ଆଉଟ୍ ହୋଇଗଲେ ବିରାଟ କୋହଲି

ମାଉଣ୍ଟ ମାଙ୍ଗାନୁଇ: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଜି ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଖେଳା ଯାଉଛି। ମାଉଣ୍ଟ ମାଙ୍ଗାନୁଇରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରୁଛି। ଏଥିରେ ବିରାଟ କୋହଲି ୪୩ ରନ୍ କରି ଆଉଟ୍ ହୋଇଯାଇଛନ୍ତି। ସେ ୪୫ଟି ବଲ୍‌ରୁ ୫ଟି ଚୌକା ସହାୟତାରେ ଏହି ରନ୍ ସଂଗ୍ରହ କରିଥିଲେ। ଟ୍ରେଣ୍ଟ ବୋଲ୍ଟଙ୍କ ଦ୍ୱାରା ସେ ସୋଧିଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ କୋହଲି ୪୫ ରନ୍ […]

virat

virat

Jitendra Garnayak
  • Published: Saturday, 26 January 2019
  • Updated: 26 January 2019, 10:43 AM IST

Sports

Latest News

ମାଉଣ୍ଟ ମାଙ୍ଗାନୁଇ: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଜି ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଖେଳା ଯାଉଛି। ମାଉଣ୍ଟ ମାଙ୍ଗାନୁଇରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରୁଛି। ଏଥିରେ ବିରାଟ କୋହଲି ୪୩ ରନ୍ କରି ଆଉଟ୍ ହୋଇଯାଇଛନ୍ତି। ସେ ୪୫ଟି ବଲ୍‌ରୁ ୫ଟି ଚୌକା ସହାୟତାରେ ଏହି ରନ୍ ସଂଗ୍ରହ କରିଥିଲେ।

ଟ୍ରେଣ୍ଟ ବୋଲ୍ଟଙ୍କ ଦ୍ୱାରା ସେ ସୋଧିଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ କୋହଲି ୪୫ ରନ୍ କରି ଆଉଟ୍ ହୋଇଥିଲେ।

ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧୱନ ଯଥାକ୍ରମେ ୮୭ ଓ ୬୬ ରନ୍ କରି ଆଉଟ୍ ହୋଇଥିଲେ। ଏହି ଯୋଡ଼ି ପ୍ରଥମ ୱିକେଟ୍‌ରେ ୧୫୪ ରନ୍ କରିଥିଲେ। ୱିକେଟ୍ କିପର ମହେନ୍ଦ୍ର ସିଂହ ଧୋନି ଓ ଅମ୍ବାତି ରାୟୁଡୁ କ୍ରିଜ୍‌ରେ ଅଛନ୍ତି। ଶେଷ ଖବର ଲେଖାଯିବା ସୁଦ୍ଧା ଦଳ ୪୫.୩ ଓଭରରେ ୩ ୱିକେଟ୍ ହରାଇ ୨୭୧ରନ୍ କରିଛି।

୫ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ ନାପିଅରରେ ଖେଳା ଯାଇଥିଲା। ଏଥିରେ ଭାରତ ବିଜୟୀ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story