ବଲ୍ ଗାର୍ଲଙ୍କୁ କିସ୍ କଲେ ଏବଂ କ୍ଷମା ମାଗିଲେ ନାଡାଲ୍‌, ଦେଖନ୍ତୁ ଭିଡିଓ

ମେଲବର୍ଣ୍ଣ: ବିଶ୍ୱର ଏକ ନମ୍ବର ଟେନିସ୍ ଖେଳାଳି ରାଫେଲ୍ ନାଡାଲ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଅଷ୍ଟ୍ରେଲିଆନ୍ ଓପନର ତୃତୀୟ ରାଉଣ୍ଡରେ ପ୍ରବେଶ କରିସାରିଛନ୍ତି। ପୁରୁଷ ସିଙ୍ଗଲ୍ସର ଦ୍ୱିତୀୟ ରାଉଣ୍ଡରେ ବିଜୟୀ ହେବା ପରେ ନାଡାଲ ଏକ ରୋଚକ ଘଟଣା ପାଇଁ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଏହି ମ୍ୟାଚର ତୃତୀୟ ସେଟରେ ନାଡାଲ୍ ୪-୧ରେ ଆଗୁଆ ଥିବା ବେଳେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହାର ଭିଡିଓ ଖୁବ୍ ଭାଇରାଲ୍ ହୋଇଛି। 😍 THIS MOMENT 😍 […]

nadal1

nadal1

Ranjit Kumar Jena
  • Published: Friday, 24 January 2020
  • Updated: 24 January 2020, 04:57 PM IST

Sports

Latest News

ମେଲବର୍ଣ୍ଣ: ବିଶ୍ୱର ଏକ ନମ୍ବର ଟେନିସ୍ ଖେଳାଳି ରାଫେଲ୍ ନାଡାଲ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଅଷ୍ଟ୍ରେଲିଆନ୍ ଓପନର ତୃତୀୟ ରାଉଣ୍ଡରେ ପ୍ରବେଶ କରିସାରିଛନ୍ତି। ପୁରୁଷ ସିଙ୍ଗଲ୍ସର ଦ୍ୱିତୀୟ ରାଉଣ୍ଡରେ ବିଜୟୀ ହେବା ପରେ ନାଡାଲ ଏକ ରୋଚକ ଘଟଣା ପାଇଁ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଏହି ମ୍ୟାଚର ତୃତୀୟ ସେଟରେ ନାଡାଲ୍ ୪-୧ରେ ଆଗୁଆ ଥିବା ବେଳେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହାର ଭିଡିଓ ଖୁବ୍ ଭାଇରାଲ୍ ହୋଇଛି।

ନାଡାଲଙ୍କର ଏକ ରିଟର୍ଣ୍ଣ ଶଟ୍ କୋର୍ଟ ବାହାରକୁ ଚାଲିଯାଇଥିଲା ଏବଂ ଏହା ଚେୟାର ଅମ୍ପାୟାରଙ୍କ ପାଖରେ ବସିଥିବା ବଲ୍ ଗାର୍ଲ ଦେହରେ ବାଜିଥିଲା। ଶଟଟି ଏତେ ଦ୍ରୁତ ଥିଲା, ନାଡାଲଙ୍କ ସମେତ ଉପସ୍ଥିତ ସବୁ ଦର୍ଶକ ଡରିଯାଇଥିଲେ। କିନ୍ତୁ ସୌଭାଗ୍ୟବଶତଃ, ଉକ୍ତ ବଲ୍ ଗାର୍ଲର କୌଣସି କ୍ଷତି ହୋଇନାହିଁ। ବଲ୍ ବାଜିବାର ତୁରନ୍ତ ବାଦ୍ ୧୯ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତିଥିବା ନାଡାଲ୍ ସେହି ବଲ୍ ଗାର୍ଲଙ୍କ ନିକଟକୁ ଯାଇ କ୍ଷମା ମାଗିଥିଲେ ଏବଂ ତାଙ୍କ ଗାଲରେ ଏକ କିସ୍ (ଚୁମ୍ବନ) କରିଥିଲେ।

ମ୍ୟାଚ୍ ପରେ ନାଡାଲ୍ କହିଥିଲେ, "ବଲ୍ ଗାର୍ଲଙ୍କ ପାଇଁ ସେହି କ୍ଷଣ ଆଦୌ ଭଲ ନଥିଲା। ଶଟଟି ଯେଉଁ ବେଗରେ ଯାଇଥିଲା, ତାହା ଦେଖି ମୁଁ ଡରିଯାଇଥିଲି। କିନ୍ତୁ ସତ କହିବାକୁ ଗଲେ, ବଲ୍ ଗାର୍ଲ ଜଣେ ବାହାଦୂର ଝିଅ। କେବଳ ଏତିକି ନୁହେଁ, ଦ୍ୱିତୀୟ ରାଉଣ୍ଡର ମୁକାବିଲା ଜିତିବା ପରେ ନାଡାଲ୍ ସେହି ବଲ୍ ଗାର୍ଲ ପାଖକୁ ଯାଇଥିଲେ ଏବଂ ଉପହାର ସଦୃଶ ତାଙ୍କୁ ନିଜର ହ୍ୟାଣ୍ଡବ୍ୟାଗ୍ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story