁ ଜନସଚେତନତା କ୍ଷେତ୍ରରେ କାର୍ଯ୍ୟରତ ମ୍ୟାକ୍‌ଗ୍ରାଥ ଫାଉଣ୍ଡେସନ୍‌ ପାଇଁ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ସିଡ୍‌ନୀ ଷ୍ଟାଡିଅମ୍‌ରେ ଏହି ମ୍ୟାଚ୍‌ ଖେଳାଯାଇଥାଏ। ୨୦୦୯ ମସିହାରେ ପ୍ରଥମ ପିଙ୍କ ଟେଷ୍ଟ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା। ଏହା ପରଠାରୁ ଏହା ପରମ୍ପରାରେ ପରିଣତ ହୋଇଛି।

ଆଜି ମୟଙ୍କ ଅଗ୍ରୱାଲ ୭୭ ରନ୍‌ରେ ଆଉଟ୍‌ ହେବାପରେ ଗୋଲାପୀ ଥିମ୍‌ରେ ଆସିଥିବା ବିରାଟ୍ ଏହି ଉଦ୍ଦେଶ୍ୟକୁ ସମର୍ଥନ ଜଣାଇ ନିଜ ଷ୍ଟାଇଲ୍‌ରେ କ୍ରିଜ୍‌କୁ ଓହ୍ଲାଇଥିବା ସ୍ପଷ୍ଟ ହୋଇଯାଇଥିଲା।
https://twitter.com/CricketAus/status/1080362466280796160
ଏହି ଦିନ ଗୋଲାପୀ ରଙ୍ଗର ବାଉଣ୍ଡରୀ ଏବଂ ୱିକେଟ୍‌ ମଧ୍ୟ ବ୍ୟବହାର କରାଯାଇଥାଏ। ପ୍ରସିଦ୍ଧ ଦ୍ରୁତ ବୋଲର ମ୍ୟାକ୍‌ଗ୍ରାଥଙ୍କ ପତ୍ନୀ ଜେନ୍‌ ମ୍ୟାକ୍‌ଗ୍ରାଥ ସ୍ତନ କର୍କଟ ରୋଗରେ ପ୍ରାଣ ହରାଇଥିବାରୁ ତାଙ୍କ ସମ୍ମାନାର୍ଥେ ଏହି ଟେଷ୍ଟ ଆୟୋଜନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story