ଆମେ ରିଓ ଗେମ୍ସ ପାଇଁ ପ୍ରସ୍ତୁତ ଅଛୁ: ଏସ୍‌ଭି ସୁନୀଲ

ବେଙ୍ଗାଲୁରୁ: “ଲଣ୍ଡନ୍ ଅଲିମ୍ପିକ ଅପେକ୍ଷା ଆମେ ରିଓ ଅଲିମ୍ପିକ୍ ପାଇଁ ଭଲ ଭାବେ ପ୍ରସ୍ତୁତି କରିଛୁ।  ଏଥର ଆମେ ଦେଶ ପାଇଁ ନିଶ୍ଚିତ ଗୌରବ ଆଣିବୁ।” ରବିବାର ଏହା କହିଛନ୍ତି ଭାରତୀୟ ପୁରୁଷ ହକି ଦଳର ଷ୍ଟାର ଷ୍ଟ୍ରାଇକର ଏସ୍‌ଭି ସୁନୀଲ। ରିଓ ଅଲିମ୍ପିକ୍‌ରେ ଭାରତ ପୁଲ୍-ବି’ରେ ଗତଥରର ଚାମ୍ପିଅନ୍ ଜିର୍ମାନ୍‌, ଇରୋପୀୟ ଚାମ୍ପିଅନ୍ ନେଦରଲାଣ୍ଡ, ପାନ୍‌-ଆମେରିକା ଗେମ୍ସ ଚାମ୍ପିଅନ୍‌ ଆର୍ଜେଣ୍ଟିନା, ଆୟରଲାଣ୍ଡ ଓ କାନାଡା ସହ ରହିଛି। ଏହି ଦେଶଗୁଡିକ ମଧ୍ୟରୁ ସୁନୀଲ ଜାର୍ମାନ ବିପକ୍ଷରେ […]

10SV-Sunil-1

10SV-Sunil-1

Rakesh Mallick
  • Published: Sunday, 08 May 2016
  • Updated: 08 May 2016, 04:16 PM IST

ବେଙ୍ଗାଲୁରୁ: “ଲଣ୍ଡନ୍ ଅଲିମ୍ପିକ ଅପେକ୍ଷା ଆମେ ରିଓ ଅଲିମ୍ପିକ୍ ପାଇଁ ଭଲ ଭାବେ ପ୍ରସ୍ତୁତି କରିଛୁ।  ଏଥର ଆମେ ଦେଶ ପାଇଁ ନିଶ୍ଚିତ ଗୌରବ ଆଣିବୁ।” ରବିବାର ଏହା କହିଛନ୍ତି ଭାରତୀୟ ପୁରୁଷ ହକି ଦଳର ଷ୍ଟାର ଷ୍ଟ୍ରାଇକର ଏସ୍‌ଭି ସୁନୀଲ।

ରିଓ ଅଲିମ୍ପିକ୍‌ରେ ଭାରତ ପୁଲ୍-ବି’ରେ ଗତଥରର ଚାମ୍ପିଅନ୍ ଜିର୍ମାନ୍‌, ଇରୋପୀୟ ଚାମ୍ପିଅନ୍ ନେଦରଲାଣ୍ଡ, ପାନ୍‌-ଆମେରିକା ଗେମ୍ସ ଚାମ୍ପିଅନ୍‌ ଆର୍ଜେଣ୍ଟିନା, ଆୟରଲାଣ୍ଡ ଓ କାନାଡା ସହ ରହିଛି।

ଏହି ଦେଶଗୁଡିକ ମଧ୍ୟରୁ ସୁନୀଲ ଜାର୍ମାନ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିବାର ରେକର୍ଡ ରହିଛି। ତେଣୁ ସେ ଏହି ଧାରାକୁ ଅଲିମ୍ପିକ୍‌ରେ ମଧ୍ୟ ଜାରି ରଖିବେ ବୋଲି କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, “ବିଶ୍ୱର ଶକ୍ତିଶାଳୀ ଦଳ ମଧ୍ୟରେ ଜର୍ମାନକୁ ଗଣନା କରାଯାଏ। ତେଣୁ ମୁଁ ଏହି ଦେଶ ବିପକ୍ଷରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story