ଅଖତରଙ୍କ ମୁହଁ ବନ୍ଦ କରିଦେଲେ ସେହଓ୍ୱାଗ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ବିଶ୍ୱକପ୍‌ କ୍ରିକେଟ୍‌ରେ ରବିବାର ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ ଓ ପାକିସ୍ତାନ। ଦୀର୍ଘ ବର୍ଷ ପରେ ଦୁଇ ଦେଶ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। କିନ୍ତୁ ତା’ ପୂର୍ବରୁ ମୁହାଁମୁହିଁ ହୋଇଛନ୍ତି ଦୁଇ ଦଳର ପୂର୍ବତନ ଖେଳାଳି ସୋଏବ ଅଖତର ଏବଂ ବୀରେନ୍ଦ୍ର ସେହଓ୍ୱାଗ୍। ସେହଓ୍ୱାଗଙ୍କ ସହ ଅଖତର ତାଙ୍କ ୟ୍ୟୁଟ୍ୟୁବ ଚ୍ୟାନେଲରେ ଏକ ସାକ୍ଷାତକାର ନେଇଛନ୍ତି। ଏଥିରେ ସେ ଭାରତ ଓ ପାକିସ୍ତାନ ମ୍ୟାଚ୍‌ ବାବଦରେ ସେହଓ୍ୱାଗଙ୍କୁ ଅନେକ ପ୍ରଶ୍ନ କରିଛନ୍ତି। […]

sehwag akhtar face to face

sehwag akhtar face to face

Subhransu Sekhar
  • Published: Friday, 14 June 2019
  • Updated: 14 June 2019, 01:54 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ବିଶ୍ୱକପ୍‌ କ୍ରିକେଟ୍‌ରେ ରବିବାର ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ ଓ ପାକିସ୍ତାନ। ଦୀର୍ଘ ବର୍ଷ ପରେ ଦୁଇ ଦେଶ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। କିନ୍ତୁ ତା’ ପୂର୍ବରୁ ମୁହାଁମୁହିଁ ହୋଇଛନ୍ତି ଦୁଇ ଦଳର ପୂର୍ବତନ ଖେଳାଳି ସୋଏବ ଅଖତର ଏବଂ ବୀରେନ୍ଦ୍ର ସେହଓ୍ୱାଗ୍।

ସେହଓ୍ୱାଗଙ୍କ ସହ ଅଖତର ତାଙ୍କ ୟ୍ୟୁଟ୍ୟୁବ ଚ୍ୟାନେଲରେ ଏକ ସାକ୍ଷାତକାର ନେଇଛନ୍ତି। ଏଥିରେ ସେ ଭାରତ ଓ ପାକିସ୍ତାନ ମ୍ୟାଚ୍‌ ବାବଦରେ ସେହଓ୍ୱାଗଙ୍କୁ ଅନେକ ପ୍ରଶ୍ନ କରିଛନ୍ତି।

ଏହି ସାକ୍ଷାତକାର ବେଳେ ଅଖତାର ତାଙ୍କୁ କହିଥିଲେ ଯେ, ବିଶ୍ୱକପରେ ଭାରତର ଇଚ୍ଛା ଅନୁସାରେ ପିଚ୍ ପ୍ରସ୍ତୁତ ହୁଏ। ଏଥିପାଇଁ ଭାରତ ଆଇସିସିକୁ ପଇସା ଦିଏ। ଏହାର ଜବାବରେ ସେହଓ୍ୱାଗ କହିଛନ୍ତି, ଆପଣଙ୍କୁ କ'ଣ ଲାଗୁଛି ଏକଥା ସତ? ମୋତେ ଲାଗୁଛି କିଛି ଲୋକଙ୍କ କାମ ହେଉଛି ୟାଡୁ ସ୍ୟାଡୁ କହିବା। ହାତୀ ତା ବାଟରେ ଚାଲେ। କୁକୁରଙ୍କ କାମ ହେଉଛି ଭୁକିବା। ଯଦି ଭାରତ ଇଚ୍ଛା ମୁତାବକ ପିଚ୍ ପ୍ରସ୍ତୁତ କରିଥାନ୍ତା, ତା’ହେଲେ ପିଚରେ ଯେଉଁ ଘାସ ରହିଛି, ତାହା ବି ଜମା ନ ରହିନଥାନ୍ତା।"

ସେହିଭଳି ଭାରତ ଓ ପାକିସ୍ତାନ ମ୍ୟାଚ୍‌କୁ ନେଇ ସେହଓ୍ୱାଗ କହିଛନ୍ତି, ୧୬ ତାରିଖ ଦିନ ପାକିସ୍ତାନ କୌଣସି ପରିସ୍ଥିତିରେ ଭାରତ ପାଖରୁ ଜିତି ପାରିବ ନାହିଁ। ବିଶ୍ୱକପ୍‌ରେ ଭାରତ ବିପକ୍ଷରେ ଖେଳିବା ବେଳେ ପାକିସ୍ତାନର ସ୍ଥିତି କ’ଣ ହୁଏ, ତାହା କାହାକୁ ଅବା ଅଜଣା। ସେହୱାଗଙ୍କୁ କାଉଣ୍ଟର କରିବାକୁ ଯାଇ ସୋଏବ କହିଛନ୍ତି, ଯଦି ପାକିସ୍ତାନ ଟସ୍ ଜିତେ, ତା’ହେଲେ ମ୍ୟାଚରେ କିଛି ବି ହୋଇପାରେ।

ଭାରତ ଓ ପାକିସ୍ତାନ ସେମିଫାଇନାଲରେ ପରସ୍ପରକୁ ଭେଟିବେ ବୋଲି ଅଖତର ଆଶା ରଖିଛନ୍ତି।

ସୂଚନାଯୋଗ୍ୟ, ଭାରତ ଓ ପାକିସ୍ତାନ ବିଶ୍ୱକପରେ ପରସ୍ପରକୁ ୬ଥର ଭେଟିଛନ୍ତି। ଆଉ ସମସ୍ତ ମ୍ୟାଚ୍ ଭାରତ ହିଁ ଜିତିଛି।

ଭାରତ ତିନୋଟି ମ୍ୟାଚରେ ପାଞ୍ଚ ପଏଣ୍ଟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି। ଦୁଇଟି ମ୍ୟାଚ ଭାରତ ଜିତିଥିବା ବେଳେ ବର୍ଷା କାରଣରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ ବାତିଲ ହୋଇଯାଇଥିଲା ଏବଂ ପଏଣ୍ଟ ଭାଗ ହୋଇଯାଇଥିଲା। ଅନ୍ୟପକ୍ଷରେ ପାକିସ୍ତାନ ଚାରୋଟି ମ୍ୟାଚରୁ ତିନି ପଏଣ୍ଟ ପାଇ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି।

https://youtu.be/9NXyI66a-Ho?t=917

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story