ବିରାଟ କୋହଲି ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌: ଆମୀର

ନୂଆଦିଲ୍ଲୀ:  ପାକିସ୍ତାନର କ୍ରିକେଟର ଇମ୍ରାନ୍‌ ଖାନ୍‌ ‘ବିରାଟ କୋହଲି ମାଷ୍ଟରବ୍ଲାଷ୍ଟର ସଚୀନ ତେନ୍ଦୁଲକର ଠାରୁ ଭଲ ବ୍ୟାଟ୍ସମ୍ୟାନ୍‌’ କହିବାର ଗୋଟିଏ ଦିନ ପରେ ଆଜି ମ୍ୟାଚ୍‌ ଫିକ୍ସିଂରେ ଛନ୍ଦି ହୋଇ ସଦ୍ୟ ପାକିସ୍ତାନ ଟେଷ୍ଟ ଦଳକୁ ଫେରିଥିବା ମହମ୍ମଦ ଆମୀର ବିରାଟଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ୨୭ ବର୍ଷୀୟ ଆମୀର କହିଛନ୍ତି,“ବିରାଟ କୋହଲି ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌। ତାଙ୍କର ବ୍ୟାଟିଂରେ ସ୍ୱତନ୍ତ୍ର କଳା ରହିଛି। ଏସିଆ କପ୍‌ରେ ତାଙ୍କ ବିପକ୍ଷରେ ମୁଁ ବୋଲିଂ କରିଥିଲି। ସେ ମୋର […]

vitar-and-amir

vitar-and-amir

Rakesh Mallick
  • Published: Thursday, 16 June 2016
  • Updated: 16 June 2016, 07:02 PM IST

Sports

Latest News

ନୂଆଦିଲ୍ଲୀ:  ପାକିସ୍ତାନର କ୍ରିକେଟର ଇମ୍ରାନ୍‌ ଖାନ୍‌ ‘ବିରାଟ କୋହଲି ମାଷ୍ଟରବ୍ଲାଷ୍ଟର ସଚୀନ ତେନ୍ଦୁଲକର ଠାରୁ ଭଲ ବ୍ୟାଟ୍ସମ୍ୟାନ୍‌’ କହିବାର ଗୋଟିଏ ଦିନ ପରେ ଆଜି ମ୍ୟାଚ୍‌ ଫିକ୍ସିଂରେ ଛନ୍ଦି ହୋଇ ସଦ୍ୟ ପାକିସ୍ତାନ ଟେଷ୍ଟ ଦଳକୁ ଫେରିଥିବା ମହମ୍ମଦ ଆମୀର ବିରାଟଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି।

୨୭ ବର୍ଷୀୟ ଆମୀର କହିଛନ୍ତି,“ବିରାଟ କୋହଲି ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌। ତାଙ୍କର ବ୍ୟାଟିଂରେ ସ୍ୱତନ୍ତ୍ର କଳା ରହିଛି। ଏସିଆ କପ୍‌ରେ ତାଙ୍କ ବିପକ୍ଷରେ ମୁଁ ବୋଲିଂ କରିଥିଲି। ସେ ମୋର ପ୍ରତିଟି ବଲ୍‌କୁ ଅତି ଚତୁରତା ସହ ଖେଳୁଥିଲେ। ”

ସେ ଆହୁରି ମଧ୍ୟ କହିଛନ୍ତି,“ମୁଁ ୨୦୧୦ରେ ସ୍ପଟ୍‌ ଫିକ୍ସିଂରେ ଛନ୍ଦି ହୋଇ ବାସନ୍ଦ ହୋଇଥିଲାବେଳେ ବିରାଟ ଦଳରେ ସ୍ଥାନ ପାଇବାକୁ ଅବିରତ ଉଦ୍ୟମ କରୁଥିଲେ। ଶେଷରେ ୟୁ-୧୯ ବିଶ୍ୱ କପ୍‌ ପରେ ସେ ସଫଳ ହୋଇ ଦଳରେ ସ୍ଥାନ ପାଇଲେ। ଆଉ ୫ ବର୍ଷ ପରେ ସେ ଆଜି ବିଶ୍ୱର ଏକ ନମ୍ବର ଖେଳାଳି ଭାବେ ଉଭା ହୋଇଛନ୍ତି। ମୁଁ ଭାବୁଛି ଏହା ହେଉଛି ତାଙ୍କ ଜୀବନର ଶ୍ରେଷ୍ଠ ପ୍ରଦର୍ଶନ।”

ସୂଚନାଯୋଗ୍ୟ, ଆମୀର ମ୍ୟାଚ୍‌ ଫିକ୍ସିଂ ଅଭିଯୋଗରେ ୫ ବର୍ଷ ଆନ୍ତର୍ଜାତିକ କ୍ରିକେଟରୁ ବାସନ୍ଦ ହେବା ପରେ ୨୦୧୬ ଟି-୨୦ ବିଶ୍ୱକପ୍‌ ଖେଳିଥିଲେ। ସେଠାରେ ସେ ଭଲ ପ୍ରଦର୍ଶନ କରି ପାକିସ୍ତାନ ଚୟନକର୍ତ୍ତାଙ୍କୁ ତାଙ୍କ ପ୍ରତି ଆକର୍ଷିତ କରିପାରିଥିଲେ। ଚଳିତ ମାସରେ ସେ ଇଂଲଣ୍ଡ ଗସ୍ତରେ ଯିବେ। ସେଠାରେ ସେ ଦଳ ପକ୍ଷରୁ ୪ଟି ଟେଷ୍ଟ, ୫ଟି ଦିନିକିଆ ଓ ଗୋଟିଏ ଟି-୨୦ ମ୍ୟାଚ୍‌ ଖେଳିବା ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story