ୱେଡ୍ ଓ ମ୍ୟାକ୍ସୱେଲ୍ ଧମାକା, ଭାରତକୁ ୧୮୭ ରନର ଟାର୍ଗେଟ୍ ଦେଲା ଅଷ୍ଟ୍ରେଲିଆ

ସିଡନୀ: ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସିରିଜ୍ ହାତେଇ ସାରିଥିବା ଟିମ୍ ଇଣ୍ଡିଆ ତୃତୀୟ ମୁକାବିଲାରେ ଅଷ୍ଟ୍ରେଲିଆକୁ ଭେଟିଛି। ଏହି ମ୍ୟାଚରେ ମାଥ୍ୟୁ ୱେଡ୍ ଓ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୮୬ ରନ୍ କରିଛି। ଫଳରେ ସିରିଜ୍ କ୍ଲିନସୁଇପ୍ ପାଇଁ ଭାରତକୁ ୧୮୭ ରନ୍ କରିବାକୁ ପଡ଼ିବ। ଅଷ୍ଟ୍ରେଲିଆ ପକ୍ଷରୁ ପୂର୍ବ ୱେଡ୍ ୮୦ ଓ ମ୍ୟାକ୍ସୱେଲ୍‌ ୫୪ ରନ୍ କରିଛନ୍ତି। ଏସସିଜିରେ ଖେଳାଯାଉଥିବା […]

maxwell

maxwell

Ranjit Kumar Jena
  • Published: Tuesday, 08 December 2020
  • Updated: 08 December 2020, 03:32 PM IST

Sports

Latest News

ସିଡନୀ: ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସିରିଜ୍ ହାତେଇ ସାରିଥିବା ଟିମ୍ ଇଣ୍ଡିଆ ତୃତୀୟ ମୁକାବିଲାରେ ଅଷ୍ଟ୍ରେଲିଆକୁ ଭେଟିଛି। ଏହି ମ୍ୟାଚରେ ମାଥ୍ୟୁ ୱେଡ୍ ଓ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୮୬ ରନ୍ କରିଛି। ଫଳରେ ସିରିଜ୍ କ୍ଲିନସୁଇପ୍ ପାଇଁ ଭାରତକୁ ୧୮୭ ରନ୍ କରିବାକୁ ପଡ଼ିବ। ଅଷ୍ଟ୍ରେଲିଆ ପକ୍ଷରୁ ପୂର୍ବ ୱେଡ୍ ୮୦ ଓ ମ୍ୟାକ୍ସୱେଲ୍‌ ୫୪ ରନ୍ କରିଛନ୍ତି।

ଏସସିଜିରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତ କ୍ୟାପଟେନ୍ ବିରାଟ୍‌ କୋହଲି ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଆରମ୍ଭରୁ ଅଷ୍ଟ୍ରେଲିଆକୁ ବଡ଼ ଝଟକା ଲାଗିଥିଲା। ୨ୟ ମ୍ୟାଚରେ ଆହତ କାରଣରୁ ଖେଳିନଥିବା କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ ଖାତା ଖୋଲିବା ପୂର୍ବରୁ ୱାଶିଂଟନ୍ ସୁନ୍ଦରଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଷ୍ଟିଭ୍ ସ୍ମିଥ୍ (୨୪) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ।

ତେବେ ସ୍ମିଥ୍ ଆଉଟ୍ ହେବା ପୂର୍ବରୁ ୱେଡଙ୍କ ସହ ମିଶି ୨ୟ ୱିକେଟ୍‌ ପାଇଁ ୬୫ ରନର ପାର୍ଟନରଶିପ୍ କରିଥିଲେ। ୱେଡ୍ ଆଉଏକ ଜବରଦସ୍ତ ଇନିଂସ୍ ଖେଳି ଅଷ୍ଟ୍ରେଲିଆକୁ ବଡ଼ ସ୍କୋରରେ ପହଞ୍ଚାଇବରେ ସହାୟକ ହୋଇଥିଲେ। ସେହିପରି ଦିନିକିଆ ସିରିଜରେ ଭାରତୀୟ ବୋଲରଙ୍କୁ ନିର୍ଧୁମ ଧୂଲେଇ କରିଥିବା ମ୍ୟାକ୍ସୱେଲ୍ ନିଜର ଦମଦାର ଫର୍ମ ବଜାୟ ରଖିଥିଲେ। ଉଭୟ ୱେଡ୍ ଓ ମ୍ୟାକ୍ସୱେଲ୍‌ ଅର୍ଦ୍ଧଶତକ ମାରିବା ସହ ତୃତୀୟ ୱିକେଟ୍‌ ପାଇଁ ୯୦ ରନର ଭାଗିଦାରୀ କରିଥିଲେ।

ଶତକ ଆଶାରେ ଥିବା ୱେଡଙ୍କୁ ଶାର୍ଦ୍ଦୁଲ ଠାକୁର ପ୍ୟାଭିଲିୟନ୍ ପଠାଇଥିଲେ। ୱେଡ୍ ୫୩ ବଲରେ ୭ ଚୌକା ଓ ୨ ଛକା ସହ ୮୦ ରନ୍ କରିଥିଲେ। ମ୍ୟାକ୍ସୱେଲ୍ ହାଫ୍ ସେଞ୍ଚୁରୀ ମାରିବା ପରେ ଟି. ନଟରାଜନଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ସେ ୫୪ (୩୬ ବଲ୍, ୩ ଚୌକା, ୩ ଛକା) ରନର ଇନିଂସ୍ ଖେଳିଥିଲେ। ଭାରତ ପକ୍ଷରୁ ସୁନ୍ଦର ୨ଟି, ଠାକୁର ଓ ନଟରାଜନ ଗୋଟିଏ ଲେଖାଏ ୱିକେଟ୍‌ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story